Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
Browsing Category
Today’s Highlight
ତାମିଲନାଡୁ ଯିବେ ୨୨୦ ଆଦିବାସୀ ଯୁବତୀ
ଭୁବନେଶ୍ବର: ଆଜି ତାମିଲନାଡୁ ଯିବେ କଳାହାଣ୍ଡିର ୨୨୦ ଜଣ ଯୁବତୀ । ସମସ୍ତେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣରେ ଅଧିନରେ ହୋସୁରରେ ଥିବା ଟାଟା ଇଲୋକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡରେ ନିଯୁକ୍ତି ପାଇଛନ୍ତି । ଆଜି ଭୁବନେଶ୍ବର ବିମାନବନ୍ଦରରୁ ସମସ୍ତେ ସ୍ବତନ୍ତ୍ର ବିମାନରେ ତାମିଲନାଡୁ!-->…
Read More...
Read More...
ବଙ୍ଗୋପସାଗରରେ ଆସୁଛି ବାତ୍ୟା
୨୨ ତାରିଖରେ ସ୍ପଷ୍ଟ ହେବ କେତେ ଓ କେଉଁଠି ପ୍ରଭାବ ପକାଇବ
ଭୁବନେଶ୍ବର: ଉତ୍ତର ଆଣ୍ଡମାନ ସାଗର ରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି କ୍ଷେତ୍ର ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଦକ୍ଷିଣ ପୂର୍ବ ତତ୍ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ!-->!-->!-->…
Read More...
Read More...
ରବି ଫସଲର ଏମଏସପି ବୃଦ୍ଧି କଲା କେନ୍ଦ୍ର
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଚାଷୀଙ୍କ ପାଇଁ ଆସିଲା ଖୁସି ଖବର । ରବି ଫସଲର ଏମଏସ୍ପି ବୃଦ୍ଧି କଲେ କେନ୍ଦ୍ର ସରକାର । ୨୦୨୩-୨୪ରେ ଏହି ବର୍ଦ୍ଧିତ ଏମଏସ୍ପି ଦାମରେ ସରକାର ଚାଷୀଙ୍କଠାରୁ ସାମଗ୍ରୀ କିଣିବେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏମଏସ୍ପି!-->…
Read More...
Read More...
ବିସିସିଆଇର ନୂଆ ବସ୍ ରୋଜର ବିନ୍ନି
ନୂଆଦିଲ୍ଲୀ: ବିସିସିଆଇ ସଭାପତି ପାଇଁ ରୋଜର ବିନ୍ନିଙ୍କ ନାଁରେ ବାଜିଲା ମୋହର । ଆଜି ମୁମ୍ବାଇରେ ବସିଥିବା ବାର୍ଷିକ ସାଧାରଣ ବୈଠକରେ ବିନ୍ନିଙ୍କୁ ୩୬ତମ ବିସିସିଆଇ ଅଧ୍ୟକ୍ଷ ଭାବେ ମୋହର ମାରିଛି ବୋର୍ଡ । ନୂଆ ସଭାପତି ଭାବେ ସେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଛନ୍ତି । ତେବେ ସୌରଭ!-->…
Read More...
Read More...
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେଲା ନୂଆ କରିକ୍ୟୁଲମ
କଟକ: ନବମ ଓ ଦଶମ ଶ୍ରେଣୀ ପିଲାଏ ପଢ଼ିବେ ନୂଆ ବିଷୟ ‘ଆସ୍ପିରେସନାଲ୍ କମ୍ପୋନେଣ୍ଟ’। ଏନେଇ ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ କରିକୁଲାର ଏକ୍ଟିଭିଟିସ, ବେସିକ ଆଇଟି ସ୍କିଲ୍ସକୁ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ବୋର୍ଡ ପକ୍ଷରୁ ନିଷ୍ପତ୍ତି!-->…
Read More...
Read More...
ବନ୍ୟାରେ ଉବୁଟୁବୁ ନାଇଜେରିଆ,ଗଲାଣି ୬୦୦ରୁ ଉର୍ଦ୍ଧ୍ବ ଜୀବନ
ନାଇଜେରିଆରେ ଆସିଛି ପ୍ରଳୟଙ୍କରୀ ବନ୍ୟା । ଏହି ବନ୍ୟାରେ ୬୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଯାଇଛନ୍ତି । ଏଥିସହିତ ନାଇଜେରିଆ ଅନାହାର ଓ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ନାଇଜେରିଆର ମାନବୀୟ ବ୍ୟାପାର ମନ୍ତ୍ରାଳୟ ଟୁଇଟ୍ କରିଛି!-->…
Read More...
Read More...
ଦୀପାବଳିରେ କରୋନାର ନୂଆ ଲହର !
ଦୀପାବଳିରେ ଆସିପାରେ କରୋନାର ନୂଆ ଭ୍ୟାରିଆଣ୍ଟଭାରତରେ ଓମିକ୍ରନ ବିଏଫ୍-୭ ଚିହ୍ନଟସତର୍କ କରାଇଲେ ବିଶେଷଜ୍ଞ
ନୂଆଦିଲ୍ଲୀ; ଦେଶରେ କରୋନା ସାମାନ୍ୟ କମୁଥିବାରୁ କଟକଣା ମଧ୍ୟ କୋହଳ ହେଉଛି । କିନ୍ତୁ ନିକଟରେ କରୋନାର ନୂଆ ଭାରିଆଣ୍ଟ ସାମ୍ନାକୁ ଆସିବା ପରେ ଏବେ ବିଶେଷଜ୍ଞଙ୍କ ଚିନ୍ତା!-->!-->!-->…
Read More...
Read More...
ଧାମନଗର ଉପନିର୍ବାଚନ ନେଇ କି ସୂଚନା ଦେଲେ ଲୋହାନୀ?
ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ଅକ୍ଟୋବର ୧୪ ଥିଲା ନାମାଙ୍କନ ଦାଖଲର ଶେଷ ଦିନ। ୬ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ୫ ଜଣଙ୍କ ନାମାଙ୍କନ କାଏମ ରହିଛି। ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ତଥ୍ୟ ପ୍ରଦାନ କରିଛନ୍ତି। ୧୦୭ଟି ସମ୍ବେଦନଶୀଳ ବୁଥ!-->…
Read More...
Read More...
ଓଡ଼ିଶାକୁ ବଡବର୍ଷା ଆସୁଛି
ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୦ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି । ଏହା ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି। ଦକ୍ଷିଣ ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ!-->…
Read More...
Read More...
ପହିଲାରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ
ମୟୁରଭଞ୍ଜ; ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ମଜା ନେବେ ପର୍ଯ୍ୟଟକ । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇ ପାରିବେ ଦର୍ଶକ । ନଭେମ୍ବର ୧ ତାରିଖରୁ ଶିମିଳିପାଳ ଖୋଲିବା ନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ!-->…
Read More...
Read More...