ପ୍ରମୁଖ ଖବର

ଶିଳ୍ପ ନିବେଶକୁ ବଡ଼ ପ୍ରୋତ୍ସାହନ, ୩୭ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ମଞ୍ଜୁରି
ଓଡ଼ିଶାର ୧୪ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି
ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଗୁରୁ ଦିବସ
ଚେନ୍ନାଇରେ ହେବ ଅଲିମ୍ପିକ୍‌ ସିଟି ଓ ମୋଟୋରସ୍ପୋର୍ଟସ୍‌ ସିଟି, ଆସିବ ଫର୍ମୁଲା-୧ ରେସ୍‌
ସତ୍ୟେନ୍ଦ୍ର ଜୈନ୍‌ଙ୍କୁ STP ଘୋଟାଲା ମାମଲାରେ ଜାମିନ୍
ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଲା ରାଘବ ଚଢ଼ାଙ୍କ ନାଁ
Browsing Category

Today’s Highlight

ଆଜି ନନ୍ଦନକାନନର ୬୩ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର; ଆଜି ୬୩ତମ ପ୍ରତିଷ୍ଠା ଦିବସ ପାଳୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଗତ ୬୨ବର୍ଷରେ ପର୍ଯ୍ୟଟକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ନେଇଛି ନନ୍ଦନକାନନ । ଆଜିଠୁ ନୂଆ ପଶୁପକ୍ଷୀଙ୍କୁ ଦେଖିବାକୁ ସୁଯୋଗ ପାଇବେ ପର୍ଯ୍ୟଟକ । ମହୀଶୂର ଚିଡିଆଖାନାରୁ ଆସିଥିବା ବିରଳ ପ୍ରଜାତିର ଜନ୍ତୁ
Read More...

ଅନୁଗୁଳବାସୀଙ୍କୁ ନୂଆବର୍ଷ ଭେଟିଦେବେ ମୁଖ୍ୟମନ୍ତ୍ରୀ

ଅନୁଗୁଳ; ଆଜି ଅନୁଗୁଳବାସୀଙ୍କୁ ନୂଆବର୍ଷ ଭେଟିଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳରେ ୧୧ଟି ପ୍ରକଳ୍ପର ଶୁଭାରମ୍ଭ ସହ ୧୩ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ମିଶନ ଶକ୍ତି ମହିଳାଙ୍କୁ ଭେଟିବେ ଏବଂ ୨୪୨ କୋଟି ଟଙ୍କା ଋଣର ଡିଜିଟାଲ ଲଞ୍ଚିଂ ଶୁଭାରମ୍ଭ
Read More...

ନୂଆ ଗାଇଡଲାଇନ୍ ଆଣିଲା ‘ଏୟାର ଇଣ୍ଡିଆ ଏକ୍ସପ୍ରେସ’

ୟୁଏଇ; କରୋନାକୁ ନେଇ ନୂଆ ଗାଇଡଲାଇନ୍ ଆଣିଲା ‘ଏୟାର ଇଣ୍ଡିଆ ଏକ୍ସପ୍ରେସ’ । ଏଣିକି ୟୁନାଇଟେଡ୍ ଆରବ୍ ଏମିରେଟ୍ସରୁ ଆସୁଥିବା ଯାତ୍ରୀଙ୍କ ପାଇଁ ‘ଏୟାର ଇଣ୍ଡିଆ ଏକ୍ସପ୍ରେସ୍’ ଜାରି କରିଛି ନୂଆ କୋଭିଡ୍ ମାର୍ଗଦର୍ଶିକା । ଗାଇଡଲାଇନ୍ ମୁତାବକ, ସଂଯୁକ୍ତ ଆରବ ଏମିରେଟ୍‌ସ୍‌ରୁ ଆସୁଥିବା ସମସ୍ତ
Read More...

ବାରବାଟୀରେ ‘ସେଲିବ୍ରେସନ୍’

କଟକ; ହକି ବିଶ୍ବକପ୍ ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ଆସନ୍ତା ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ପୁରୁଷ ହକି ବିଶ୍ୱକପ । ଏହି ମହାକୁମ୍ଭ ଆରମ୍ଭର ଦୁଇ ଦିନ ପୂର୍ବରୁ ଅର୍ଥାତ ଜାନୁଆରୀ ୧୧ରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଉଦଘାଟନୀ ଉତ୍ସବ ।
Read More...

ବିଲୁପ୍ତ ହୋଇଯିବେ କି ୨୯ ପ୍ରଜାତିର ଜୀବଜନ୍ତୁ ?

ବିଲୁପ୍ତ ହେବାକୁ ବସିଲେଣି ୨୯ ପ୍ରଜାତିର ଜୀବଜନ୍ତୁଲୋପ ପାଇବାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନସଂରକ୍ଷଣ ପାଇଁ ଅଣ୍ଟା ନ ଭିଡିଲେ ହଜିଯିବେ ଅନେକ ପ୍ରଜାତି ନ୍ୟୁଜ୍ ବ୍ୟୁରୋ; ସାରା ଦୁନିଆରେ ଅନେକ ପ୍ରଜାତିର ଜୀବଜନ୍ତୁ ଓ ଉଦ୍ଭିଦ ରହିଛନ୍ତି । କିନ୍ତୁ ଏବେ ଅନେକ ପ୍ରଜାତିର
Read More...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ ସମୀର ଠାକୁର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌର ପରିଷଦର ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜିଲାନ୍ସ  ଚଢ଼ାଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ମହାବୀର ପଡ଼ାରେ ଥିବା ତାଙ୍କ ୩ ମହଲା ବିଶି‌ଷ୍ଟ ବାସଭବନ, ପୌର କାର୍ଯ୍ୟାଳୟ ଓ ମାରୱାରିପଡ଼ାରେ
Read More...

ଏନକାଉଣ୍ଟର ସ୍ଥଳରୁ ୩ ଆତଙ୍କୀଙ୍କ ମୃତଦେହ ଉଦ୍ଧାର

ଶ୍ରୀନଗର; ଆଜି ଜମ୍ମୁ ଓ କଶ୍ମୀରର ସିଧରାର ଆତ୍ମଗୋପନ କରିଥିବା ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।ଜମ୍ମୁ ଓ କଶ୍ମୀର ‘ଏଡିଜିପି’ କହିଛନ୍ତି ଯେ, ଗୁଳି ବିନିମୟ ଘଟିବା ସମୟରେ ଆତଙ୍କବାଦୀମାନେ ଗୋଟାଏ ଟ୍ରକ୍‌ରେ ଥିଲେ। ଏନ୍‌କାଉଣ୍ଟର୍‌ରେ ୩ଜଣଯାକ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିଥିବା
Read More...

ବୁଷ୍ଟର ଡୋଜ ନେଇଥିବା ବ୍ୟକ୍ତିମାନଙ୍କୁ ନାଜାଲ ଭାକ୍ସିନ ମନା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଲାଣି। ଭାରତରେ ନାଜାଲ ଟିକା ବା ନାକରେ ପଡ଼ି ପାରୁଥିବା ଟିକାର ପ୍ରଚଳନ କରାଯାଇଛି। କୋୱିନ ଆପ୍‌ ଜରିଆରେ ପଞ୍ଜୀକରଣ କରି ଜଣେ ପ୍ରାପ୍ତ ବୟସ୍କ ଏହି ଟିକାକୁ ନେଇ ପାରିବେ। କିନ୍ତୁ କରୋନା ବିରୋଧରେ ବୁଷ୍ଟର ବା ତୃତୀୟ ଡୋଜ୍‌ ନେଇ
Read More...

ଡିସେମ୍ବର ୨୯ରୁ ସୋଆରେ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍

ଭୁବନେଶ୍ୱର, ୨୭/୧୨: ଡିସେମ୍ବର ୨୯ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଷ୍ଟାଡିୟମ୍‌ରେ ୨୭ ତମ ସିନିୟର୍ ଆଇଏକେଓ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍ ଆୟୋଜିତ ହେବ । ଏହି ଚାମ୍ପିଅନ୍‌ସିପ୍‌ରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ୫୦୦ ରୁ ଅଧିକ
Read More...

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ସୂଚନା ଅନୁଯାୟୀ, ୟୁପି ସ୍କୁଲ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ଅବଧି ବୃଦ୍ଧି ପ୍ରସ୍ତାବକୁ
Read More...