ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category

Today’s Highlight

ଟ୍ରକ ଭିତରେ ପଶିଗଲା କାର, ୫ ମୃତ

ଉତ୍ତରପ୍ରଦେଶ ରାମପୁରରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଆସୁଥିବା ଏକ କାର ଟ୍ରକ ଭିତରକୁ ପଶିଯିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରରେ ଡ୍ରାଇଭର ସମେତ ୬ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ଆଖିବୁଜିଛନ୍ତି
Read More...

ଖୋଲିଲା ଦିଲ୍ଲୀ..ସୋମବାରରୁ ଶ୍ରେଣୀଗୃହ ପାଠପଢା

କରୋନା ସଂକ୍ରମଣ ହ୍ରାସ ହେଉଥିବାରୁ ଗୋଟିଏ ପରେ ଗୋଟିଏ ରାଜ୍ୟ କଟକଣା କୋହଳ କରୁଛନ୍ତି । ଓଡିଶା ପରେ ଦେଶର ରାଜଧାନୀ ଦିଲ୍ଲୀରେ ଆସନ୍ତା ୭ ତାରିଖରୁ ଅର୍ଥାତ ସୋମବାରରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ୭ ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । ଏହା ପରେ ୧୪
Read More...

‘କେନ୍ଦ୍ର ଉଠାଉ ବଳକା ଉଷୁନା ଚାଉଳ’

ରାଜ୍ୟସଭାରେ ପୁଣି ଉଷୁନା ଚାଉଳ ପ୍ରସଙ୍ଗ । ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ପୁରୁଣା ଦାବି ଦୋହରାଇଛି । ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ,ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରଶାନ୍ତ ନନ୍ଦ ଉଷୁନା ଚାଉଳ ପ୍ରସଙ୍ଗରେ ପୁଣି ଦାବି ଉଠାଇଛନ୍ତି । ସାଂସଦମାନେ ଗୃହରେ କହିଥିଲେ ଯେ, ରାଜ୍ୟର ବଳକା
Read More...

ଦେଶରେ ୫ ଲକ୍ଷ ଟପିଲା କରୋନା ମୃତ୍ୟୁ

କମୁଛି କରୋନା ସଂକ୍ରମଣ । ଧୀରେ ଧୀରେ କରୋନାର ତୃତୀୟ ଲହରର ପ୍ରକୋପ କମିବାରେ ଲାଗିଛି । ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଏକ ଲକ୍ଷ ୪୯ ହଜାର ୩୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ୧୩ ପ୍ରତିଶତ କମ ମାମଲା ଆସିଛି । ଗତକାଲି
Read More...

ବିସ୍ଫୋରଣରେ ଉଡିଲା ଆଇଏସଆଇଏସର ମୁଖ୍ୟ

ଆଇଏସଆଇଏସ ମୁଖ୍ୟ ଅବୁ ଇବ୍ରାହିମ ଅଲ ହାସମି ଅଲ କ୍ୟୁରେସିକୁ ଆମେରିକା ସୈନ୍ୟ ନିପାତ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ସିରିଆରେ ଆମେରିକା ସୈନ୍ୟ ଓ ଆଇଏସଆଇଏସ ମଧ୍ୟରେ ଜାରି ସଂଘର୍ଷରେ ଆଇଏସଆଇଏସ ଉପରେ ଏହା ବଡ଼ ବିଜୟ ବୋଲି ଦାବି
Read More...

ଓଡିଶାରେ କେବେ ଖୋଲିବ ସ୍କୁଲ?

ଏବେ ଦେଶରେ ଓ ରାଜ୍ୟରେ ଧୀରେ ଧୀରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ସ୍ଥିତିକୁ ଦେଖି କରୋନା କଟକଣା ମଧ୍ୟ ବିଭିନ୍ନ ରାଜ୍ୟରେ କୋହଳ କରାଯାଉଛି । ପଶ୍ଚିମବଙ୍ଗରେ ଆଜିଠୁ ସ୍କୁଲ ଖୋଲିବା ଆରମ୍ଭ ହୋଇଥିବା ବେଳେ ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା, ତେଲେଙ୍ଗାନା, ଦିଲ୍ଲୀରେ
Read More...

ପୁଣି ପଦାରେ ପଡିଲା ଚୀନର ମିଛ । ପୂର୍ବ ଲଦାଖ ଗଲୱାନ ଘାଟିରେ ଜୁନ ୨୦୨୦ରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ସଂଘର୍ଷରେ କର୍ଣ୍ଣେଲ ସନ୍ତୋଷ ବାବୁ ସମେତ ଭାରତର ୨୦ ଯବାନ ସହିଦ ହୋଇଥିଲେ । କିନ୍ତୁ ଚୀନ ନିଜ ସୈନିକଙ୍କ ମୃତ୍ୟୁକୁ ଲୁଚାଉଥିବା ଅଭିଯୋଗ ହୋଇଆସୁଥିଲା । ଏବେ
Read More...