Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ
Browsing Category
ରାଜନୀତି
ମମତାଙ୍କୁ ସୁପ୍ରିମକୋର୍ଟ ଝଟକା: ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍କା। ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତିରେ ଅନିୟମିତତା ଦର୍ଶାଇ କୋଲକାତା ହାଇକୋର୍ଟ ଏହାକୁ ରଦ୍ଦ!-->…
Read More...
Read More...
ଲୋକସଭାରେ ଆଗତ ହେଲା ୱାକଫ୍ ବିଲ୍
ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ସଂଶୋଧିତ ଓ୍ବାକଫ୍ ବିଲ୍। ବିରୋଧୀଙ୍କ ତୀବ୍ର ବିରୋଧ ସତ୍ବେ ବାଚସ୍ପତି ଓମ୍ ବିର୍ଲା ଙ୍କ ଅନୁମତି କ୍ରମେ ଆଜି ସଂସଦରେ ସଂଶୋଧିତ ଓ୍ବାକଫ୍ ବିଲ୍ ଆଗତ କରିଛନ୍ତି ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ।ବିଲ୍ ଉପସ୍ଥାପନ ହେବା ପରେ!-->…
Read More...
Read More...
ଅନାସ୍ଥା ଭୋଟରେ ହାରିଗଲେ ବ୍ୟାସନଗର ପୌରାଧ୍ୟକ୍ଷା
ବ୍ୟାସନଗର: ଅନାସ୍ଥାରେ ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ। ବିଜେଡି ପୌରାଧ୍ୟକ୍ଷାଙ୍କୁ ହରାଇଲେ ଖୋଦ୍ ବିଜେଡି କାଉନସିଲର୍। ଅନାସ୍ଥା ଭୋଟରେ ଶାସନ ଗାଦି ହରାଇ ବସିଲେ ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପୌର କାର୍ଯ୍ୟାଳୟର!-->…
Read More...
Read More...
ସରିଲା ନିଲମ୍ବନ, ମୁଣ୍ଡିଆ ମାରି ବିଧାନସଭାକୁ ଭିତରକୁ ଗଲେ ତାରା
ଭୁବନେଶ୍ବର: ବିଧାନସଭାକୁ ପୁଣି ଫେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ୭ ଦିନର ନିଲମ୍ବନ ସରିବା ପରେ ଆଜି ବିଧାନସଭା ପହଞ୍ଚିଛନ୍ତି ତାରା ବାହିନୀପତି। ଗୃହ ଭିତରକୁ ଯିବା ପୂର୍ବରୁ ମୁଣ୍ଡିଆ ମାରି ବିଧାନସଭାକୁ ପ୍ରବେଶ କରିଛନ୍ତି ତାରା। ଅନ୍ୟପଟେ ଆଜି କଳା ଡ୍ରେସ୍ ପିନ୍ଧି ବିଧାନସଭା!-->…
Read More...
Read More...
ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ
ନୂଆଦିଲ୍ଲୀ: ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ସମ୍ୱଲପୁର, ଭୁବନେଶ୍ୱରରେ ଥିଲା କାର୍ଯ୍ୟକ୍ରମ। ୨୧ ତାରିଖ ସନ୍ଧ୍ୟାରେ ଓଡ଼ିଶା ଆସିଥାନ୍ତେ ଅମିତ ଶାହ। ୨୧ ତାରିଖରେ ଅମିତ ଶାହ ଝାରସୁଗୁଡା ଏୟାରପୋର୍ଟରେ ଓହ୍ଲାଇବାର କାର୍ଯ୍ୟସୂଚୀ ଥିଲା। ହେଲେ କୌଣସି!-->…
Read More...
Read More...
ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ
ଭୁବନେଶ୍ଵର, ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ଭୁବନେଶ୍ଵର ଖାରବେଳନଗର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ!-->…
Read More...
Read More...
୨୭ରେ ବିଧାନସଭା ଘେରିବ କଂଗ୍ରେସ
ଭୁବନେଶ୍ବର: ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ବୈଠକରେ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ। କଂଗ୍ରେସ ନେତା ତାରା ବାହିନୀପତିଙ୍କ ସସପେଣ୍ଡ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ!-->…
Read More...
Read More...
ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି
ଭୁବନେଶ୍ବର: ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି। ସୂଚନା ଦେଲେ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ସେ କହିଛନ୍ତି ବିଜୁ ବାବୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ଯୋଜନା ରହିଛି। ବିଜୁ ଜୟନ୍ତୀରେ ଏହାକୁ ପ୍ରସଙ୍ଗ କରିଥିଲା ବିଜେପି।
ବିଜୁ ବାବୁ’ କେବଳ!-->!-->!-->…
Read More...
Read More...
ବାଣ ବିସ୍ଫୋରଣରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ଯାଜପୁର: ଯାଜପୁର ବାଣ ବିସ୍ଫୋରଣ ଘଟଣାରେ କଟକ ବଡ଼ ମେଡିକାଲରେ ଗୁରୁତରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ବାସୁଦେବପୁର ଜାଲପୁର ଗାଁରେ ଘଟିଥିଲା ଭୟାବହ ବାଣ ବିସ୍ଫୋରଣ।ଏଥିରେ ୪ ଜଣ ଆହତ ହୋଇଥିଲେ। ୨ ବୟସ୍କଙ୍କ ସମେତ ୨ ଜଣ ଶିଶୁ ଆହତ ହୋଇଥିଲେ।
ସୂଚନା!-->!-->!-->…
Read More...
Read More...
ପୁରୀ ସମ୍ବଲପୁର, ଓ ରାଉରକେଲାରେ ଖୁବଶୀଘ୍ର ହେବ ପୌର ନିର୍ବାଚନ
ଭୁବନେଶ୍ବର: ପୁଣି ପୌର ନିର୍ବାଚନ ହେବା ନେଇ ବଡ଼ ସୂଚନା ଦେଇଛନ୍ତି ମୋହନ ସରକାର। ସମ୍ବଲପୁର, ରାଉରକେଲା ଓ ପୁରୀରେ ପୁଣି ହେବ ପୌର ନିର୍ବାଚନ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି। ହାଇକୋର୍ଟଙ୍କ ଶୁଣାଣି ପରେ ହେବ ର୍ନିବାଚନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ନଗର!-->…
Read More...
Read More...