ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category

Today’s Highlight

ୟୁକ୍ରେନରେ ଧସେଇ ପଶିଲା ଋଷ ସେନା, ଘନଘନ ମିଜାଇଲ,ବୋମାମାଡ଼

ୟୁକ୍ରେନରେ ଧସେଇ ପଶିଲା ଋଷ । ୟକ୍ରେନର ୬ଟି ଏୟାରଫିଲ୍ଡକୁ ଟାର୍ଗେଟ କରିଛି ଋଷ ସେନା । ଫ୍ରାଙ୍କକ୍ୱିସ୍କ ବିମାନବନ୍ଦରରେ ମଧ୍ୟ ମିସାଇଲ ଆକ୍ରମଣ କରିଛି ଋଷ । ୟୁକ୍ରେନର ଏକାଧିକ ସ୍ଥାନରେ ଋଷ ପକ୍ଷରୁ ରକେଟ ମାଡ଼ କରାଯାଉଛି । ୟୁକ୍ରେନର ଅନେକ ଅଞ୍ଚଳକୁ ଦଖଲ କରିନେଇଛି ଋଷ ସେନା । ଆକାଶରୁ
Read More...

ପଞ୍ଚମ ପର୍ଯ୍ୟାୟ ଭୋଟ: ୭୦% ମତଦାନ

ରାଜ୍ୟରେ ସୁରୁଖୁରୁରେ ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ। ଆଜି ଶେଷ ପର୍ଯ୍ୟାୟ ମତଦାନରେ ୭୦ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ନିର୍ବାଚନ କମିଶନର ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି। ସବୁଠି ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଥିବା ବେଳେ କିଛି ସ୍ଥାନରେ ଆଇନଶୃଙ୍ଖଳାପାଇଁ ମତଦାନ
Read More...

ଜୀବନ ବଞ୍ଚାଇବାକୁ ମେଟ୍ରୋ ଷ୍ଟେସନ ବନିଲା ସୁରକ୍ଷା କବଚ

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇ ଦେଶ ମଧ୍ୟ ଗତ କିଛି ମାସ ହେବ ବିବାଦ ଚାଲିଥିଲା । ଆଜି ସକାଳୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ଯୁଦ୍ଧ ଆରମ୍ଭ ହେବା ପରେ ଏବେ ଉଭୟ ଦେଶର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।
Read More...

ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି

ଯାହା ଆଶଙ୍କା କରାଯାଉଥିଲା, ସତରେ ସେଇଆ ହିଁ ଘଟିଲା । ଋଷ ଓ ୟୁକ୍ରେନ ମଧ୍ୟ ଆରମ୍ଭ ହୋଇଯାଇଛି ଯୁଦ୍ଧ । କିନ୍ତୁ ୟୁକ୍ରେନରେ ଫସିରହିଯାଇଛନ୍ତି ଭାରତୀୟ । ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ କିଛି ଭାରତୀୟଙ୍କୁ ଅଣାଯାଇର୍ଥିଲେ ମଧ୍ୟ ଆଉ ହଜାର ହଜାର ଭାରତୀୟ ଫସି ରହିଛନ୍ତି । ୟୁକ୍ରେନରେ
Read More...

ଯୁଦ୍ଧକୁ ନେଇ ଚିନ୍ତାରେ ବିଶ୍ୱ, ହେଲେ ଇମ୍ରାନ ଖୁସି

ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ। ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ଭିତରେ ଥରହର ହେଉଛି ବିଶ୍ୱ। ଏଭଳି ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି। ଯାହା ସମସ୍ତଙ୍କୁ ବ୍ୟଥିତ କରିଛି। ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ
Read More...

ଭାରତୀୟ ବଜାରରେ ଯୁଦ୍ଧର ପ୍ରଭାବ

ଋଷ-ୟୁକ୍ରେନ ଯୁଦ୍ଧ ବଜାରରେ ନିଆଁ ଲଗାଇଛି। ସେୟାର ବଜାରର ସ୍ଥିତି ସାଂଘାତିକ ହୋଇଛି। ଖସିଲା ସେୟାର ବଜାର ଓ ସେନସେକ୍ସ। ୧୫୦୦ ପଏଣ୍ଟତଳକୁ ଖସିଲା ଭାରତୀୟ ସେୟାର ବଜାର। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ନିଫ୍ଟି)ରେ ୪୪୨ ପଏଣ୍ଟ ହ୍ରାସ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଆଜି କାରବାର ଆରମ୍ଭ
Read More...

ପୁଟିନଙ୍କ ନାଲି ଆଖି, ୟୁକ୍ରେନ ମାମଲାରେ ହସ୍ତକ୍ଷେପ କଲେ ଛାଡିବୁନି

ଆରମ୍ଭ ହୋଇଛି ଋଷ-ୟୁକ୍ରେନ ମହାଯୁଦ୍ଧ। ୟୁକ୍ରେନ ବିରୋଧରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ଆରମ୍ଭ ହୋଇଛି ଆକ୍ରମଣ। ସେପଟେ ଜାତିସଂଘ ବୈଠକରେ ସବୁ ଦେଶର କଥାକୁ ପଛରେ ପକାଇ କଡ଼ା ଚେତାବନୀ ଦେଇଛନ୍ତି ପୁଟିନ। ଯେଉଁ ପାଶ୍ଚାତ ଦେଶ ୟୁକ୍ରେନକୁ ସହଯୋଗ କରିବେ
Read More...

ଆସିଗଲା ଯୁଦ୍ଧ ସମୟ! ଋଷର ସେନା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଆସିଗଲା ଯୁଦ୍ଧ ସମୟ। ୟୁକ୍ରେନ ବିରୋଧରେ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶ। ପୁଟିନ କହିଛନ୍ତି,ୟୁକ୍ରେନକୁ କବଜା କରିବାର କୌଣସି ଉଦ୍ଦେଶ୍ୟ ନାହିଁ।କିନ୍ତୁ ୟୁକ୍ରେନ ନମାନିଲେ ଯୁଦ୍ଧ ହିଁ ହେବ। ଅନ୍ତର୍ଜାତୀୟ ଗଣମାଧ୍ୟ ପକ୍ଷରୁ ରିପୋର୍ଟରେ
Read More...

ଆଜି ଶେଷ ପର୍ଯ୍ୟାୟ ମତଦାନ: ମାଓ ଇଲାକାରେ ପଡିଲା ଭୋଟ

ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ସକାଳ ୭ରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନ ଏବଂ ଏହା ଅଧିନରେ ଥିବା ୯୭୫ ପଞ୍ଚାୟତରେ ମତଦାନ ହେଉଛି। ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପଞ୍ଚମ ପର୍ଯ୍ୟାୟରେ
Read More...