Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ
Browsing Category
Today’s Highlight
ରିୟା ଦେ’ଙ୍କ ନାଁରେ ଘରୋଇ ସହାୟିକାଙ୍କୁ ନିର୍ଯାତନା ମାମଲା ରୁଜୁ
ଭୁବନେଶ୍ୱର: ଓଲିଉଡ୍ର ନାୟିକା ରିୟା ଦେ’ଙ୍କ ପାଇଁ ଅଡୁଆ ବଢ଼ିଲା। ତାଙ୍କ ନାଁରେ ହୋଇଥିବା ମାମଲା କଟକ ସ୍ଥାନାନ୍ତର କରାଯାଇଛି। ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଏହି ମାମଲା ହୋଇଥିଲା। ରିୟା ଓ ତାଙ୍କ ସ୍ୱାମୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ରିୟା ଓ ତାଙ୍କ ସ୍ୱାମୀ!-->…
Read More...
Read More...
ଷ୍ଟେଜ ଉପରେ ଗୀତ ଗାଉ ଗାଉ ଟଳିପଡିଲେ ଜିଲ୍ଲାପାଳ
ଗଜପତି: ଷ୍ଟେଜ ଉପରେ ଗୀତ ଗାଉ ଗାଉ ଚାଲିଗଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜୀବନ।ମୃତ୍ୟୁ କେତେବେଳେ ଆସେ ଜାଣି ହୁଏନି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲାର ପାରଳାଖେମୁଣ୍ଡିରେ। ଖୁସିର ମାହୋଲରେ ଗୀତ ଗାଉ ଗାଉ ଚାଲି ଯାଇଛି ଜୀବନ। ଗୀତ ବୋଲୁଥିବାବେଳେ ଟଳି ପଡିଛନ୍ତି ଅତିରିକ୍ତ!-->…
Read More...
Read More...
ବରିଷ୍ଠ ଆଇପିଏସ ଆଶିଷ ସିଂଙ୍କୁ ବଦଳି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଇଜି ଆଶିଷ ସିଂଙ୍କୁ ବଦଳି କରାଯାଇଛି। ତାଙ୍କୁ ଗୃହ ବିଭାଗ ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଛି। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହା ପୂର୍ବରୁ ଆଶିଷଙ୍କ ଉପରେ ଇସିଆଇ କାର୍ଯ୍ୟାନୁଷ୍ଠାନ!-->…
Read More...
Read More...
ଆଜି ହେରାପଞ୍ଚମୀ: ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମା ଲଷ୍ମୀ ସାଆନ୍ତାଣି
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଆସି ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିରାଜମାନ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ଶ୍ରୀବିଗ୍ରହମାନଙ୍କ ନୀତିକାନ୍ତି। ଏଥିପାଇଁ ମହାପ୍ରଭୁ!-->…
Read More...
Read More...
ନୂଆ ସରକାରରେ ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ
ଭୁବନେଶ୍ବର: ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ସରକାର। ବିଜେଡି ସରକାରରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଗୋଟିଏ ପଦବୀରେ ଥିବା ଅନେକ ଅଧିକାରୀଙ୍କୁ ବଦଳି କରାଯାଇଛି। ବରିଷ୍ଠ ଅଧିକାରୀ ନିକୁଞ୍ଜ ଧଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ସହ ଇଡକୋ ଚେୟାରମ୍ୟାନ ନିଯୁକ୍ତ କରାଯାଇଛି।!-->…
Read More...
Read More...
ଜାପାନରେ ଗାଡି ଚଳାଇବେ ଓଡିଶାର ୩୦ ଗାଡି ଚାଳକ
ଭୁବନେଶ୍ବର: ଭାରତରେ ଓଡିଶା ପ୍ରଥମ ରାଜ୍ୟ ଯେ କି ଯାନଚାଳକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି। ଜାପାନରେ ଉଚ୍ଚ ବେତନ ଓ ସୁବିଧା ସହ ଚାକିରି କରିବାକୁ ଯିବେ ଜଣେ ମହିଳାଙ୍କ ସମେତ ଓଡିଶାର ୩୦ ଜଣ ଚାଳକ। ଯାହା ସାରା ଦେଶରେ ପ୍ରଥମ। ଓଡ଼ିଶାର ଚାଳକଙ୍କ ପାଇଁ ବିଦେଶ ନିଯୁକ୍ତିର!-->…
Read More...
Read More...
ତୃତୀୟ ଟି ୨୦ ଜିତିଲା ଭାରତ
ନ୍ୟୁଜ୍ ବ୍ୟୁରୋ: ତୃତୀୟ ଟି ୨୦ ଜିତିଲା ଭାରତ। ବୁଧବାର ଅନୁଷ୍ଠିତ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୨୩ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀଲାଭ କରିଛି। ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୧୮୨ ରନ କରିଥିବାବେଳେ ଜିମ୍ବାଓ୍ବେ!-->…
Read More...
Read More...
ମୋବାଇଲ ବନ୍ଦ ହୋଇ ଆଇକାର୍ଡ ଲାଗୁ ହେଲେ ସେବାୟତ କଣ୍ଟ୍ରୋଲକୁ ଆସିବେ : ଜଗନ୍ନାଥଙ୍କ ବାଡଗ୍ରାହୀ
ପୁରୀ: କାଲିର ଦିନ ଓଡିଶାବାସୀଙ୍କ ପାଇଁ ଥିଲା ବଡ କଷ୍ଟ ଦାୟକ। ଗୋଟେ ପଟେ କେନ୍ଦ୍ରାପଡାରେ ମହାପ୍ରଭୁ ବଳଭଦ୍ରଙ୍କ ରଥ ଗଡୁନଥିବା ବେଳେ, ପୁରୀରେ ଘଟି ଯାଇଛି କାଲି ଏକ ବଡ଼ ଅଘଟଣ। ଆଡପ ପହଣ୍ଡିବେଳେ ଚାରମାଳ ଉପରେ ମୁହଁ ମାଡି ଖସି ପଡିଛନ୍ତି ବଡ଼ ଠାକୁର ବଳଭଦ୍ର। ଏହି ଘଟଣାରେ ଓଡ଼ିଶାବାସୀ!-->…
Read More...
Read More...
ଓଡିଆ ଉଦ୍ୟୋଗୀଙ୍କ ବିକାଶ କରିବାକୁ ହେଲେ ନିଜକୁ ଓଡିଆ ଶିଖିବାକୁ ପଡିବ
ଭୁବନେଶ୍ବର: ଓଡିଆ ଉଦ୍ୟୋଗୀଙ୍କ ବିକାଶ କରିବାକୁ ହେଲେ ଓଡିଆ ଭାଷା ଶିଖିବାକୁ ପଡିବ। କାରଣ ଓଡିଆ ଲୋକଙ୍କୁ ଓଡିଆ ଭାଷାରେ ହିଁ ଶିଖାଇବାକୁ ହେବ । ନହେଲେ ଗାଁ ଗହଳିରୁ ଆସିଥିବା ଲୋକ କେମିତି ବୁଝିବେ। ଓଡିଆରେ ପ୍ରଶିକ୍ଷଣ ଦେବାକୁ ହେଲେ ନିଜେ ଓଡିଆ ଶିଖିବାକୁ ପଡିବ ବୋଲି ଏମଏସଏମଇ ମନ୍ତ୍ରୀ!-->…
Read More...
Read More...
ବିଶ୍ୱର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ହେବ ଅନୁଗୋଳ ଜିନ୍ଦଲ ପ୍ଲାଣ୍ଟ : ନବୀନ ଜିନ୍ଦଲ
ଭୁବନେଶ୍ବର: ଲୋକସଭା ସାଂସଦ ତଥା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ (ଜେଏସପି) ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଆଜି ଓଡ଼ିଶାର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଇସ୍ପାତ ସଂଘର ଏକ ପ୍ରତିନିଧି ଦଳସାକ୍ଷାତ କରିଛନ୍ତି। ଇସ୍ପାତ ନିର୍ମାତାମାନଙ୍କୁ ନେଇ!-->…
Read More...
Read More...