ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ସ୍ୱାସ୍ଥ୍ୟ

କାୟା ବିସ୍ତାର କଲାଣି ଜଣ୍ଡିସ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଜଣ୍ଡିସ। ଏଥିରେ ୨୫ ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସମ୍ବଲପୁରର କୁମ୍ଭାରପଡା ଶାଲିଆବଗିଚା, ପେନସନପଡାରେ ଏହି ଜଣ୍ଡିସ ଆକ୍ରାନ୍ତ ମାନେ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି
Read More...

ଡିପଥେରିଆରେ ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲରେ ଜଣେ ଡିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ ଗାଁର ସୁବାରାଓ ମେଲେକାଙ୍କ ୧୦ବର୍ଷର ପୁଅ ଦିପୁନା ମେଲେକା ବୋଲି ଜଣାପଡିଛି। ଏନେଇ ସୂଚନା ଦେଲେ ମେଡିକାଲ ଅଧୀକ୍ଷକ ଡାକ୍ତର ସୁଚିତ୍ର
Read More...

ଡିପଥେରିଆ ପାଇଁ ଆଜିଠୁ ଦିଆଯିବ ବୁଷ୍ଟର ଡୋଜ୍

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣର ରୂପ ନେଲାଣି ଡିପଥେରିଆ। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି ଏହି ରୋଗ। କମ ଦିନ ଭିତରେ ବିସ୍ତାରି ଗଲାଣି ଏହି ରୋଗ।ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ଏହି ରୋଗ ମାଡ଼ି ଗଲାଣି। ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରେ ୨୧ ଚିହ୍ନଟ
Read More...

ଡିପଥେରିଆ ପାଇଁ କଣ କରିବାକୁ ହେବ, ଡାକ୍ତର ଦେଲେ ପରାମର୍ଶ

ଭୁବନେଶ୍ବର: ଓଡ଼ିଶାର କିଛି ଜିଲ୍ଲାରେ ଏବେ ଡିପଥେରିଆ ସଂକ୍ରମଣ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ଅଛନ୍ତି । ତେବେ ରାୟଗଡାରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ
Read More...

ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ନୂଆ ଫର୍ମୁଲା ଦେଲେ ମନ୍ତ୍ରୀ

ଭୁବନେଶ୍ବର: ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀମାନଙ୍କୁ ସୋସିଆଲ ମିଡିଆ ‘ଏକ୍ସ’ରେ ଆକାଉଣ୍ଟ ଖୋଲିବାକୁ ନିର୍ଦ୍ଦେଶ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶକ୍ରମେ କର୍ମଚାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟଠାରୁ ପ୍ରାଥମିକ
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାବୁଲିଙ୍କ ପାଖରେ ପହଞ୍ଚିଲେ ଡାକ୍ତରୀ ଦଳ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
Read More...

ଶିଶୁମାନଙ୍କ କ୍ଷେତ୍ରରେ ପେଡିଆଟ୍ରିକ୍ ଲାପାରୋସ୍କୋପିକ୍ ସର୍ଜରୀ ବର୍ତମାନ ସମ୍ଭବ: ବିଶେଷଜ୍ଞ

ଭୁବନେଶ୍ୱର, ୧୧/୦୬: ୨୫ ବର୍ଷ ପୂର୍ବେ ଯଦିଓ କେହି କଳ୍ପନା କରିପାରୁ ନଥିଲେ ବର୍ତମାନ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଓ ଯନ୍ତ୍ରପାତିର ଉପଲବ୍ଧି ଦ୍ୱାରା ଛୋଟ ଶିଶୁମାନଙ୍କ କ୍ଷେତ୍ରରେ ଲାପାରୋସ୍କୋପିକ ସର୍ଜରୀ ସମ୍ଭବ ହୋଇପାରୁଛି । ଏହି ଭଳି ଶଲ୍ୟ ଚିକିତ୍ସା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍
Read More...

ସୋଆରେ ଅଟୋଲାରିନ୍‌ଗୋଲୋଜିଷ୍ଟସ ଅଫ୍ ଇଣ୍ଡିଆ ସଂଘ ଭୁବନେଶ୍ୱର ଶାଖାର ୩ ଦିନିଆ ସମ୍ମିଳନୀ

ଭୁବନେଶ୍ୱର, ୧୧/୦୬: ପ୍ରତ୍ୟେକ ସର୍ଜନ୍ ଜାଣିଥାନ୍ତି ତାଙ୍କ ରୋଗୀର କେବେ ସର୍ଜରୀ କରାଯିବା ଆବଶ୍ୟକ। ତେବେ କେବେ ସର୍ଜରୀ କରାଯିବା ଆବଶ୍ୟକ ନୁହେଁ ତାହା ଜାଣିବା ପାଇଁ ସାରା ଜୀବନ ଲାଗିଯାଏ ବୋଲି କହିଛନ୍ତି ବିଶିଷ୍ଟ ଅଟୋଲାରିନ୍‌ଗୋଲୋଜିଷ୍ଟ ପ୍ରଫେସର (ଡାକ୍ତର) ରବି ରାମଲିଙ୍ଗମ୍।
Read More...

ରାଜ୍ୟରେ ବନ୍ଦ ହେବନି ବିଏସକେଓ୍ୱାଇ ଯୋଜନା

ଭୁବନେଶ୍ବର: ବିଏସକେଓ୍ୱାଇ ଯୋଜନାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ତାର ସ୍ପଷ୍ଟୀକରଣ ରଖିଛି। ପୂର୍ବରୁ ବିଏସକେଓ୍ବାଇ କାର୍ଡରେ ଯେମିତି ସୁବିଧା ମିଳୁଥିଲା ବର୍ତ୍ତମାନ ବି ସେମିତି ସୁବିଧା ମିଳୁଛି। ଏନେଇ ଲୋକଙ୍କ ମଧ୍ୟରେ କିଛି ଦ୍ୱନ୍ଦ ନରହିବା ଉଚିତ। ପୂର୍ବରୁ ଯେମିତି ହସ୍ପିଟାଲ ଓ ସରକାରୀ
Read More...

ପୋଷ୍ଟମର୍ଟମ କହିଲା ୬ଜଣ ମରିଛନ୍ତି

ରାଉରକେଲା: ପ୍ରାଣଘାତୀ ତାତି ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି। ରାଉରକେଲାରେ ୩୫ଜଣଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ହେଲେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ଶବ ବ୍ୟବଚ୍ଛେଦ କରି ଭିନ୍ନ ରିପୋର୍ଟ ସହିତ ସାମ୍ନାକୁ ଆସିଛି। ଏଯାଏ ମୋଟ ୨୪ ଜଣଙ୍କର ଶବ
Read More...