Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ଲତାଙ୍କ ଦେହାନ୍ତରେ ଦେଶ ସ୍ତବ୍ଧ; ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା
ମୁମ୍ବାଇ: ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ ହୋଇଯାଇଛିଛ। ଲତାଙ୍କ ଦେହାନ୍ତରେ ପୁରା ଦେଶରେ ଶୋକର ଛାୟା ଖେଳିଯାଇଛି। ସୁର ସାମ୍ରାଜ୍ଞୀଙ୍କ ପରଲୋକରେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟୀୟ ଶୋକ ଘୋଷଣା କରିଛନ୍ତି। ଦୁଇ ଦିନ ପାଇଁ ଅର୍ଦ୍ଧନମିତ ରହିବ!-->…
Read More...
Read More...
ସେପାରିରେ ସ୍ୱର ସାମ୍ରାଜ୍ଞୀ
ଥମିଯାଇଛି ଭାରତର ସ୍ୱର । ଯାହାଙ୍କ ଯାଦୁଗରୀ ସ୍ୱର ଭାରତବାସୀଙ୍କୁ ବିମୋହିତ କରୁଥିଲା ସେ ଆଉ ନାହାନ୍ତି । ଦେଶ ଆଜି ଗୋଟେ ଉଜ୍ୱଳ ତାରାକୁ ହରାଇଛି । ଶେଷରେ ନୀରବିଗଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର । ଏବେ ଅଫେରା ରାଇଜରେ କୋକିଳକଣ୍ଠୀ । ୯୨ ବର୍ଷରେ ମୁମ୍ବାଇ ବ୍ରିଚକ୍ୟାଣ୍ଡି!-->…
Read More...
Read More...
ଭାରତ ଜିତିଲା ବିଶ୍ୱକପ
ଅଣ୍ଡର-୧୯ ବିଶ୍ୱକପରେ ପୁଣି ଥରେ କମାଲ ଦେଖାଇଛି ଟିମ ଇଣ୍ଡିଆ । ବିଶ୍ୱକପ ଜିତିଛି ଭାରତ । ଶନିବାର ଅଷ୍ଟମ ଥର ଫାଇନାଲ ଖେଳି ସର୍ବାଧିକ ପଞ୍ଚମ ଥର ବିଶ୍ୱକପ ଜିତିବାର ବିରଳ କୀର୍ତ୍ତିମାନ ସ୍ଥାପନ କରିଛି ଭାରତ । ୨୪ ବର୍ଷ ପରେ ଫାଇନାଲକୁ ଯାଇଥିବା ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରି ଭାରତ!-->…
Read More...
Read More...
ସୀମାରେ ହେଉଥିଲା ଡ୍ରଗ୍ସ ଚାଲାଣ
ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି । ବର୍ଡର ସିକ୍ୟୁରିଟି ଫୋର୍ସ ଅନ୍ତର୍ଜାତୀୟ ସୀମା ସାମ୍ବା ନିକଟରେ ୩ ଜଣ ପାକିସ୍ତାନୀ ଚୋରାଚାଲାଣକାରୀଙ୍କୁ ନିପାତ କରିଛନ୍ତି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରାଯାଇଛି । ବିଏସଏଫ ଅନୁସାରେ, ରବିବାର!-->…
Read More...
Read More...
ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର..
ସୁର ସାମ୍ରଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଗତ ୨୭ ଦିନ ଧରି ଲତା ମଙ୍ଗେସକର ମୁମ୍ବାଇର ବ୍ରିଚ୍କାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଖରାପ ହେବାକୁ ତାଙ୍କୁ ଭେଣ୍ଟିଲେଟରକୁ ସିଫ୍ଟ କରାଯାଇଛି । କିଛି ଦିନ ପୂର୍ବରୁ ତାଙ୍କର!-->…
Read More...
Read More...
କାହା ପାଖରେ କେତେ ସମ୍ପତ୍ତି ?
ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରଆସନରୁ ମୈଦାନରେ ଥିବା ବେଳେ ପୂର୍ବ ମୁଖ୍ୟମନ୍ତ୍ରୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କରହନ୍ ସିଟରୁ ଲଢୁଛନ୍ତି । ମୁଖ୍ୟ କଥା ଏହା କି ଯୋଗୀ ଓ!-->…
Read More...
Read More...
ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର, ଦିଲ୍ଲୀରେ ବି ଝଟ୍କା
ଜମ୍ମୁ-କାଶ୍ମୀର, ଦିଲ୍ଲୀ ଏନସିଆର ସମେତ ଅନେକ ଅଞ୍ଚଳରେ ଆଜି ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ଜମ୍ମୁ କାଶ୍ମୀରର କାଶ୍ମୀର ଘାଟି ଓ ଜମ୍ମୁ ସଂଭାଗା ଭୂକମ୍ପର ଝଟକା ଅଧିକ ଅନୁଭୂତ ହୋଇଛି । ଘରର ଆସବାବପତ୍ର ହଲିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇଆସିଥିଲେ । ରିକ୍ଟର ସ୍ଲେଲରେ!-->…
Read More...
Read More...
ରାଜ୍ୟରେ ସଂକ୍ରମଣ କମୁଛି, କିନ୍ତୁ ମୃତ୍ୟୁସଂଖ୍ୟା କମୁନି। ୩ ହଜାର ତଳକୁ ସଂକ୍ରମିତଙ୍କ ସଂଖ୍ୟା ଖସିଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢୁଛି । ରାଜ୍ୟରେ ଗତ ୨୪ ଘଣ୍ଟା ରେ ୨ ହଜାର ୬୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୫ ଶହ ୨୧ ଜଣ ଥିବା ବେଳେ ହଜାରେ ୮୨ ଜଣ ସ୍ଥାନୀୟ!-->…
Read More...
Read More...
ଶ୍ରୀନଗରରେ ୨ ଆତଙ୍କବାଦୀ ନିପାତ
ଚାଲିଛି ଆତଙ୍କବାଦୀ ସଫା ଅଭିଯାନ । ଜମ୍ମୁ-କାଶ୍ମୀର ଶ୍ରୀନଗରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । କାଶ୍ମୀର ଜୋନ ପୁଲିସ ଅନୁସାରେ, ଏନକାଉଣ୍ଟର କାଶ୍କୀରର ଜକୁରା ଅଞ୍ଚଳରେ ହୋଇଛି । କାଶ୍ମୀର!-->…
Read More...
Read More...