Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍-ଟ୍ରକ୍ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ
Browsing Category
Today’s Highlight
ଗୁଡ଼ିସୂତାରେ କଟି ୨ ଜଣ ଆହତ
କଟକ: ମକରରେ ଗୁଡ଼ିଉଡ଼ାକୁ ନେଇ ପୁଣି ଘଟିଛି ଅଘଟଣ।ପୁଣି ଗୁଡ଼ି ସୂତା ଲାଗି ଦୁଇ ଜଣ ଆହତ। ଗୁଡ଼ିସୂତା ଲାଗି ଦୁଇଜଣଙ୍କ ବେକ ଓ ନାକ କଟିଛି। କଟକ ନୂଆ ବଜାର ରେଲୱେ ଓଭରବ୍ରିଜ ଉପରେ ଘଟିଛି ଏହି ଅଘଟଣ। ଏହି ଓଭରବ୍ରିଜ୍ରେ ବାଇକ୍ରେ ଯାଉଥିବା ବେଳେ ପ୍ଲାଷ୍ଟିକ ଚାଇନା ଗୁଡ଼ିସୂତା ଦୁଇ ବାଇକ!-->…
Read More...
Read More...
ଧରାପଡିଲା ସ୍କୁଲକୁ ବୋମା ଧମକ ଦେଉଥିବା ଅଭିଯୁକ୍ତ
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦିଲ୍ଲୀର ପ୍ରାୟ ସମସ୍ତ ସ୍କୁଲକୁ ବୋମା ଧମକ ଆସୁଥିଲା। ତେବେ ଏହି ଘଟଣାରେ ଦିଲ୍ଲୀ ପୋଲିସ ଜଣେ ଛାତ୍ରଙ୍କୁ ଗିରଫ କରିଛି। ଏହି ଘଟଣା ପଛରେ କେହି ବଡ ବ୍ୟକ୍ତି ନୁହେଁ ବରଂ ଜଣେ ଛାତ୍ର ଥିଲା। ତେବେ ଦିଲ୍ଲୀ ପୋଲିସ ମଙ୍ଗଳବାର ଦିନ କହିଛି ଯେ ବୋମା ଧମକ ପଠାଇବା!-->…
Read More...
Read More...
ବନକଲାଗି ନୀତି ପାଇଁ ୫ ଘଣ୍ଟା ବନ୍ଦ ସର୍ବସାଧାରଣ ଦର୍ଶନ
ପୁରୀ: ଆସନ୍ତାକାଲି ତା୧୫.୧.୨୦୨୫ରିଖ, ବୁଧବାର ମାଘ କୃଷ୍ଣ ଦ୍ୱିତୀୟା ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ଶ୍ରୀମନ୍ଦିରରେ!-->…
Read More...
Read More...
ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର
ଭୁବନେଶ୍ବର: ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦେବାକୁ ଯୋଜନା କରାଯାଉଛି। ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି। ୨୦୦ ଏମଏଲ ଭିଟାମିନ ଏ ଓ ଡି ଯୁକ୍ତ କ୍ଷୀର ଦେବାକୁ ଯୋଜନା ହେଉଛି।!-->…
Read More...
Read More...
ଅମୃତ ସ୍ନାନରେ ୩.୫ କୋଟିରୁ ଉର୍ଦ୍ଧ ଶ୍ରଦ୍ଧାଳୁ ପକାଇଲେ ବୁଡ଼
ଉତ୍ତରପ୍ରଦେଶ: ପ୍ରୟାଜରଜ ମହାକୁମ୍ଭ ୨୦୨୫ ରେ ମକର ସଂକ୍ରାନ୍ତି ଅବସରରେ ପ୍ରଥମ ଅମୃତ ସ୍ନାନ ପର୍ବ ଉପଲକ୍ଷେ ତ୍ରିବେଣୀ ଘାଟରେ ସ୍ନାନ ପାଇଁ ଭକ୍ତଙ୍କ ସୁଅ ଛୁଟିଛି। କୁହାଯାଉଛି ଯେ, ପ୍ରଥମ ଅମୃତ ସ୍ନାନ ପର୍ବରେ ୩.୫ କୋଟିରୁ ଅଧିକ ସନ୍ଥ ଏବଂ ଶ୍ରଦ୍ଧାଳୁ ସଂଘମରେ ଆସ୍ଥାର ବୁଡ଼ ପକାଇଛନ୍ତି।!-->…
Read More...
Read More...
ଜେଡ୍-ମୋଡ୍ ଟନେଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ବହୁ ପ୍ରତୀକ୍ଷିତ ଜେଡ୍-ମୋଡ୍ ଟନେଲ ଉଦଘାଟିତ। ସୋମବାର କଶ୍ମୀରରେ ଜେଡ୍ ମୋଡ୍ ଟନେଲର ଲୋକାପର୍ଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଟନେଲ୍ ୨୭ ଶହ କୋଟି ଟଙ୍କାରେ ନିର୍ମାଣ ହୋଇ। ଏବେ ସୋନମାର୍ଗରୁ ଗୁଲମର୍ଗ ଯାତ୍ରା ହେବ ଆହୁରି ସହଜ। ଏବେ ପ୍ରତି!-->…
Read More...
Read More...
ମାଞ୍ଜା ସୂତା ଲାଗି କଟିଗଲା ବେକ
କଟକ: ଆସନ୍ତାକାଲି ପବିତ୍ର ମକର ସଂକ୍ରାନ୍ତି। ଏଥିଲାଗି ସବୁଠି ଗୁଡି ଉଡା ଆରମ୍ଭ ହୋଇଯାଇଛି। କାଳ ସାଜିଛି ମାଞ୍ଜା ସୁତା। ଏହାରି ମଧ୍ୟରେ କଟକରେ ଏକ ବଡ ଅଘଟଣ ସାମ୍ନାକୁ ଆସିଛି। ମାଞ୍ଜା ସୂତା ଲାଗି ଜଣେ ଯୁବକଙ୍କ ବେକ କଟିଯାଇଛି। ଗୁଡି ଉଡାରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ମାଞ୍ଜା ସୁତା!-->…
Read More...
Read More...
ମହାକୁମ୍ଭରେ ବୁଡ ପକାଉଛନ୍ତି ଲକ୍ଷ ଲକ୍ଷ ସନ୍ଥ,ଶ୍ରଦ୍ଧାଳୁ
ଉତ୍ତର ପ୍ରଦେଶ: ଆଜିଠାରୁ ସଙ୍ଗମ୍ ନଗରୀ ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ଭାରତୀୟ ସଂସ୍କୃତି, ଚେତନା ଓ ବିଶ୍ବାସର ମହାପର୍ବ ତଥା ବିଶ୍ବର ସର୍ବବୃହତ୍ତ ଆଧ୍ୟାତ୍ମିକ ମେଳା। ଆଜି ପବିତ୍ର ପୌଷ ପୂର୍ଣ୍ଣିମାଠୁ ଏହି ଭବ୍ୟ,ଦିବ୍ୟ ସଙ୍ଗମ ତୀର୍ଥନଗରୀ ଉତ୍ତର ପ୍ରଦେଶର ପ୍ରୟାଗରାଜରେ!-->…
Read More...
Read More...
ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଓଡ଼ିଶାରେ ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଏଥିପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ପାଇଁ ସୋମବାର ବୁଝାମଣା ପତ୍ର!-->…
Read More...
Read More...
ଲୋକସେବା ଭବନରୁ ନକଲି ସେକ୍ସନ ଅଫିସର ଗିରଫ
ଭୁବନେଶ୍ବର: ଲୋକସେବା ଭବନରୁ ଜଣେ ଦଲାଲକୁ ଗିରଫ କରିଛି କମିଶନରେଟ ପୁଲିସ୍। ରାଜ୍ୟର ସେକ୍ରାଟାରିଏଟ ଭିତରେ ରହି ଚୂନ ଲଗାଉଥିଲା ଦଲାଲ। ମିଛ ପରିଚୟ ପତ୍ର ସହ ନିଜକୁ ଓଡିଶା ସରକାରଙ୍କ କର୍ମଚାରୀ ଭାବେ ପରିଚିତ କରିଥିଲେ। ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକୁଥିଲେ। ଦଲାଲ ଜଣକ!-->…
Read More...
Read More...