ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category

Today’s Highlight

ଇସ୍ରୋ ଲଞ୍ଚ କଲା ଦେଶର ପ୍ରଥମ ଘରୋଇ ରକେଟ୍

ଆନ୍ଧ୍ରପ୍ରଦେଶ: ଆଜି ସାରା ଭାରତବାସୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ । ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ ସଫଳତାର ସହ ଉତକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରୁ ଏହି ରକେଟ
Read More...

ଆଜିଠୁ ଆରମ୍ଭ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍

କିୱି: କିୱି ମାଟିରେ ଆଜିଠାରୁ ମୁହାମୁହିଁ ହେବେ ଭାରତ-ନ୍ୟୁଜିଲ୍ୟାଣ୍ଡ । ଟି-୨୦ ସିରିଜରେ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାଗ୍ୟ ପରୀକ୍ଷା କରିବ ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ବ ଦିଆଯାଇଛି । ହାର୍ଦ୍ଦିକଙ୍କୁ ମଧ୍ୟ ୨୦୨୪ ବିଶ୍ବକପ୍‌ରେ
Read More...

ହିଜାବ ବିରୋଧୀ ଆନ୍ଦୋଳନରେ ଗୁଳିମାଡ଼; ୫ ମୃତ, ୧୦ ଆହତ

ନୂଆଦିଲ୍ଲୀ: ଆଖିବୁଜା ଗୁଳିମାଡ଼ରେ ଥରିଲା ଇରାନ ମାର୍କେଟ । ଗୁଳିକାଣ୍ଡରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପୋଲିସ କର୍ମଚରୀ ମଧ୍ୟସାମିଲ ରହିଛନ୍ତି। ଏହି ଆକ୍ରମଣ ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ଏକ ବଜାରରେ ହୋଇଛି ।
Read More...

ପଦ୍ମପୁର ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ତିନି ପ୍ରମୁଖ ଦଳର ପ୍ରାର୍ଥୀ

ବରଗଡ; ଆସନ୍ତା ୫ରେ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ପଡ଼ିବାକୁ ଥିବା ବେଳେ ଆଜି ପ୍ରାର୍ଥୀପତ୍ର ଦାଖଲର ଥିଲା ଶେଷ ଦିନ। ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନରେ ତିନିଦଳର ପ୍ରାର୍ଥୀଙ୍କ ସହ ଅନ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ
Read More...

ନୂଆ ପିନ୍ଧି ପୋଢୁଆଁ ହେବେ ବଡଠାକୁର

ଆଜି ପ୍ରଥମାଷ୍ଟମୀ । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ । କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’। ଏଥିପାଇଁ ଘରେ ଘରେ ଏଣ୍ଡୁରି ପିଠା ଓ ଆରିସା ପିଠା କରି ଷଷ୍ଠୀ
Read More...

କ୍ୟାପିଟାଲ ହସ୍ପିଟାଲ ବୁଲି ଦେଖିଲେ ପାଣ୍ଡିଆନ

ଆଜି ସକାଳେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ ସ୍ବାସ୍ଥ୍ୟବସ୍ଥା ଭିତ୍ତିଭୂମିର ବିକାଶର ସମୀକ୍ଷା କରିଛନ୍ତି। ଟ୍ରମା କେଆର ଏବଂ ରିସର୍ଚ୍ଚ ଟ୍ରମା କେଆର୍ ,ପିଜି ଗ୍ରାଜୁଏଟ ମେଡିକାଲ କଲେଜ , ସର୍ଜରି ବ୍ଲକ, ଜୁନିଅର ହଷ୍ଟେଲ , ବରିଷ୍ଠ
Read More...

ଦିଲ୍ଲୀରେ ଓଡିଆ RAW ଅଧିକାରୀଙ୍କ ଆତ୍ମହତ୍ୟା

ଆତ୍ମହତ୍ୟା କଲେ ଓଡିଆ RAW ଅଧିକାରୀ । ଦିଲ୍ଲୀ ଲୋଧି କଲୋନୀ ସ୍ଥିତ RAW ଅଫିସ ମୁଖ୍ୟାଳୟର ୧୦ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଓଡିଆ ଅଫିସରଙ୍କ ନାଁ ଅନିକେତ କୁମାର । ସେ କଟକର ବାସିନ୍ଦା । ସୋମବାର ସକାଳେ ସେ ୧୦ ମହଲା ଉପରେ ଥିବା ତାଙ୍କ ଅଫିସରେ ପହଞ୍ଚିବା ପରେ
Read More...

ଆଜିଠୁ ପାରାଦୀପରେ ଅଭ୍ୟାସ କରିବ ନୌସେନା

ଆଜିଠୁ ପାରାଦୀପ ଉପକୂଳରେ ‘ସି-ଭିଜିଲ୍’ । ଅର୍ଥାତ୍ ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ପାଇଁ ଅଭ୍ୟାସ କରିବ ନୌସେନା । ଏହି ପ୍ରସ୍ତୁତି ଅଭ୍ୟାସର ନାଁ ରଖାଯାଇଛି ‘ସି-ଭିଜିଲ୍’। ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଆଦି ୪ଟି ରାଜ୍ୟ ମିଳିତ ଭାବେ ଏହି ସମରାଭ୍ୟାସ
Read More...

ପଥର ଖଣି ଭୁଶୁଡି ୮ ଶ୍ରମିକ ମୃତ, ଏବେବି ୪ ଜଣ ନିଖୋଜ

ମିଜୋରାମରେ ଅଚାନକ ଭୁଶୁଡିଗଲା ପଥର ଖଣି। ମାଟି ତଳେ ଦବି ଯାଇଥିଲେ ୧୨ ଜଣ ଶ୍ରମିକ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଆଉ ୪ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୋମବାର ଅପରାହ୍ନ ପ୍ରାୟ ୩ଟାରେ ଦକ୍ଷିଣ ମିଜୋରାମର ହନାଥିଆଲ ଜିଲ୍ଲାରେ ଏହି ଘଟଣା ଘଟିଛି। ମୌଦାଢ
Read More...

ଜାନୁଆରି ୪ରୁ ବନ୍ଦ ରହିବ ଭିତରକନିକା

୧୦ଦିନ ବନ୍ଦ ରହିବ ବିରଳ ବଉଳା କୁମ୍ଭୀରଙ୍କ ଅନ୍ତୁଡ଼ିଶାଳ । ଆସନ୍ତା ଜାନୁଆରି ୪ ତାରିଖରୁ ୧୪ ତାରିଖ ଯାଏ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ୧୦ଦିନରେ ଭିତରକନିକା ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ଥିବା ନଦୀ, ନାଳଗୁଡିକରେ କୁମ୍ଭୀରମାନଙ୍କ ଗଣନା କରାଯିବ ।
Read More...