Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
କ୍ୟାନ୍ସର ରୋଗୀଙ୍କ ଜଟିଳ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ କଲେ ସମ୍ ହସ୍ପିଟାଲ୍ର ସର୍ଜିକାଲ୍ ଟିମ୍
ଭୁବନେଶ୍ୱର, ୨୮/୦୩ : ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଯୁବ ସର୍ଜନଙ୍କର ଏକ ଟିମ୍ ଜଣେ କ୍ୟାନ୍ସର ରୋଗୀଙ୍କର ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ଅଗ୍ନାଶୟ (ପାନ୍କ୍ରିଆସ) କର୍କଟ!-->…
Read More...
Read More...
ତାଳଚେରରେ ହେବ ୩୩୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ
ଭୁବନେଶ୍ବର; ଅକ୍ଟୋବର ୨୦୨୩ ସୁଦ୍ଧା ତାଳଚେରରେ ୩୩୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଶାଳୀନ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
!-->!-->!-->…
Read More...
Read More...
ବଦଳିବ ମାଲକାନଗିରିର ରୂପରେଖ
ମାଲକାନଗିରି; ବଦଳିବ ମାଲକାନଗିରିର ରୂପରେଖ। ବଣ୍ଡାଘାଟିକୁ ଗଡିବ ବସ୍ ତାସହ ଛାତ୍ରଛାତ୍ରୀଙ୍କୁ ମିଳିବ ଉଚ୍ଚଶିକ୍ଷା ସୁଯୋଗ। ଆଜି ମାଲକାନଗିରିର ଜନସାଧାରଣଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ବିକେ ପାଣ୍ଡିଆନ। ମାଲକାନଗିରି ସୀତାକୁଣ୍ଡରେ ସ୍ଥାନୀୟ ପରମ୍ପରା ଅନୁସାରେ!-->…
Read More...
Read More...
ଆସନ୍ତା ୩୦ ରୁ ଆଉ ଏକ ପଶ୍ଚିମା-ଝଡ଼ ର ପ୍ରଭାବ
ଭୁବନେଶ୍ବର; ୩୦ ମାର୍ଚ୍ଚ ରେ ଆଭ୍ୟନ୍ତର ଓଡ଼ିଶା ର କିଛି ଅଞ୍ଚଳ ସହ ଉପକୂଳ ଓଡ଼ିଶା ର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏହି ସମୟ ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେଓଗଡ଼, ମୟୂରଭଞ୍ଜ, ବାଲେଶ୍ଵର,!-->…
Read More...
Read More...
ବଢ଼ିଲା ପାନ୍ ସହ ଆଧାର ଲିଙ୍କ୍ କରିବାର ସମୟସୀମା
ନୂଆଦିଲ୍ଲୀ : ସରକାର ପୁଣି ଥରେ ବଢ଼େଇଛନ୍ତି ପାନ୍ ସହ ଆଧାର ଲିଙ୍କ୍ କରିବାର ସମୟସୀମା । ଏହି ସମୟସୀମାକୁ ଆସନ୍ତା ୨୦୨୩ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଏ ନେଇ ଏକ ବିଜ୍ଞପ୍ତି ଜାରି କରି ଘୋଷଣା କରିଛି ।
କେନ୍ଦ୍ର ସରକାରଙ୍କ ପତ୍ର!-->!-->!-->…
Read More...
Read More...
ନେପାଳ ସରକାରଙ୍କ ସର୍ଭିଲାନ୍ସ ଲିଷ୍ଟରେ ଅମ୍ରିତପାଲ
ନେପାଳ; ନେପାଳ ସରକାର ଅମ୍ରିତପାଲକୁ ତାଙ୍କ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରି ଦେଇଛନ୍ତି। ଏହାପରେ ଅମ୍ରିତପାଲ ସିଂହଙ୍କୁ ନେଇ ନେପାଳରେ ହାଇ ଆଲର୍ଟ ଜାରି କରାଯାଇଛି।
ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଅପିଲ ପରେ ନେପାଳ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପଞ୍ଜାବ ଦେ!-->!-->!-->…
Read More...
Read More...
ସାଉଦିରେ ଘଟିଲା ବଡ଼ ଦୁର୍ଘଟଣା, ଜୀବନ୍ତ ଜଳିଗଲେ ୨୦ ତୀର୍ଥଯାତ୍ରୀ
ସାଉଦି ଆରବ: ପବିତ୍ର ରମଜାନ ମାସ ଚାଲିଥିବା ବେଳେ ଭୟଙ୍କର ଦୁର୍ଘଟଣା ଘଟିଛି ସାଉଦି ଆରବର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ।। ପୋଲରେ ପିଟିହୋଇ ଓଲଟି ପଡିଲା ତୀର୍ଥ ଯାତ୍ରୀଙ୍କ ବସ୍। ଜୀବନ୍ତ ଜଳିଗଲେ ୨୦ ତୀର୍ଥଯାତ୍ରୀ। ହଜ୍ ଯାତ୍ରୀ ବସ୍ ରେ ଯାଉଥିବା ବେଳେ ବସ୍ଟି ପୋଲରେ ଧକ୍କା ହେବା ପରେ!-->…
Read More...
Read More...
ନାମ୍ବିଆରୁ ଆସିଥିବା ମାଇ ଚିତା ଶାଶାର ମୃତ୍ୟୁ
ନୂଆଦିଲ୍ଲୀ; ଗତ ବର୍ଷ ଆଫ୍ରିକୀୟ ଦେଶ ନାମ୍ବିଆରୁ ଅଣାଯାଇଥିବା ୮ଟି ଚିତାଙ୍କ ମଧ୍ୟରୁ ଜଣକର ଆଜି ମୃତ୍ୟୁ ଘଟିଛି। ୮ଟି ଚିତା ଭାରତ ଆସିବାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିତାଙ୍କୁ ଜଙ୍ଗଲରେ ଛାଡ଼ିଥିଲେ । ହେଲେ ଆସିବାର କିଛି ମାସ ପରେ!-->…
Read More...
Read More...
ନୟାଗଡ଼ ମାଓ ଆକ୍ରମଣ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ୩ ଅଭିଯୁକ୍ତ
ନୟାଗଡ଼: ନୟାଗଡ଼ ଟାଉନ ଥାନା ପାଖ ପୂରୁଣା ରିଜର୍ଭ ପୋଲିସ ଅଫିସ ଉପରେ ଆକ୍ରମଣରେ ମାଓନେତା କୁହାଯାଉଥିବା ଅଭିଯୁକ୍ତ ସବ୍ୟସାଚି ପଣ୍ଡା, ପ୍ରତାପ କିମ୍ବିକା, ମଞ୍ଜୁଲତା ମୁଦୁଲି ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ୩ ଜଣ ।
୫୧!-->!-->!-->…
Read More...
Read More...
କାବୁଲରେ ବୋମା ବିସ୍ଫୋରଣ,୬ ମୃତ ଶତାଧିକ ଆହତ
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅତି କମରେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଶତାଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ସରକାରଙ୍କ ପକ୍ଷରୁ ବିସ୍ଫୋରଣ ନେଇ ଅଫିସିଆଲ୍ ଷ୍ଟେଟମେଣ୍ଟ ଆସିନାହିଁ । ଏକ!-->…
Read More...
Read More...