ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ବର୍ଷକରେ କେତେ ଓ କିଭଳି ବଢି଼ଛି ନବୀନଙ୍କ ବିଜେଡି?

ମାର୍ଚ୍ଚ ୫, ୨୦୨୦ରେ ସଂଗଠନ ସଂପାଦକ ଦାୟିତ୍ବ ନେଇଥିଲେ ବବି ଦାସଯୁବ ଓ ଛାତ୍ର ସଂଗଠନ ବେଶ୍ ଆଗରେ, ଦ୍ବନ୍ଦ୍ବରେ ଅଛନ୍ତି ବରିଷ୍ଠଧୀରେ ଧୀରେ ନିଷ୍ପ୍ରଭ ହେଉଛନ୍ତି, ଆଗକୁ ବଢୁଛନ୍ତି ନୂଆ ପିଢିର ନେତାବିଜେପି ନୁହେଁ, ମମତାଙ୍କ ତୃଣମୂଳ ଢାଞ୍ଚାରେ ବିଜେଡି ନିଜକୁ ଗଢ଼ୁଛି ଭୁବନେଶ୍ବର:
Read More...

ପୂର୍ବାନୁମାନ ସତ ହେଲା: ବିଜେଡି ସଗଂଠନ ଭାଗ ଭାଗ ହୋଇପାରେ

ଭୁବନେଶ୍ବର: ଗତବର୍ଷ ମେ' ୨ ତାରିଖରେ ଆରଏନ୍ଏ (ରିପୋର୍ଟସ ନ୍ୟୁଜ ଏଜେନ୍ସି) ପୂର୍ବାନୁମାନ କରିଥିଲା ଯେ ବିଜେଡି ମହିଳା ଭୋଟ ବ୍ୟାଙ୍କ ଉପରେ ଚୋଟ ପକାଇବାକୁ ବିଜେପି ସଜବାଜ ଆରମ୍ଭ କରିଦେଇଛି। ଏହା ପଛର ରହସ୍ୟ ଥିଲା,ସେବେ ଗଜପତି ଜିଲ୍ଲାର ଏସ୍‌ଏଚ୍‌ଜି ନେଇ ହଠାତ୍ ପ୍ରଧାନମନ୍ତ୍ରୀଙ୍କ
Read More...

ବିଜେଡିରେ ପିଢି ବଦଳାଇଦେଲେ ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେବେ ଓଡ଼ିଶା ରାଜନୀତିରେ ପ୍ରବେଶ କଲେ,ସେବେ ତାଙ୍କ ଚାରିପାଖରେ ଯେଉଁ କେତେଜଣ ଦେଖାଯାଉଥିଲେ, ସେମାନେ ହେଲେ ବିଜୟ ମହାପାତ୍ର, ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ରାମକୃଷ୍ଣ ପଟ୍ଟନାୟକ ପ୍ରମୁଖ। ବିଜେଡି ସରକାରକୁ ଆସିବା ବେଳକୁ
Read More...

କେସିଆର୍ ମୁଖ୍ୟମନ୍ତ୍ରୀ ପଦ ଛାଡିବେ!

ବଦଳୁଛି ତେଲେଙ୍ଗାନା ରାଜନୀତି, ୨୦୨୩ରେ କ୍ଷମତା ଦଖଲ ଲାଗି ବିଜେପିର କସରତନୂଆଦିଲ୍ଲୀ ଯାଇ ମୋଦୀଙ୍କୁ ଚେକ୍ ଦେବେ ଚନ୍ଦ୍ରଶେଖର, ପୁଅ କେଟିଆର୍ ପରବର୍ତୀ ମୁଖ୍ୟମନ୍ତ୍ରୀକେଟିଆର୍ ଏବେ ଟିଆର୍‌ଏସ୍ କାର୍ଯ୍ୟକାରୀ ସଭାପତି, ତେଲେଙ୍ଗାନାରେ ସେ ମନ୍ତ୍ରୀ ବି ଅଛନ୍ତିପୌର ନିର୍ବାଚନ ପରେ ଗଣିତ
Read More...

ଓଡ଼ିଶା ରାଜନୀତିକୁ ଫେରିବେ ଧର୍ମେନ୍ଦ୍ର

ଖିଣ୍ଡାରେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚାପର୍ଯ୍ୟବେକ୍ଷକ ମହଲ କହୁଛନ୍ତି, ଜାନକୀବଲ୍ଲଭଙ୍କ ରାସ୍ତାରେ ମୁକୁ ସମ୍ବଲପୁର ଉପରେ ଆଖି, ଦଳ ସଂଖ୍ୟା ପାଇଲେ ରାଜ୍ୟକୁ ଆସିବେ ଭୁବନେଶ୍ବର: ୨୦୨୧ ଆରମ୍ଭରୁ ଓଡ଼ିଶା ରାଜନୀତି ସମୀକରଣ ଦ୍ରୁତ ବଦଳିବାରେ ଲାଗିଛି।
Read More...

ବର୍ଷେ ଆଗରୁ ପଞ୍ଚାୟତ ଦଖଲ ଅଭିଯାନ

ବିକାଶକୁ ଏଜେଣ୍ଡା କରି ନବୀନ ଓହ୍ଲାଇଲେ ମଇଦାନକୁହାତରେ ଧରିଛନ୍ତି ୨୦୮୫ କୋଟି ଓ ୧୦୬ଟି ପ୍ରକଳ୍ପଶହେ ପ୍ରତିଶତ ପଞ୍ଚାୟତ ଦଖଲ ଲାଗି ବିଜେଡିର କସରତକଳାହାଣ୍ଡିରେ ଉତ୍ସବ ଭଳି ପରିବେଶ, ବିଜେଡି ପଶିଗଲା ସବୁ ଘରକୁବିରୋଧୀଙ୍କ ପାଇଁ ଆହ୍ବାନ ବଢ଼ିଲା; ସଂଗଠନ ନାହିଁ କି ଯୋଜନା ବି
Read More...

ବୁମେରାଂ ହେଉଛି ଅପରାଜିତାଙ୍କୁ ମୁକାବିଲା !

ଭୁବନେଶ୍ବର: ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଦେଉଛନ୍ତି। ଆହାର ଯୋଜନା ବି ଜାରି ରହିଛି। ଉଭୟ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କୁ ଯଥେଷ୍ଟ ସଫଳତା ଦେଇଛି। ଏହାକୁ କାଉଣ୍ଟର କରିବା ଲାଗି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଏବେ ରାଜଧାନୀର ରାଜନୈତିକ
Read More...

ଲକ୍ଷ ଲକ୍ଷ କିଲୋମିଟର ଡେଇଁ ଓଡ଼ିଶା ଆସିଲେ

ଏଥର ଚିଲିକାକୁ ଆସିଛନ୍ତି ପୂର୍ବବର୍ଷ ତୁଳନାରେ ଅଧିକ ପ୍ରଜାତିର ପକ୍ଷୀଗତବର୍ଷ ତୁଳନାରେ ଅଧିକ ସଂଖ୍ୟକ ପକ୍ଷୀ ଆସିଥିବା ଗଣତିରୁ ଜଣାପଡ଼ିଲା ଭୁବନେଶ୍ବର: ୬ଟି ପ୍ରଜାତିର ନୂଆ ପକ୍ଷୀ ଆସିଛନ୍ତି ଚିଲିକା। କେବଳ ସେତିକି ନୁହେଁ, ଗତବର୍ଷ ଠାରୁ ଅଧିକ ପକ୍ଷୀ ବି ଆସିଛନ୍ତି। ଚିଲିକା
Read More...

ନୂଆବର୍ଷରେ ଧର୍ମେନ୍ଦ୍ରଙ୍କୁ ବଡ଼ ସ୍ବୀକୃତି

ଓଡ଼ିଶାର ରତ୍ନ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀମ୍ୟାନେଜର ବୋଲି ସଙ୍କେତ ଦେଇ ପରୋକ୍ଷରେ ମର୍ଯ୍ୟାଦା ବଢ଼ାଇଲେ ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ଆଭାସ ମିଳିଛି। ଦୀର୍ଘ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ରାଜନୀତି ପାଇଁ ଏକ
Read More...