Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍ ଶଫିନ୍ ଅହମ୍ମଦ
ଚଳନ୍ତା ସ୍ଲିପର୍ ବସ୍ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ
Browsing Category
Today’s Highlight
ଯୁବ ସଂଗମ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରାଜସ୍ଥାନ ପରିଦର୍ଶନରେ ଯିବେ ସୋଆ ଛାତ୍ରଛାତ୍ରୀ
ଭୁବନେଶ୍ୱର, ୧୦/୦୫ : କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯୁବ ସଂଗମ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରାଜସ୍ଥାନର ଆଇଆଇଟି ଯିବାକୁ ମନୋନୀତ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୭ ଜଣ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମରେ ସୋଆର ଛାତ୍ରଛାତ୍ରୀମାନେ ରାଜସ୍ଥାନର ସାଂସ୍କୃତିକ!-->…
Read More...
Read More...
ଝାରସୁଗୁଡା ଉପନିର୍ବାଚନ;ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ
ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ଲାଗି ସକାଳ ୭ରୁ ଆରମ୍ଭ ହୋଇଯାଇଛି ମତଦାନ। ଭୋଟରମାନଙ୍କୁ ଫୁଲ ଚନ୍ଦନ ଦେଇ ଟିକା ଲଗାଇ ମତଦାନ କେନ୍ଦ୍ରକୁ ସ୍ବାଗତ କରାଯାଉଛି। ଆଦର୍ଶ ଓ ପିଙ୍କ ବୁଥଗୁଡ଼ିକରେ ଭୋଟରଙ୍କ ପାଇଁ ସ୍କ୍ବାସ୍ ପାଣି, ସରବତ, ତରଭୁଜର ବି ବ୍ୟବସ୍ଥା କରାଯାଇଛି। ଭୋଟ୍ ଦେବାକୁ!-->…
Read More...
Read More...
ମଧ୍ୟପ୍ରଦେଶର କୁନୋ ଉଦ୍ୟାନରେ ଆଜି ଆଉ ଏକ ଚିତାର ମୃତ୍ୟୁ
ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଜି ଆଉ ଏକ ଚିତାର ମୃତ୍ୟୁ ହୋଇଛି । ମାଇ ଚୀତା ଧୀରା ମୃତ୍ୟୁବରଣ କରିଛି । ତେବେ ଏହି ଚୀତାର ମୃତ୍ୟୁ କୌଣସି ରୋଗରେ ନୁହେଁ ବରଂ ଅନ୍ୟ ଏକ ଚିତା ସହ ଲଢ଼େଇରେ ହୋଇଛି । ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ଧୀରା ଅନ୍ୟ ଏକ ଚିତା ସହ ଲଢେଇ!-->…
Read More...
Read More...
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବାନ୍ଧିଲା ପୁଲିସ
ଇସ୍ଲାମବାଦ : ଗିରଫ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଆଜି ସେ ଗୋଟିଏ ମାମଲାରେ ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଯାଉଥିଲେ। କିନ୍ତୁ କୋର୍ଟ ବାହାରେ ହିଁ ପୁଲିସ୍ ତାଙ୍କୁ ଗିରଫ କରିଛି। ଏହାକୁ ନେଇ ତାଙ୍କ ଦଳ ପିଟିଆଇର କର୍ମୀ ଓ ନେତାମାନେ ବିକ୍ଷୋଭ!-->…
Read More...
Read More...
ଆଜି ସନ୍ଧ୍ୟା ରେ ଅବପାତ, କାଲି ନେବ ବାତ୍ୟା ର ରୂପ!!
ଭୁବନେଶ୍ବର: ଗତକାଲି ଦକ୍ଷିଣ - ପୂର୍ବ ବଙ୍ଗୋପସାଗର ଅଞ୍ଚଳ ରେ ରହିଥିବା ଲଘୁଚାପ କ୍ଷେତ୍ର ଆଜି ସକାଳେ ସେହି ଅଞ୍ଚଳ ରେ ଚିହ୍ନିତ ଲଘୁଚାପ କ୍ଷେତ୍ର ରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ବେଳକୁ ଏହି କ୍ଷେତ୍ର ଡିପ୍ରେଶନ ରେ ପରିଣତ ହେବ ଓ ଆସନ୍ତା କାଲି ଘନିଭୂତ ହୋଇ ବାତ୍ୟା ର ରୂପ ନେବ।!-->…
Read More...
Read More...
ବାପା ଓ ୨ ଝିଅଙ୍କୁ ଧକ୍କା ଦେଲା ବସ୍: ସାନ ଝିଅ ମୃତ, ବାପା ଓ ବଡ଼ ଝିଅ ଗୁରୁତର
ବଲାଙ୍ଗୀର: ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ-୫୭ର ଗଇଁତଲା ଛକଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ବାଇକରେ ଯାଉଥିବା ବାପା ଓ ୨ ଝିଅଙ୍କୁ ବସ୍ ଧକ୍କା ଦେବା ଫଳରେ ସାନ ଝିଅର ଜୀବନ ଚାଲିଯାଇଥିବା ବେଳେ ବାପା ଓ ବଡ଼ ଝିଅ ଛିଟିକି ପଡ଼ି ଗୁରୁତର ହୋଇଛନ୍ତି।
!-->!-->!-->…
Read More...
Read More...
ପୋଲ ଉପରୁ ଖସିଲା ବସ୍:୧୫ ମୃତ,୨୦ରୁ ଅଧିକ ଆହତ
ଖାର୍ଗୋନ: ମଧ୍ୟପ୍ରଦେଶର ଖାର୍ଗୋନରେ ଘଟିଛି ଏକ ଅଭାବନୀୟ ଘଟଣା। ଖାର୍ଗୋନସ୍ଥିତ ଏକ ପୋଲ ଉପରେ ବସ୍ଟି ଯାଉଥିବା ବେଳେ ତଳକୁ ଖସି ପଡ଼ିବା ପରେ ବସ୍ରେ ଥିବା ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏହି ବସ୍ରେ ସମୁଦାୟ ୫୦ରୁ ଅଧିକ ଯାତ୍ରୀ!-->…
Read More...
Read More...
୪୦ ଡିଗ୍ରୀ ଉପରେ ୧୪ ସହରର ତାପାମାତ୍ରା
ଭୁବନେଶ୍ୱର: ଅସହ୍ୟ ତାତିରେ ସିଝୁଛି ଓଡିଶା । ୪୦ ଡିଗ୍ରୀ ଉପରେ ୧୪ ସହରର ତାପାମାତ୍ରା ରେର୍କଡ । ୪୨ ଡିଗ୍ରୀ ସହ ବୌଦ୍ଧ ସୁବଠାରୁ ଉତ୍ତପ୍ତ ସହର ପାଲଟିଛି । ସ୍ବାଭାବିକ ଠାରୁ ଦିନର ତାପମାତ୍ରା ଅଧିକ ରହିବାରୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହୋଇଛନ୍ତି ଲୋକ । ଉପକୂଳ ଓ ମଧ୍ୟ ଓଡ଼ିଶାରେ!-->…
Read More...
Read More...
ଅମୃତସରରେ ୩୬ ଘଣ୍ଟାରେ ଦ୍ବିତୀୟ ବିସ୍ଫୋରଣ
ଅମୃତସର: ପଞ୍ଜାବ ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିରର ହେରିଟେଜ୍ ରାସ୍ତାରେ ଆଜି ଆଉ ଏକ ବିସ୍ଫୋରଣ ହୋଇଛି । ଗତ ୩୬ ଘଣ୍ଟାରେ ଏହା ଦ୍ୱିତୀୟ ବିସ୍ଫୋରଣ । ଶନିବାର ପାଖାପାଖି ଦିନ ୧୨ ଟାରେ ମଧ୍ୟ ସାରାଗଡା ପାର୍କିଙ୍ଗ ନିକଟରେ ବିସ୍ଫୋରଣ ହୋଇଥିଲା । ଏଥିରେ ଏକ ରେଷ୍ଟୁରାଣ୍ଟ କ୍ଷତିଗ୍ରସ୍ତ!-->…
Read More...
Read More...
କେରଳରେ ଡଙ୍ଗା ବୁଡି ଘଟଣାରେ ଆଉ ୨ଜଣଙ୍କ ମୃତ୍ୟୁ
କେରଳ: କେରଳରେ ଡଙ୍ଗା ବୁଡି ଘଟଣାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଡଙ୍ଗା ବୁଡିରେ ମୋଟ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ରୁ ଅଧିକ ଶିଶୁଥିବା ନେଇ ସୂଚନା । ତେବେ ଏହି ଘଟଣାକୁ ନେଇ ପୁରା କେରଳରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ପରିବାରରେ ଦୁଃଖର ପାହାଡ!-->…
Read More...
Read More...