Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ
Browsing Category
Today’s Highlight
ବୀମା ନଥିଲେ ପେଟ୍ରୋଲ ନାହିଁ:
ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନୂଆଦିଲ୍ଲୀ: ବୈଧ ତୃତୀୟ ପକ୍ଷ ବୀମା ନଥିବା ଗାଡ଼ିକୁ ପେଟ୍ରୋଲ ପମ୍ପରେ ତେଲ ନଦେବା ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ ପୁଣିଥରେ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ପାଇଲଟ୍!-->…
Read More...
Read More...
ନାମ ପରିବର୍ତ୍ତନ ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ,କେରଳର ନୂଆ ନାମ ‘କେରଳମ୍’
କେରଳର ନାମ ପରିବର୍ତ୍ତନ ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରି ଦେଇଛନ୍ତି। ଏହା ସହିତ ବିଲ୍ଟି ଆଇନରେ ପରିଣତ ହୋଇଛି। ଏଣିକି କେରଳର ଆଧିକାରିକ ନାମ ‘କେରଳମ୍’ ହେବ।ଗତ ୧୧ ତାରିଖରେ କେରଳ ନାମ ପରିବର୍ତ୍ତନ ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଏହାର ଦିନକ ପରେ ରାଜ୍ୟସଭା ମଧ୍ୟ!-->…
Read More...
Read More...
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା
ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ରନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା ହୋଇଛି। ଦଳର ଜାତୀୟ ସଭାପତି ନୀତିନ ନବୀନ ସୋମବାର ନୂଆ ଟିମ୍ର ତାଲିକା ପ୍ରକାଶ କରିଛନ୍ତି। ଏଥିରେ ଅଭିଜ୍ଞ ନେତାଙ୍କ ସହ ବିଭିନ୍ନ ରାଜ୍ୟର ନେତାଙ୍କୁ!-->…
Read More...
Read More...
ଢେଙ୍କାନାଳରେ ଓଏସଏପି କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର
ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭ ପୋଲିସରେ କାର୍ଯ୍ୟରତ ଓଏସଏପି କନଷ୍ଟେବଳଙ୍କ ମୃତଦେହ ସୋମବାର ଟାଉନ ଥାନା ପୋଲିସ ଏକ ଭଡ଼ାଘରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି। ମୃତ ଯବାନଙ୍କ ନାମ ଶଙ୍କର ପ୍ରଧାନ। ସେ ଖମାର ସାହିରେ ପରିବାର ସହ ଭଡ଼ାଘରେ ରହୁଥିଲେ। ପ୍ରାଥମିକ ତଦନ୍ତରୁ ଏହା!-->…
Read More...
Read More...
ଏୟାର ଇଣ୍ଡିଆର ଦୁଇ ପାଇଲଟ୍ ଡ୍ରଗ୍ ଟେଷ୍ଟରେ ପଜିଟିଭ୍
ନୂଆଦିଲ୍ଲୀ: ଫୁକେଟ୍-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଭୟଙ୍କର ଟର୍ବୁଲାନ୍ସର ସମ୍ମୁଖୀନ ହେବା ପରେ ପାଇଲଟ୍ମାନଙ୍କ ଡ୍ରଗ୍ ଟେଷ୍ଟକୁ କଡ଼ାକଡ଼ି କରାଯାଇଛି। ଏହି ଯାଞ୍ଚରେ ଏୟାର ଇଣ୍ଡିଆର ଦୁଇଜଣ ପାଇଲଟ୍ଙ୍କ ପ୍ରାଥମିକ ଡ୍ରଗ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ତେବେ!-->…
Read More...
Read More...
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା
ତାମିଲନାଡୁ: ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ। ସୋମବାର ବିଧାନସଭାରେ ସମବାୟ କୃଷି ଋଣ ଛାଡ଼ ନେଇ ସେ ଘୋଷଣା କରିଛନ୍ତି। ଏହା ଅନୁଯାୟୀ, ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ସମବାୟ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ କରାଯିବ। ସେହିପରି, ୭୫ ହଜାରରୁ ୧!-->…
Read More...
Read More...
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ବିହାର: ବିହାରର ଲଖିସରାଇ ଜିଲ୍ଲାର ପ୍ରସିଦ୍ଧ ଅଶୋକ ଧାମ ମନ୍ଦିରରେ ସୋମବାର ଭୋରୁ ଭକ୍ତଙ୍କ ପ୍ରବଳ ଭିଡ଼ ମଧ୍ୟରେ ଦଳାଚକଟା ଘଟି ବଡ଼ ଅଘଟଣ ଘଟିଛି। ପ୍ରାରମ୍ଭିକ ସୂଚନା ଅନୁସାରେ, ଘଟଣାରେ ୭ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବା!-->…
Read More...
Read More...
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ପ୍ରସିଦ୍ଧ ତାରାପୀଠ ମନ୍ଦିର ନିକଟସ୍ଥ ଏକ ହୋଟେଲରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତକ ଓ ଆହତମାନେ ତାରାପୀଠ ମନ୍ଦିର ଦର୍ଶନ ପାଇଁ ଆସିଥିବା ତୀର୍ଥଯାତ୍ରୀ ବୋଲି!-->…
Read More...
Read More...
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା
ନ୍ୟୁଜ୍ ବ୍ୟୁରୋ: ଏଲପିଜି ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର। ଗ୍ୟାସ୍ର ଇ-କେୱାଇସି କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି। ପୂର୍ବରୁ ଅଗଷ୍ଟ ୧୬ ତାରିଖ ଶେଷ ତାରିଖ ଥିବାବେଳେ, ଏବେ ଏହାକୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଇ-କେୱାଇସି ପ୍ରକ୍ରିୟା ସମୟରେ ମୋବାଇଲ୍ ଆପ୍ରେ!-->…
Read More...
Read More...
ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ଭୁବନେଶ୍ବର: ବନ୍ୟା ପରିଚାଳନାକୁ ସୁଦୃଢ଼ କରିବା ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ରବିବାର ୩ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ନିୟୋଜିତ କରିଛନ୍ତି। ବନ୍ୟା ପ୍ରସ୍ତୁତି, ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର!-->…
Read More...
Read More...