Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
Browsing Category
Today’s Highlight
ଖୋଲିଲା ଶିମିଳିପାଳ ଓ କୁଳଡିହା ଅଭୟାରଣ୍ୟ
ଭୁବନେଶ୍ବର୍; ପର୍ଯ୍ୟଟକଙ୍କ ପାଇଁ ଆସିଲା ଖୁସି ଖବର । ନଭେମ୍ବର ୧ରୁ ଅର୍ଥାତ୍ ଆଜିଠାରୁ ଖୋଲିଛି ୨ଟି ଅଭୟାରଣ୍ୟ । ଶିମିଳିପାଳ ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଖୋଲିଛି ଶିମିଳିପାଳ ଜାତୀୟ ଉଦ୍ୟାନ । ଏଥିପାଇଁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ସକାଳ!-->…
Read More...
Read More...
ଆରବିଆଇ ଡିଜିଟାଲ୍ ଇ-ଟଙ୍କାର ପାଇଲଟ୍ ପରୀକ୍ଷଣ ଆରମ୍ଭ
ନୂଆଦିଲ୍ଲୀ; ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଚଳିତ ମାସ ଆରମ୍ଭରେ ଘୋଷଣା କରିଥିଲା ଯେ ଖୁବ୍ ଶୀଘ୍ର ଡିଜିଟାଲ୍ ବ୍ୟବହାର (ଇ-ରୂପୀ) ର ପାଇଲଟ୍ ଲଞ୍ଚ ଆରମ୍ଭ ହେବ। ବର୍ତ୍ତମାନ ଆରବିଆଇର ନିଜସ୍ୱ ଡିଜିଟାଲ୍ ମୁଦ୍ରା ବାସ୍ତବରେ ପରିଣତ ହେବାକୁ ଯାଉଛି | କେନ୍ଦ୍ରୀୟ ବ୍ୟାଙ୍କ!-->…
Read More...
Read More...
ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି
ଆଠଗଡ; ଗୁଜୁରାଟ ଝୁଲା ପୋଲ ଭୁଶୁଡିବା ଘଟଣା ପରେ ଓଡିଶା ପ୍ରଶାସନର ଚେତା ପଶିଛି। ଧବଳେଶ୍ୱର ଝୁଲା ପୋଲରେ ଯିବା ଆସିବା କରୁଥିବା ଲୋକଙ୍କ ସଂଖ୍ୟାକୁ କମାଇ ଦିଆଯାଇଛି । ଆଜି ଏହି ଝୁଲା ପୋଲର ସୁରକ୍ଷା ଯାଞ୍ଚ କରିବ ଟେକନିକାଲ ଟିମ । ଏହା ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା!-->…
Read More...
Read More...
ରାଜ୍ୟରେ କାୟାବିସ୍ତାର କରୁଛି କରୋନା
ଭୁବନେଶ୍ବର; ଶୀତ ଋତୁ ଆରମ୍ଭ ମାତ୍ରେ ପୁଣି କାୟାବିସ୍ତାର କରୁଛି କରୋନା । ଦେଶର ବିଭିନ୍ନ ରାଜ୍ୟରେ ଓମିକ୍ରନର ନୂଆ ଭୁତାଣୁ ଚିହ୍ନଟ ହେଉଥିବାରୁ ଏବେ ଚିନ୍ତା ବଢ଼ିଛି । ବିଦେଶରେ ଓମିକ୍ରନର ଉପପ୍ରଜାତି ‘ଏକ୍ସବିବି’ ତାଣ୍ଡବ ରଚିବା ପରେ ଏବେ ଦେଶରେ କ୍ରମଶଃ ବିସ୍ତାର କରୁଛି । ମୋଟ!-->…
Read More...
Read More...
ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ନବୀନ
କହିଲେ ଧାମନଗର ବିକାଶ ଦାୟିତ୍ବ ମୋରପାଞ୍ଚବର୍ଷର କାର୍ଯ୍ୟ ୧୮ମାସରେ ହେବଆସନ୍ତାକାଲି ପୁଣି ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପ୍ରଚାର ଶେଷ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ପ୍ରଚାର କରିଛନ୍ତି। ଧାମନଗର!-->!-->!-->…
Read More...
Read More...
ଭୁବନେଶ୍ବରରରୁ ଜୟପୁରକୁ ଆରମ୍ଭ ହେଲା ବିମାନସେବା
ଭୁବନେଶ୍ବର; ଦୀର୍ଘ ୩୫ବର୍ଷ ପରେ କୋରାପୁଟବାସୀଙ୍କ ସ୍ୱପ୍ନ ସାକାର ହେଲା। ଆଜିଠୁ ଜୟପୁରକୁ ଆରମ୍ଭ ହେଲା ବିମାନସେବା । ଭିଡ଼ିଓ କନଫରେନ୍ସ ଜରିଆରେ ଏହାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ପ୍ରଥମ ବିମାନବନ୍ଦରରୁ ଜୟପୁରକୁ ଉଡ଼ିଛି!-->…
Read More...
Read More...
ଧବଳେଶ୍ୱର ଝୁଲା ପୋଲ ଉପରେ ଲାଗିଲା କଟକଣା
ଆଠଗଡ; ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲ ଉପରେ ଲାଗିଲା କଟକଣା । ତେବେ ଏହାର ଯାଞ୍ଚ ପାଇଁ ଏଡିଏମ ଙ୍କ ନେତୃତ୍ୱରେ ଏକ ଟିମ ଆଜି ଧବଳେଶ୍ବର ଗ୍ରସ୍ତ କରିବେ। ଆଜି ରାତିଠାରୁ ଆସନ୍ତାକାଲି ଝୁଲା ପୋଲ ବନ୍ଦ ରହିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି। ଅଧିକ ଲୋକ ଯାତାୟାତ ଉପରେ!-->…
Read More...
Read More...
ଚନ୍ଦ୍ରଗ୍ରହଣରେ ପାକତ୍ୟାଗ, ଦେବନୀତି ନିଷେଧକୁ ନେଇ ଦ୍ୱନ୍ଦ୍ୱ
ପୁରୀ; ଚଳିତବର୍ଷ ୮ ତାରିଖରେ ପଡ଼ୁଛି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ର ଗ୍ରହଣ। ଏହି ଦିନ ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ଶ୍ରୀମନ୍ଦିର ପ୍ରଶାସନ ସକାଳ ୮ଟା ୨୯ରେ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ନୀତିକାନ୍ତିରେ ଉଲ୍ଲେଖ କରିଛି । ଜ୍ୟୋତିର୍ବିଦମାନେ!-->…
Read More...
Read More...
୭୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିପାରେ ଟ୍ୱିଟର୍
ନ୍ୟୁଜ୍ ବ୍ୟୁରୋ; ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟରରୁ କର୍ମଚାରୀଙ୍କ ଛଟେଇ କରିବେ ଏଲନ ମସ୍କ । ଏନେଇ ଆମେରିକା ଖବରକାଗଜ ଦ ନ୍ୟୁୟର୍କ ଟାଇମ୍ସରରେ ପ୍ରକାଶ ପାଇଛି ତଥ୍ୟ । ସୋଶାଲ ମିଡିଆ କମ୍ପାନୀ ଟ୍ୱିଟର୍କୁ କିଣିବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି ଏଲନ ମସ୍କ ।!-->…
Read More...
Read More...
୪ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ୭ ସୁଦ୍ଧା ନେଇପାରେ ଲଘୁଚାପ ରୂପ
ଭୁବନେଶ୍ୱର, ନଭେମ୍ବର ୪ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଉତ୍ତର ସୁମାତ୍ରା ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୭ ସୁଦ୍ଧା ଏହା ଲଘୁଚାପ ରୂପ ନେଇପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।
ଡ.!-->!-->!-->…
Read More...
Read More...