Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ସାମାଜିକ
କାହିଁକି ମୋଦୀଙ୍କ ନଜରରେ ଧର୍ମେନ୍ଦ୍ର ବଡ଼?
ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ପରେ ସହଯୋଗର ହାତ ବଢାଇଲା ଭାରତୀୟ ଇସ୍ପାତ କ୍ଷେତ୍ର ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଇସ୍ପାତ୍ କ୍ଷେତ୍ର ଏବଂ କର୍ମଚାରୀ ଦାନ କଲେ ୫୧୫ କୋଟି ପୂର୍ବରୁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ମଚାରୀ ୧୦୯୨ କୋଟି ଟଙ୍କା ଦାନ କରିଥିଲେ
!-->!-->!-->!-->!-->…
Read More...
Read More...
ନିଜାମୁଦ୍ଦିନ୍ ସଭା ଫେରନ୍ତାଙ୍କୁ ଖୋଜୁଛି ଓଡ଼ିଶା ପୁଲିସ
ଭୁବନେଶ୍ବର: ଦିଲ୍ଲୀ ନିଜାମୁଦ୍ଦିନ୍ ସଭାରେ ଯୋଗଦେଇ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଖୋଜି କ୍ବାରାଣ୍ଟିନରେ ରଖିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ!-->…
Read More...
Read More...
ମନରେଗା ମଜୁରି ମୁଣ୍ଡପିଛା ୨୦ ଟଙ୍କା ବଢିଲା
ବିଭିନ୍ନ ରାଜ୍ୟକୁ କେନ୍ଦ୍ର ଦେଲା ୪୪୩୧ କୋଟି ଟଙ୍କା
ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ସଂକଟ କାଳରେ ଶ୍ରମଜୀବୀମାନଙ୍କୁ କାମ ଯୋଗାଇବା ଏବଂ ସେମାନଙ୍କୁ ଅଧିକ ବେତନ!-->!-->!-->…
Read More...
Read More...
କରୋନା ପାଇଁ ହାତଖୋଲିଦେଲେ ଧର୍ମେନ୍ଦ୍ର
ଏଲପିଜି ବିତରଣ ସହ ସଂପୃକ୍ତ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଲେ ୫ ଲକ୍ଷ ସହାୟତାସୋ-ରୁମ ଷ୍ଟାଫ୍, ଗୋଦାମ କିପର, ମେକାନିକ୍ ଓ ଡେଲିଭରି ବୟଙ୍କ ମୃତ୍ୟୁରେ ମିଳିବ ଟଙ୍କାଇଣ୍ଡିଆନ ଅଏଲ, ବିପିସିଏଲ ଏବଂ ଏଚପିସିଏଲ ଦ୍ୱାରା ନିଆଯାଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ ତୈଳ କମ୍ପାନୀ ଗୁଡିକର!-->…
Read More...
Read More...
ବରଦାସ୍ତ ନ କରିବାକୁ ନିର୍ଦେଶ ଦେଲା କେନ୍ଦ୍ର
ସହରାଂଚଳରେ ଜନସାଧାରଣଙ୍କ ଚଳପ୍ରଚଳ ବନ୍ଦକୁ ସୁନିଶ୍ଚିତଲାଗି ରାଜ୍ୟଗୁଡିକୁ ନିର୍ଦ୍ଦେଶବାହାର ରାଜ୍ୟର ଶ୍ରମିକଙ୍କ ପାଇଁ ସମୟୋଚିତ ମଜୁରି ପ୍ରଦାନ ପାଇଁ ବ୍ୟବସ୍ଥାଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଘର ଛାଡିବା ଲାଗି କହୁଥିବା ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିୟମାବଳୀର ଉଲଘଂନ!-->…
Read More...
Read More...
ଲକ୍ଡାଉନରୁ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ବାଦ୍
ଖାଦ୍ୟଶସ୍ୟର ଉପଲବ୍ଧତା ସୁନିଶ୍ଚିତ ହେବ, ବାଧାମୁକ୍ତ ଭାବେ ଜାରି ରହିବ କୃଷି କାର୍ଯ୍ୟରଖି ବିପର୍ଯ୍ୟୟ ପରିଚାଳନା ଆଇନ ଅନ୍ତର୍ଗତ ଜାରି ନିର୍ଦ୍ଦେଶନାମାରେ ସଂଶୋଧନ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଚାଷୀଙ୍କୁ ବଡ଼ ଲାଭ
!-->!-->!-->!-->!-->…
Read More...
Read More...
ଚିନ୍ତା ବଢାଇଲେଣି ରାଜ୍ୟ ବାହାରେ ରହୁଥିବା ଓଡ଼ିଆ
ଭୁବନେଶ୍ବର: ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହେଲେଣି। କରୋନା ଲକ୍ ଡାଉନ୍ ପରେ ସେମାନେ କାମଧନ୍ଦା ହରାଇବା ପରେ ଏବେ ସେସବୁ ଅଞ୍ଚଳରେ ରହିବା ମୁସ୍କିଲ୍ ହୋଇପଡିଛି। ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!-->…
Read More...
Read More...
ଗରିବଙ୍କ ପେଟ ଚିହ୍ନିଲେ ନବୀନ
ଭୁବନେଶ୍ବର: ଗୋଟିଏ ପଟେ କରୋନା ତୃତୀୟ ପର୍ଯ୍ୟାୟକୁ ଚାଲିଯାଇଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଥିବା ବେଳେ ଅନ୍ୟପଟେ ସରକାର ଲକ୍ ଡାଉନ୍ ବ୍ୟବସ୍ଥାକୁ ଅଧିକ କଡା଼କଡି କରିବା ଆରମ୍ବ କରିଛନ୍ତି। ଏହି କ୍ରମରେ ଗରିବଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ!-->…
Read More...
Read More...
ଓଡ଼ିଶାକୁ ୧୮୦କୋଟିର ଅତିରିକ୍ତ ସହାୟତା
୮ଟି ରାଜ୍ୟପାଇଁ ୫୭୫୧.୨୭ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦେଶର ୮ଟି ରାଜ୍ୟ ପାଇଁ ୫୭୫୧କୋଟି ୨୭ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ରାଶି ଅନୁମୋଦନ କରିଛି। ବନ୍ୟା,!-->!-->!-->…
Read More...
Read More...
କରୋନା ପାଇଁ ନବୀନଙ୍କ ୨୨୦୦ କୋଟିର ପ୍ୟାକେଜ ଘୋଷଣା
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ଆଜି କରୋନା ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି। ଗତକାଲି ସ୍ବତନ୍ତ୍ର କୋଭିଡ୍ ମେଡିକାଲ ପରେ ଆଜି ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଏକ ବଡ଼!-->…
Read More...
Read More...