Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବ ଓଡ଼ିଶା
ମିକ୍ସର ମେସିନ ସହ ଓଲଟିଲା ପିକଅପ; ୨ ମୃତ, ୨ ଗୁରୁତର
କେନ୍ଦୁଝରରେ ୬୫ ହଜାର କୋଟିର ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ଲାଣ୍ଟ, ୩୨ ହଜାର ନିଯୁକ୍ତି ସୁଯୋଗ
ବାଣପୁରରେ ଭୟାବହ ଅଗ୍ନିକାଣ୍ଡ, ୭ ପରିବାରର ୧୪ ବଖରା ଘର ପୋଡ଼ି ଛାରଖାର
ଆସାମରେ ସମାନ ନାଗରିକ ସଂହିତା ବିଲ୍ ପାରିତ
NEET-UG 2026 ପେପର୍ ଲିକ୍ ମାମଲା: ସିବିଆଇର ଆଉ ୨ ଗିରଫ
Browsing Category
Today’s Highlight
ରେଳ ଟିକେଟ୍ ବାତିଲ୍ କଲେ ୨୪ ଘଣ୍ଟା ପୂର୍ବରୁ କଟିବ ୫୦% ଟଙ୍କା
ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ପକ୍ଷରୁ ଟିକେଟ୍ ବାତିଲ୍ ନିୟମରେ ବଡ଼ ପରିବର୍ତ୍ତନ ଆଣାଯାଇଛି। ଯାତ୍ରୀମାନଙ୍କ ସୁବିଧା ଓ ଟିକେଟ୍ ବ୍ୟବସ୍ଥାକୁ ଆହୁରି ସୁସଂଗଠିତ କରିବା ଉଦ୍ଦେଶ୍ୟରେ ଏହି ନୂଆ ନିୟମ ଲାଗୁ ହେଉଛି।
ନୂଆ ନିୟମ ଅନୁଯାୟୀ, ଯଦି କୌଣସି ଯାତ୍ରୀ ଯାତ୍ରାର ୨୪ ଘଣ୍ଟାରୁ ୮!-->!-->!-->…
Read More...
Read More...
ଆଉ ଖୋଲିବନି ନୂଆ ମଦ ଦୋକାନ : ଅବକାରୀ ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ନୂଆ ଅବକାରୀ ନୀତି ଘୋଷଣା, ଆଉ ଖୋଲିବ ନାହିଁ ନୂଆ ମଦ ଦୋକାନ। ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୯ ପାଇଁ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରାଯାଇଛି। ଏହି ନୂଆ ନୀତିରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର!-->…
Read More...
Read More...
ଭିଜିଲାନ୍ସ ଜାଲରେ ଏସଡିଓ, ଘରୁ ମିଳିଲାଣି ୧୮ ଲକ୍ଷ
ଭଞ୍ଜନଗର: ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଜାଲରେ ଏସଡିଓ। ଭଞ୍ଜନଗର ଡହ ଜଳସେଚନ ବିଭାଗର ଏସଡିଓ ପଞ୍ଚୁ ବେହେରାଙ୍କ ଉପରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି। ଚଢାଉ ସମୟରେ ବ୍ରହ୍ମପୁର ର ବସନ୍ତ ବିହାର ଅଞ୍ଚଳରେ ପ୍ରାୟ ୩୫୫୦!-->…
Read More...
Read More...
ବସ-ଟ୍ରକ ମଧ୍ୟରେ ଧକ୍କା, ଜୀଅନ୍ତା ଜଳିଗଲେ ୧୪ ଯାତ୍ରୀ
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ଭୟାବହ ସଡ଼କ ଦୁର୍ଘଟଣା ଘଟି ଦେଶକୁ ଦୁଃଖିତ କରିଦେଇଛି। ଆନ୍ଧ୍ରପ୍ରଦେଶ ର ମାର୍କାପୁରମ ନିକଟରେ ରାୟାବରମ ଅଞ୍ଚଳରେ ଗୋଟିଏ ଘରୋଇ ଟ୍ରାଭେଲ ବସ୍ ଓ ଟିପର୍ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।
ଏହି ଦୁର୍ଘଟଣାରେ!-->!-->!-->…
Read More...
Read More...
ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା
ବିହାର; ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ବହୁ ଚର୍ଚ୍ଚିତ ‘ଜମି ବଦଳରେ ରେଳବାଇ ଚାକିରି’ ମାମଲାକୁ ରଦ୍ଦ କରିବା ପାଇଁ ତାଙ୍କ ଦାଖଲ କରାଯାଇଥିବା ପିଟିସନ୍କୁ କୋର୍ଟ ଖାରଜ କରିଦେଇଛି।
ମାମଲାର!-->!-->!-->…
Read More...
Read More...
ଭୁବନେଶ୍ୱର ଏୟାରପୋର୍ଟରେ ୬ କୋଟିରୁ ଅଧିକ ଗଞ୍ଜେଇ ଜବତ
ଭୁବନେଶ୍ୱର; ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବଡ଼ ଚଢାଉ କରି ୬ କିଲୋଗ୍ରାମ ଉଚ୍ଚ-ଗ୍ରେଡ୍ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଛି, ଯାହାର ମୂଲ୍ୟ ୬ କୋଟି ଟଙ୍କାରୁ ଅଧିକ ବୋଲି ଅନୁମାନ।
ମଙ୍ଗଳବାର ବ୍ୟାଙ୍କକରୁ!-->!-->!-->…
Read More...
Read More...
ରାଜ୍ୟରେ ବଢ଼ିବ ନାହିଁ ବିଦ୍ୟୁତ ଦର
ଭୁବନେଶ୍ବର: ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସି ଖବର। ରାଜ୍ୟରେ ବଢ଼ିବ ନାହିଁ ବିଦ୍ୟୁତ ଦର । ୨୦୨୬-୨୭ ଆଥିର୍କ ବର୍ଷରେ ବଢ଼ିବ ନାହିଁ ଦର । ପୂର୍ବବର୍ଷ ଭଳି ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ।!-->…
Read More...
Read More...
ଟ୍ରମ୍ପଙ୍କ ବଡ ଘୋଷଣା, ୫ ଦିନ ପାଇଁ ଯୁଦ୍ଧ ସ୍ଥଗିତ
ନ୍ୟୁଜ୍ ବ୍ୟୁରୋ: ଇରାନ ବିରୋଧରେ ଯୋଜନାବଦ୍ଧ ସାମରିକ ଆକ୍ରମଣକୁ ଆମେରିକା ପକ୍ଷରୁ ୫ ଦିନ ପାଇଁ ସ୍ଥଗିତ ରଖାଯାଇଛି। ୱାଶିଂଟନ ଓ ତେହେରାନ ମଧ୍ୟରେ ଚାଲିଥିବା ଆଲୋଚନାକୁ ଅବକାଶ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଗତ!-->…
Read More...
Read More...
ଡିଜିଟାଲରେ ଅଭିଯୋଗ ଶୁଣିବେ ବିଧାୟକ
ଭୁବନେଶ୍ବର: ଡିଜିଟାଲରେ ଅଭିଯୋଗ ଶୁଣିବେ ବିଧାୟକ। ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଏହି ବ୍ୟବସ୍ଥା କରାଯିବ। ବିଭିନ୍ନ ଅଞ୍ଚଳରେ କରାଯିବ ଡିଜିଟାଲ୍ ବ୍ୟବସ୍ଥା। ସରକାର ଏ ସବୁକୁ ବିଚାର କରୁଥିବା ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ।
!-->!-->!-->…
Read More...
Read More...
ଯେଉଁଠୁ ସମ୍ଭବ ସେଠାରୁ ତେଲ କିଣୁଛି ଦେଶ : ମୋଦି
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ଭାଷଣ ଦେଇଛନ୍ତି। ଗତ ୨୪ ଦିନ ଧରି ଚାଲୁଥିବା ଏହି ସଂଘର୍ଷ ମଧ୍ୟରେ ତାଙ୍କ ଅଭିଭାଷଣକୁ ଗୁରୁତ୍ୱ ଦିଆଯାଉଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପଶ୍ଚିମ ଏସିଆର!-->!-->!-->…
Read More...
Read More...