Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Browsing Category
ରାଜନୀତି
ପୁଣି ସାମ୍ ପିଟ୍ରୋଡା ହେଲେ କଂଗ୍ରେସ ଓଭରସିଜ୍ର ଅଧ୍ୟକ୍ଷ
ନୂଆଦିଲ୍ଲୀ: ସାମ୍ ପିଟ୍ରୋଡାଙ୍କୁ ପୁଣି କଂଗ୍ରେସ ଓଭରସିଜ୍ ଅଧ୍ୟକ୍ଷ ଦାୟିତ୍ୱ। ପିଟ୍ରୋଡାଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। କିଛି ସପ୍ତାହ ତଳେ ବର୍ଣ୍ଣ ବୈଷମ୍ୟ ମନ୍ତବ୍ୟକୁ ନେଇ ତାଙ୍କୁ ଏହି ପଦବୀରୁ ସେ ଇସ୍ତଫା ଦେଇଥିଲେ। ଦେଶରେ ନିର୍ବାଚନୀ ମାହୋଲ ସରଗରମ ଥିବା!-->…
Read More...
Read More...
ପୁଣି ଥରେ ବାଚସ୍ପତି ହେଲେ ଓମ ବିର୍ଲା
ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ଓମ ବିର୍ଲା ପୁଣି ଥରେ ବାଚସ୍ପତି। ବାଚନିକ ଭୋଟରେ ଓମ ବିର୍ଲା ନୂଆ ବାଚସ୍ପତି ଚୟନ ହେଲେ। ଅଷ୍ଟାଦଶ ଲୋକସଭାରେ ବାଚସ୍ପତି ଦାୟିତ୍ବ ତୁଲାଇବେ ଓମ ବିର୍ଲା। ଏହା ପୂର୍ବରୁ ବି ସେ ଲୋକସଭା ବାଚସ୍ପତି ଥିଲେ।
ଓମ୍ ବିର୍ଲା ଦ୍ୱିତୀୟ ଥର ପାଇଁ ବାଚସ୍ପତି!-->!-->!-->…
Read More...
Read More...
ବିରୋଧୀ ଦଳର ନେତା ହେଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ପ୍ରାୟ ୧୦ ବର୍ଷ ପରେ ଲୋକ ସଭାକୁ ବିରୋଧୀ ଦଳ ନେତା ମିଳିଛି। ୟୁପିର ରାୟବରେଲି ସାଂସଦ ବିରୋଧୀ ଦଳର ନେତା ହୋଇଛନ୍ତି ବୋଲି କଂଗ୍ରେସ ନେତା କେ.ସି ଭେନୁଗୋପାଳ ସୂଚନା ଦେଇଛନ୍ତି। ସବୁ କଳ୍ପନା!-->…
Read More...
Read More...
ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ
ନୂଆଦିଲ୍ଲୀ: ବୁଧବାର ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ସ୍ୱାଧୀନତା ପରେ ଦେଶରେ ଏହା ପ୍ରଥମ ଥର ହେବ ଯେତେବେଳେ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଶାସକ ଦଳ ଏବଂ ବିରୋଧୀଙ୍କ ସହମତି ଅନୁଯାୟୀ ବାଚସ୍ପତି ନିର୍ବାଚିତ ହେଉଥିଲେ। କିନ୍ତୁ ଏଥର!-->…
Read More...
Read More...
ଶପଥ ନେଲେ ଓଡିଶା ସାଂସଦ
ନୂଆଦିଲ୍ଲୀ: ଶପଥ ନେଇଛନ୍ତି ନବ ନିର୍ବାଚିତ ସାଂସଦ। ଅଷ୍ଟାଦଶ ଲୋକସଭାର ଆଜି ଦ୍ଵିତୀୟ କାର୍ଯ୍ୟ ଦିବସ। ଉଦଘାଟନୀ ଦିବସରେ ୨୮୦ ନବନିର୍ବାଚିତ ସାଂସଦ ଶପଥ ଗ୍ରହଣ କରିଥିବା ବେଳେ ଆଜି ଅବଶିଷ୍ଟ ୨୬୪ ସାଂସଦ ଶପଥ ପାଠ କରୁଛନ୍ତି। ଓଡିଶାର ୨୧ ସାଂସଦଙ୍କ ମଧ୍ୟରୁ ଅଧିବେଶର ପ୍ରଥମ ଦିନରେ ଦୁଇ!-->…
Read More...
Read More...
ମୁଖ୍ୟମନ୍ତ୍ରୀ ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ : ପ୍ରତାପ କେଶରୀ ଦେବ
ଭୁବନେଶ୍ବର: କେନ୍ଦୁଝର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ଜନସଭାକୁ ସମ୍ବୋଧିତ କରି ରଖିଥିବା ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ତୁମ୍ବିତୋଫାନ ହୋଇଛି। ବିରୋଧୀ ଦଳରେ ଥିବାବେଳେ ତାଙ୍କୁ ଶାସକ ଦଳ ଶଙ୍ଖ ଧରିବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇଥିବା ଅଭିଯୋଗ କରିଛନ୍ତି!-->…
Read More...
Read More...
ବିଜେଡି ଇତିହାସରେ ପ୍ରଥମ : ଲୋକ ସଭାରେ ନାହାନ୍ତି କେହି ସଦସ୍ୟ
ଭୁବନେଶ୍ବର: ଲୋକ ସଭାର ୧୮ତମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ନବନିର୍ବାଚିତ ଏମ୍ପି ମାନେ ଶପଥ ଗ୍ରହଣ କରୁଛନ୍ତି। ହେଲେ ବିଜୁ ଜନତା ଦଳର ଇତିହାସରେ ପ୍ରଥମ କରି ଏକ ଘଟଣା ଘଟିଛି। ଲୋକ ସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ କାରଣରୁ ଆଜିର ଲୋକ ସଭା ଅଧିବେଶନରେ ବିଜେଡିର କେହି!-->…
Read More...
Read More...
ରୁଙ୍ଗଟା ମାଇନ୍ସରେ ଲୁହା ପ୍ଲେଟ ଖସି ୨ ମୃତ୍ୟୁ, ୩ ଗୁରୁତର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରୁଙ୍ଗଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନାରେ ଅଘଟଣ। ଲୁହା ପ୍ଲେଟ ତଳେ ଚାପି ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ରହିଥିବା ସୂଚନା ମିଳିଛି। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଅନୁଗୋଳ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ!-->…
Read More...
Read More...
ଶପଥ ନେଲେ ନବନିର୍ବାଚିତ ସାଂସଦଗଣ
ନୂଆଦିଲ୍ଲୀ: ୧୮ତମ ଲୋକସଭାର ଉଦଘାଟନୀ ଅଧିବେଶନ ଆରମ୍ଭ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦମାନେ ଶପଥ ଗ୍ରହଣ କରିଛନ୍ତି । କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥ ପାଠ କରାଇଛନ୍ତି ।
!-->!-->…
Read More...
Read More...
ରାଜ୍ୟରେ ୫ ଲକ୍ଷ ଲୋକଙ୍କୁ ମିଳିବ ନୂଆ ଘର
ଭୁବନେଶ୍ୱର: ଓଡ଼ିଶାରେ କ୍ଷମତାକୁ ଆସୁଆସୁ ୧୦୦ଦିନ ଭିତରେ ସୁଭଦ୍ରା ଯୋଜନା ଲାଗୁ କରିବାକୁ ନିର୍ଦ୍ଦେଶ ଦେବା ସହିତ ପିଏମ କିଷାନ ନିଧିରେ କୃଷକଙ୍କୁ କିସ୍ତିରେ ଟଙ୍କା ପଠାଇଛନ୍ତି। ଏହି ୧୦୦ ଦିନ ଭିତରେ ରାଜ୍ୟର ହଜାର ହଜାର ମହିଳା ୫୦ହଜାର ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା!-->…
Read More...
Read More...