ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ
Browsing Category

ରାଜନୀତି

ଦିଲ୍ଲୀରେ ଉଠିବ ଓଡିଶା ଦାବି

ବିଧାନ ପରିଷଦ ବିଲ୍, ମହିଳା ସଂରକ୍ଷଣ ଓ ଅନୂସୂଚିତ ଜନଜାତି ତାଲିକା ଦାବି କରିବ ଓଡ଼ିଶା ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ବିଶ୍ୱାସ ଜିତିବାକୁ ପ୍ରୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।…
Read More...

ଘରେ ପଶିଲାଣି କେନ୍ଦ୍ର ; ବିଜେଡି ସରକାର ଚୁପ୍

ସମବାୟ ରାଜ୍ୟ ବିଷୟ, ଏଥିରେ କେନ୍ଦ୍ର ସରକାରଙ୍କ କାମ କଣ?ସଂଘୀୟ ବ୍ୟବସ୍ଥା ଉଲ୍ଲଂଘନ ପରିସ୍ଥିତିରେ ବିଜେଡି ଚୁପ୍ କାହିଁକି?ଗାଁ ଗାଁରେ ପଶିଯାଇପାରେ ବିଜେପି, କୃଷକ, ଦୁଗ୍ଧ ଚାଷୀଙ୍କୁ ଲକ୍ଷ୍ୟକଂଗ୍ରେସ ନେତାମାନଙ୍କ ମୁହଁ ଖୋଲୁନି, ବାମଦଳ ବି ରାଜ୍ୟରେ ନିରବ ଭୁବନେଶ୍ବର: କେନ୍ଦ୍ର…
Read More...

ଟଳମଳ ହେଲାଣି ୟେଦୁରପ୍ପାଙ୍କ ଗାଦି, ପଦ ଛାଡିବେ

ନୂଆଦିଲ୍ଲୀ: ଯେ କୌଣସି ମୁହୂର୍ତ୍ତରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ବିଏସ୍ ୟେଦୁରପ୍ପା। ଏଭଳି ଏକ ଚର୍ଚ୍ଚା ନୂଆଦିଲ୍ଲୀରେ ଧୀରେ ଧୀରେ ଜୋର ଧରିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ ସମୟରେ ତାଙ୍କୁ ପଦ ଛାଡିବା ଲାଗି ସଙ୍କେତ ଦିଆଯାଇଥିବା କୁହାଯାଉଛି।…
Read More...

ବିଜେଡିରେ ଉତ୍ସାହ: ବଡ ସଫଳତା ପାଇଁ ବଡ କାର୍ଯ୍ୟକ୍ରମ

ଦଳକୁ ୨୫ବର୍ଷ ଛୁଇଁବ, ନବୀନଙ୍କ ରାଜନୀତିକୁ ବିଓଡ଼ିଶା ରାଜନୀତିରେ ଆଞ୍ଚଳିକ ଦଳ ତିଷ୍ଠି ପାରୁନଥିଲାଖୁବ୍ ଶୀଘ୍ର ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ବକୁ ବି ଛୁଇଁବ ୨୫ବର୍ଷତିନିବର୍ଷ ଧରି ପାଳନ କରିବାକୁ ବଡ ଯୋଜନା ଚାଲିଛିସବୁ ରାଜ୍ୟରେ ପହଞ୍ଚିବ ନବୀନଙ୍କ ସଫଳତାର ଗାଥାପ୍ରତି ଘରେ ୨୫ବର୍ଷର ହିସାବ…
Read More...

କଣ୍ଟାକୁ କଣ୍ଟାରେ କାଢିବ ବିଜେଡି

ବିଜେପିର ଚାଷୀ ଆନ୍ଦୋଳନର ଜବାବ ଦେବାକୁ ଚାଷୀ ପ୍ରସଙ୍ଗ ଧରିଲାକେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ୨୦ ତାରିଖରେ ଆନ୍ଦୋଳନ କରିବସବୁ ଏଫ୍‌ସିଆଇ ଗୋଦାମ ଆଗରେ ଧାରଣା ଦେବେ ବିଜେଡି ନେତାମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମୟୀ ମିଶ୍ର ଦେଲେ ସୂଚନା ଭୁବନେଶ୍ବର: ଚାଷୀ ପ୍ରସଙ୍ଗ…
Read More...

ସରକାରଙ୍କ କୋର୍ଟରେ ପଞ୍ଚାୟତ ବଲ୍

ତଥାପି ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଚଳାଇଛନ୍ତି କମିସନ୨୬ ତାରିଖ ସୁଦ୍ଧା ଭୋଟ ବାକ୍ସ ହିସାବ ଦେବାକୁ ଜିଲ୍ଲାପାଳଙ୍କୁ ଚିଠିସରକାରଙ୍କୁ ଡରାଇଲାଣି କରୋନା, ସଂରକ୍ଷଣ ଅଡୁଆ ବି ତୁଟିନି ଭୁବନେଶ୍ବର: ଆସନ୍ତାବର୍ଷ ଅର୍ଥାତ୍ ୨୦୨୦ ମାର୍ଚ୍ଚ ମାସରେ ପଞ୍ଚାୟତ କାର୍ଯ୍ୟକାଳ ସରିବ। ଏହା…
Read More...

ବଦଳିବେ ଓଡ଼ିଶା ପିସିସି ସଭାପତି

ଦିଲ୍ଲୀରୁ ଆସିଲାଣି ସଙ୍କେତ, ରାଜ୍ୟ କଂଗ୍ରେସରେ କମ୍ପନଦୌଡରେ ଶରତ, ତାରା, ମୋକିମ୍, ଭକ୍ତ ପ୍ରମୁଖ ସାମିଲନିରଞ୍ଜନଙ୍କ ବି ଚାହୁଁନାହାନ୍ତି ସଭାପତି ପଦ ହାତରୁ ଯାଉ ବିଶ୍ବାଳ ପରିବାର ସପକ୍ଷରେ ଗୋଟିଏ ବଡ ଗୋଷ୍ଠୀର ମତ ଭୁବନେଶ୍ବର: ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ…
Read More...

ନୂଆ ଅଭିଯାନରେ ବାହାରୁଛନ୍ତି ମମତା ବାନାର୍ଜୀ

ନିର୍ବାଚନ ପରେ ପ୍ରଥମ ଥର ନୂଆଦିଲ୍ଲୀ ଯାଉଛନ୍ତି ମମତାପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କୌଣସି କାର୍ଯ୍ୟକ୍ରମ ନାହିଁସୋନିଆ, ପାଓ୍ବାର, କେଜ୍ରିଓ୍ବାଲ, ଅଖିଳେଶଙ୍କୁ ଭେଟିବେ୨୫ ତାରିଖରେ ସେ ଦିଲ୍ଲୀ ଯିବେ, ରାତିରେ ରହିବେ କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ…
Read More...

୬ ଘଣ୍ଟିଆ ଓଡିଶା ବନ୍ଦ

ଭୁବନେଶ୍ବର: ତୈଳ ଦର ବୃଦ୍ଧି ସାଂଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ବାମଦଳ। ଆଜି ବାମଦଳ ସିପିଆଇ, ସିପିଆଇଏମ, ସିପିଆଇଏମଏଲ ଏବଂ ଫରଓ୍ୱାର୍ଡ଼ ବ୍ଳକ୍ ପକ୍ଷରୁ ପକ୍ଷରୁ ଓଡିଶା ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା…
Read More...

ମନ୍ତ୍ରୀ ନବ ଦାସଙ୍କୁ ଚାରିଖୁଣ ମାଫ୍!

ଯିଏ ପ୍ରଦର୍ଶନ ନ କରିବେ, ତାଙ୍କର ମନ୍ତ୍ରିମଣ୍ଡଳରେ ସ୍ଥାନ ନାହିଁ: ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀସରକାରଙ୍କ ସ୍କାନରରେ ନାହିଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ, କୋଭିଡରେ ପୋକମାଛି ଭଳ ଲୋକ ମଲେ, ନବ ବେଫିକର ଭୁବନେଶ୍ବର: କୋଭିଡ୍ ମୁକାବିଲାରେ କେନ୍ଦ୍ର…
Read More...