ପ୍ରମୁଖ ଖବର

ଅଗଷ୍ଟ ୧ରୁ ବଦଳିବ ସ୍ପିଡ୍ ପୋଷ୍ଟ ନିୟମ, ଜାଣନ୍ତୁ କଣ ହେବ ପରିବର୍ତ୍ତନ
ରାଜ୍ୟସଭାରେ ପାସ୍ ହେଲା ଆଣ୍ଟି-ପେପର ଲିକ୍ ବିଲ୍, କଠୋର ଦଣ୍ଡବିଧାନକୁ ମଞ୍ଜୁରି
ଇଣ୍ଡିଆନ୍ ଆଇଡଲ୍-୧୬ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା
ସୋମେଶ କୁମାର ଉପାଧ୍ୟାୟ ହେଲେ ଭଦ୍ରକର ନୂତନ ଜିଲ୍ଲାପାଳ
ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ଲକ୍ଷ୍ୟ
ଜୁଲାଇ ୩୧ ପର୍ଯ୍ୟନ୍ତ ଖୋର୍ଦ୍ଧାର ସମସ୍ତ ସ୍କୁଲ ଛୁଟି
ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ୨୮ ମୃତ, ୬୨ ଆହତ
ଇଥାନଲ୍ ବିବାଦ: ୧୧ କୋଟିର ମାନହାନି ମାମଲା କଲେ ନିତିନ୍ ଗଡ଼କରୀ
Browsing Category

ସାମାଜିକ

ଗୋଟିଏ ଫଟୋ, ଅନେକ ବାର୍ତା

ଭୁବନେଶ୍ବର: ମାରାତ୍ମକ କରୋନା ଜନିତ ଲକ୍‌ଡାଉନ୍ କେଉଁଠି ନା କେଉଁଠି ମାନସିକ ଚାପ ବଢ଼ାଇ ଦେଇପାରେ। କାରଣ ସାଧାରଣ ଜୀବନ ଠାରୁ ଏହି ସମୟ ଟିକିଏ ଅଲଗା। ହାତ ଗଣତି କିଛି ବ୍ୟକ୍ତିଙ୍କୁ ଛାଡ଼ିଦେଲେ, ଆମ ଆଖପାଖରେ ଥିବା କୌଣସି ବି ମଣିଷ ଏଭଳି ସମୟ ପୂର୍ବରୁ କେବେ ଅନୁଭବ କରିନଥାଇ
Read More...

୮୦% ସଂକ୍ରମିତଙ୍କ ପାଖେ ଲକ୍ଷଣ ନାହିଁ

ଭୁବନେଶ୍ବର: ରାଜ୍ୟରେ ଯେତେ ଲୋକ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ଠାରେ କରୋନା ନେଇ କୁହାଯାଉଥିବା କୌଣସି ଲକ୍ଷଣ ନାହିଁ। ଆଜି ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ ଏଭଳି ସୂଚନା ଦେଇଛନ୍ତି। ଆଜି ଗଣମାଧ୍ୟମକୁ ଶ୍ରୀମତୀ ପଣ୍ଡିତ କହିଥିଲେ ଯେ
Read More...

କରୋନା: ନବୀନ, ମହିଳା ଅଧିକାରୀ ଓ ମାଆମାନେ…

ପ୍ରତି ଘରେ କରୋନା ନେତୃତ୍ବ ନେଉଛନ୍ତି ମହିଳା ସୁଜାତା, ଶାଳିନୀ, ଅନୁ, ସଂଘମିତ୍ରା ଓ ସାଗରିକାମାନେସରକାରର ପ୍ରମୁଖ ସ୍ଥାନରେ ମହିଳା ଆଗରେ ଅଛନ୍ତିକେନ୍ଦ୍ର ଅର୍ଥ ବ୍ୟବସ୍ଥାର ତଦାରଖ କରୁଛନ୍ତି ନିର୍ମଳାବିମଳା, ଭୁବନେଶ୍ବରୀ, ବିରଜା ବି ନେଉଛନ୍ତି ନେତୃତ୍ବ ଭୁବନେଶ୍ବର: ମାରାତ୍ମକ
Read More...

ନବୀନଙ୍କ ଆଖିରେ ଲୋକଙ୍କ ଜୀବନ ବଡ଼; ଲକ୍ ଡାଉନ ସମୟ ସୀମା ବଢିଲା

ଅର୍ଥନୀତି ଓ ମଣିଷ ଜୀବନ ମଧ୍ୟରୁ ମୁଁ ମଣିଷ ଜୀବନକୁ ଗୁରୁତ୍ବ ଦେଉଛି: ନବୀନଲକଡାଉନ ସମୟ ସୀମା ୩୦ଯାଏ ବଢିଲା, ଜୁନ୍ ୧୭ ଯାଏ ଶିକ୍ଷାନୁଷ୍ଠାନ ବନ୍ଦସାମାଜିକ ଦୂରତ୍ବ ରକ୍ଷା କରି ମନରେଗା ଓ କୃଷି କାର୍ଯ୍ୟ ଜାରି ରହିବଅତ୍ୟାବଶ୍ୟକ ମାଲ ପରିବହନରେ କୌଣସି ଅସୁବିଧା ହେବ ନାହିଁଆମେରିକାର ଚିତ୍ର
Read More...

ଗୋଟିଏ ଫୋନରେ ଚିକିତ୍ସା ସେବା

ଭୁବନେଶ୍ବର: କରୋନାକୁ ଡରି ଲୋକେ ସାଧାରଣ ଡାକ୍ତରଖାନାକୁ ଯାଉନଥିବା କାରଣକୁ ନେଇ ରାଜ୍ୟ ସରକାର ଉଦବେଗ ପ୍ରକାଶ କରିବା ସହିତ ଆଜି ପୂର୍ବାହ୍ନରେ ସ୍ବାସ୍ଥ୍ୟ ସଚିବ ସ୍ପଷ୍ଟ କରିଥିଲେ ଯେ କୌଣସି କୋଭିଡ-୧୯ ରୋଗୀଙ୍କୁ ସାଧାରଣ ଡାକ୍ତରଖାନାରେ ରଖାଯାଉନାହିଁ। ଏହାର କେଇ ଘଣ୍ଟା ବିତିନି,
Read More...

ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ

ଭୁବନେଶ୍ବରରେ ପୁଣି ଜଣେ କରୋନା ସଂକ୍ରମିତ ସୂଚନା ଭୁବନେଶ୍ବର: ଓଡ଼ିଶାରେ କରୋନା ସଂକ୍ରମିତ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏ ନେଇ ଆଜି ସ୍ବାସ୍ଥ୍ୟ ବିଭାଗ ଟ୍ବିଟ୍ କରି ଜଣାଇଛି। ବିଭାଗ କହିଛି ଯେ ସଂପୃକ୍ତ ବ୍ୟକ୍ତିଙ୍କ ବୟସ ୭୨ ବର୍ଷ ହୋଇଥିଲା ଓ ତାଙ୍କ ଘର ଭୁବନେଶ୍ବର
Read More...

ଦେଶକୁ ରାସ୍ତା ଦେଖାଇଲେ ନବୀନ

ସମ୍ ହସ୍ପିଟାଲ ସହଯୋଗରେ ତୃତୀୟ କୋଭିଡ୍ ହସ୍ପିଟାଲ ଲୋକାର୍ପିତଏମସିଏଲ୍ ସହାୟତା ଦେଲା, ଧର୍ମେନ୍ଦ୍ର ଓ ପ୍ରହଲ୍ଲାଦ ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାଅନୁଗୁଳ ଓ କେନ୍ଦ୍ରାପଡାରେ ସମ୍ ହସ୍ପିଟାଲ ସହାୟତାରେ ହେବ ନୂଆ କୋଭିଡ୍ ହସ୍ପିଟାଲଏବେ ୧୩୫୦ ଶଯ୍ୟା ପ୍ରସ୍ତୁତ, ପୃଥକାବାସ
Read More...

ରାଜଧାନୀରେ ଦିନକରେ ୧୮ ପଜିଟିଭ୍

ଭୁବନେଶ୍ବର: ଗୋଟିଏ ଦିନରେ ରାଜଧାନୀରେ ପୂରା ୧୮ଜଣଙ୍କ ଠାରେ କରୋନା ଭୁତାଣୁ ଠାବ ହୋଇଛି। ସ୍ବାସ୍ଥ୍ୟ ବିଭାଗ ଅପରାହ୍ନରେ ଜଣାଇଥିଲା ଯେ ଭୁବନେଶ୍ବର କପିଳପ୍ରସାଦ ଓ ବମିଖାଲରେ ଗୋଟିଏ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛି। ତଦନୁଯାୟୀ ସଂପୃକ୍ତ ଅଞ୍ଚଳକୁ ହଟ ସ୍ପଟ୍ ଭାବେ ଘୋଷଣା
Read More...

ସଟଡାଉନ ବଢିବନି: ବାହାରକୁ ଯାଆନ୍ତୁନି, କରୋନା ଆଣନ୍ତୁନି

ଭୁବନେଶ୍ବର, କଟକ, ଭଦ୍ରକରେ ବଢିବନି ସଟଡାଉନ ସମୟସୀମାସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟସଚିବ ଦେଲେ ସୂଚନାରାତି ୮ଟା ପରେ ତରବର ହୋଇ ବଜାରକୁ ନ ଯିବାକୁ ଅନୁରୋଧଭିଡ କଲେ, ପ୍ରଶାସନ ଓ ପୁଲିସ କଠୋର ପଦକ୍ଷେପ ନେଇପାରନ୍ତିସଟଡାଉନ ଠାରୁ ଆହୁରି କଠୋର ପଦକ୍ଷେପ ନେବାକୁ
Read More...

ବଡ଼ ଖବର ସାମ୍ନାକୁ ଆଣିଲେ ବିଏମସି କମିସନର

ଭୁବନେଶ୍ବର: ସ୍ଥାନୀୟ ସୂର୍ଯ୍ୟନଗର ଅଞ୍ଚଳରେ ବାହାରିଥିବା କରୋନା ସଂକ୍ରମିତଙ୍କୁ ନେଇ ଯେତେ ଆଶଙ୍କା ପ୍ରକାଶ ପାଉଥିଲା, ତାହାର ଆପାତତଃ ପୂର୍ଣ୍ଣଛେଦ ପଡିଛି। ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ଉଭୟ ସୂର୍ଯ୍ୟନଗର ଓ ଓ
Read More...