Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ସାମାଜିକ
ଭଲ କାମ କଲେ ବୋଲି ସାବାସୀ
ପୁଲିସର ମାନବିକତା ଓ ସଂଯମତାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, କହିଲେ ଜାରି ରଖଥାନାରେ ଅଧିକ କର୍ମଚାରୀ ମୁତୟନ ପାଇଁ ୧୫ ଦିନ ମଧ୍ୟରେ ପ୍ରସ୍ତାବ ଦେବେ
ଭୁବନେଶ୍ବର: ଥାନା ମାନଙ୍କରେ ଲୋକମାନେ ଯେଭଳି ଉତ୍ତମ ସେବା ପାଇପାରିବେ, ତାକୁ ଦୃଷ୍ଟିରେ ରଖି ଅଧିକ କର୍ମଚାରୀ ମୁତୟନ ହେବା!-->!-->!-->…
Read More...
Read More...
ପ୍ଲେଗରୁ କରୋନା ଯାଏ…
ମୁମ୍ବାଇ ପାଇଁ କେତେ ଘାତକ ହୋଇପାରେ ମହାମାରୀ
ମୁମ୍ବାଇ: ମୁମ୍ବାଇକୁ ଦେଶର ଅର୍ଥନୈତିକ ରାଜଧାନୀ କୁହାଯାଏ। ଯେଉଁଠାରେ ୧୮୯୬ ମସିହାରେ ଜଳ ଜାହାଜ ଦ୍ୱାରା ମହାମାରୀ ଆରମ୍ଭ ହୋଇଥିଲା। ଆଜି ମୁମ୍ବାଇ ବିଶ୍ୱରେ କରୋନା ଜୀବାଣୁ ମହାମାରୀର ସମ୍ମୁଖୀନ ହୋଇଛି। ଏଠାରେ ରୋଗୀ ଏବଂ ମୃତ୍ୟୁ!-->!-->!-->…
Read More...
Read More...
ଚଳିତ ବର୍ଷ ଭଲ ବର୍ଷା!
ଆରବ ସାଗରରେ ଆସୁଥିବା ଭୀଷଣ ବାତ୍ୟା ମହାରାଷ୍ଟ୍ରରେ ସ୍ଥଳଭାଗ ଛୁଇଁବଚଳିତବର୍ଷ ସ୍ବାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ଅଧିକ ବୋଲି ପୂର୍ବାନୁମାନଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିବ, ୧୦ ପରେ ବଢିପାରେ ବର୍ଷା
ଭୁବନେଶ୍ବର (ସାର୍ଥକ ମିଶ୍ର): ଭାରତ ଭୂଖଣ୍ଡ ଛୁଇଁଲା ଦକ୍ଷିଣ ପଶ୍ଚିମ!-->!-->!-->…
Read More...
Read More...
ପଶ୍ଚିମ ଓଡ଼ିଶାକୁ ଭୟ ବଢ଼ିଲା
ଭୁବନେଶ୍ବର: ଶେଷରେ ଛତିଶଗଡ଼ରେ ପଙ୍ଗପାଳ ପହଞ୍ଚିଥିବା ଖବର ଆସିଛି। ଛତିଶଗଡ଼ ସୀମାନ୍ତ କୋରିଆ ଜିଲ୍ଲାରେ ଲୋକେ ପଙ୍ଗପାଳ ଦେଖିବା ପରେ ଭୀତତ୍ରସ୍ତ ହୋଇପଡିଛନ୍ତି। କେବଳ ସେତିକି ନୁହେଁ, ପଶ୍ଚିମ ଓଡ଼ିଶାକୁ ପଙ୍ଗପାଳ ମାଡ଼ି ଆସିପାରନ୍ତି ବୋଲି ଯେଉଁ ପୂର୍ବାନୁମାନ ହେଉଥିଲା, ତାହାକୁ!-->…
Read More...
Read More...
କୃଷିବିଭାଗ ବାବୁଙ୍କୁ ସଦର ମହକୁମା ଛାଡ଼ିବା ମନା
ଖରିଫ ଚାଷ ପରିପ୍ରେକ୍ଷୀରେ କୃଷିବିଭାଗର ବରିଷ୍ଠ ଅଧିକାରୀଙ୍କ ବୈଠକବିଭାଗର ଅଧିକାରୀମାନଙ୍କୁ କଡ଼ା ତାଗିଦ କଲେ ମନ୍ତ୍ରୀ ଅରୁଣ ସାହୁ ବିହନ ଓ ସାର ଯୋଗାଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ଖିଲାପକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ
ଭୁବନେଶ୍ୱର: ଚଳିତ ଖରିଫରେ!-->!-->!-->…
Read More...
Read More...
ଏବେ ବସ, ଅଟୋ, ଟ୍ୟାକ୍ସି ଚଳାଚଳ କରିବ
ଆସନ୍ତାକାଲି ଠାରୁ ବିମାନ ଚଳାଚଳ ଆରମ୍ଭ ହେବ।
ଭୁବନେଶ୍ବର: ରାଜ୍ୟ ସରକାର ଆଜି ଲକଡାଉନ୍ ୪ରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠାରୁ ଆନ୍ତଃଜିଲ୍ଲା ବସ ଓ ସିଟି ବସ ଚଳାଚଳକୁ ହଁ କରିଛନ୍ତି। ସେହିଭଳି ଓଲା, ଉବେର ଓ ଅଟୋ ଯାତାୟତକୁ ବି ସରକାର ସର୍ତ ମୂଳକ ଅନୁମତି!-->!-->!-->!-->!-->…
Read More...
Read More...
ଆଜି ନବୀନ, କାଲି ମୋଦୀ ଦେଖିବେ ‘ଅମ୍ଫାନ୍’ କ୍ଷତି
ଓଡ଼ିଶା ବାତ୍ୟା ମୁକାବିଲାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀଆସନ୍ତାକାଲି ସୁଦ୍ଧା ସ୍ଥିତି ସ୍ବାଭାବିକ, ୧୦ ବ୍ଲକରେ କ୍ଷତି ଘଟାଇଲା ବାତ୍ୟାପାଖାପାଖି ୧୫ହଜାରରୁ ଅଧିକ ଘର ଭାଙ୍ଗି ନଷ୍ଟ ହୋଇଛି୪୫ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ପ୍ରାରମ୍ଭିକ ସୂଚନା
ଭୁବନେଶ୍ବର: ମହାବାତ୍ୟା!-->!-->!-->…
Read More...
Read More...
ଆରମ୍ଭ ହେଲା ବର୍ଷା, କାଲି ବଡ଼ ପବନ
ଅତି ତୀବ୍ର ସାମୁଦ୍ରିକ ଝଡ଼ ରୂପ ଧରି ଆଗକୁ ବଢୁଛି ଅମ୍ଫାନ୍ଦୁର୍ବଳ ହୋଇଛି, ବୁଧବାର ଅପରାହ୍ନ ୪ଟାରେ ସ୍ଥଳଭାଗ ଛୁଇଁବଉପକୂଳ ଜିଲ୍ଲାମାନଙ୍କରେ ବର୍ଷା ଆରମ୍ଭ, କାଲି ସକାଳୁ ପବନ ବଢି଼ବରାଜ୍ୟ ସରକାର ପ୍ରସ୍ତୁତି, ନବୀନଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଶାହ
ଭୁବନେଶ୍ବର: ଆକାଶରେ!-->!-->!-->…
Read More...
Read More...
ବଡ଼ ଦେଉଳରୁ ଆସିଲା କି ବଡ଼ ସଙ୍କେତ!
ଫନି ପୂର୍ବରୁ ଉଡ଼ିଯାଇଥିଲା ମହାପ୍ରଭୁଙ୍କ ନୀଳଚକ୍ରରୁ ବାନାଅମ୍ଫନ ପୂର୍ବରୁ ପୁଣି ନୀଳଚକ୍ରରୁ ବାନା ଉଡ଼ିଗଲା କାହିଁକି? ୨୧ବର୍ଷ ପରେ ମହାବାତ୍ୟା ଜାଣିଲା ରାଜ୍ୟ ଉପକୂଳ, ହେଲେ ଏଥର ସମୁଦ୍ର ଭିତରେପ୍ରଭାବକୁ ନେଇ କଳ୍ପନାଜଳ୍ପନା ଆରମ୍ଭ, ଉତ୍ତର ଓଡ଼ିଶାକୁ ବଡ଼ ବିପଦବାଲେଶ୍ବର, ଭଦ୍ରକ,!-->!-->!-->…
Read More...
Read More...
ଅମ୍ଫାନ୍ ବିଶାଳ ଶରୀର ଧରି ଆଗଉଛି
ଉତ୍ତର ଓଡ଼ିଶାକୁ ବିପଦ ବଢୁଛି, ପବନର ବେଗ ୧୩୫ କିମି ଯାଏ ଘଣ୍ଟାପ୍ରତି ଛୁଇଁପାରେଅଧିକ ଶକ୍ତିଶାଳୀ ହେଉଛି, ଓଡ଼ିଶା ଉପକୂଳରେ ଘଷି ହୋଇଯିବା ଆଶଙ୍କା ବଢିଲା
ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ବାତ୍ୟା "ଅମ୍ଫାନ୍" ଶେଷ ୬ ଘଣ୍ଟା ରେ ୬ କିମି ବେଗରେ ଉତ୍ତର!-->!-->!-->…
Read More...
Read More...