ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category

Today’s Highlight

ଗୋଟିଏ ପରେ ଗୋଟିଏ ରାଜ୍ୟରେ ସଙ୍କଟ, ଆଗକୁ ଅନ୍ଧାର!

ନୂଆଦିଲ୍ଲୀ: ଦେଶର ଅନେକ ବିଦ୍ୟୁତ କମ୍ପାନି ସାମନାରେ ଏବେ କୋଇଲା ଅଭାବ ମୁଣ୍ଡ ଟେକି ଛିଡା ହୋଇଛି। କୋଇଲା ଅଭାବରୁ ଦେଶର ଅନେକ ରାଜ୍ୟରେ ଘୋର ବିଜୁଳି ସଂକଟ ପରିସ୍ଥିତି ଉପୁଜିପାରେ। । ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାବି ମଧ୍ୟରେ ଅନେକ ପାର୍ଥକ୍ୟ ରହୁଛି। କୋଇଲା ଅଭାବ
Read More...

ପ୍ରତିଶୋଧ ନେଲା ସେନା: ଟଳିଲେ ୩ ଲସ୍କର

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ତୁରନ୍ତ ୫ ଯବାନଙ୍କ ବଳିଦାନର ବଦଲା ନେଇଛନ୍ତି। ସୋପିଆନରେ ଆଜି ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନକାଉଣ୍ଟରରେ ନିହତ ୩ ଆତଙ୍କବାଦୀ ଟିଆରଏଫ ସଦସ୍ୟ। ଘଟଣାସ୍ଥଳରୁ ବିପୁଳ ବିସ୍ଫୋରକ ଜବତ ହୋଇଥିବା ବେଳେ ସର୍ଚ୍ଚ ଅପରେସନ
Read More...

ସମ୍ ହସ୍ପିଟାଲ୍‌ରେ ଆର୍ଥ୍ରାଇଟିସ୍ ରୋଗ ନିମନ୍ତେ ଅତ୍ୟାଧୁନିକ ର‌୍ୟୁମାଟୋଲୋଜି କେନ୍ଦ୍ର ପ୍ରସ୍ତାବ

ଭୁବନେଶ୍ୱର, ୧୧/୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ଇ ନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋଗୀଙ୍କୁ ଉତମ ଚିକିତ୍ସା ପ୍ରଦାନ କରାଯିବା ସହ ଏ ଦିଗରେ ଗବେଷଣା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ଅତ୍ୟାଧୁନିକ
Read More...

ଆଲମିରାରୁ ମିଳିଲା ୧୪୨ କୋଟି

ଆଲମିରାରେ ର୍‌ଖାଯାଇଥିଲା ୧୪୨ କୋଟି । ଆଜ୍ଞା ହଁ କଥାଟା ଅଡୁଆ ଲାଗୁଥିଲେ ବି ସତ । ହାଇଦ୍ରାବାଦର ହେଟେରୋ ଫାର୍ମାସ୍ୟୁଟିକାଲ ଗ୍ରୁପର ଚଢାଉ କରିଛି ଆୟକର ବିଭାଗ । ହେଲେ ଆୟକର ବିଭାଗ ଅଧିକାରୀ ଯେତେବେଳେ ଆଲମିରା ଖୋଲିଥିଲେ, ସେତେବେଳେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ । ଆଲମିରାରେ
Read More...

ପାନ ମସଲା ବ୍ରାଣ୍ଡ ବିଜ୍ଞାପନ ଛାଡିଲେ ଅମିତାଭ

ମୁମ୍ବାଇ: ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନ ପାନ ମସଲା ବ୍ରାଣ୍ଡ ବିଜ୍ଞାପନରୁ ନିଜ ନାଁ ହଟେଇ ଦେଇଛନ୍ତି। ଗତ କିଛି ପାନ ମସଲା ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହୋଇଥିଲେ ବିଗ ବି। ବିଜ୍ଞାପନରୁ ନାଁ ପ୍ରତ୍ୟାହାର ପରେ ବିଗ ବି କହିଛନ୍ତି, ସେ ଚାହାନ୍ତି ନାହିଁ ଆଗାମୀ
Read More...

ହାପି ବାର୍ଥ ଡେ ବିଗ ବି’…

ମୁମ୍ବାଇ: ବଲିଉଡର ଶେହନଶାହା ବିଗ ବି ଅମିତାଭ ବଚ୍ଚନଙ୍କ ଆଜି ଜନ୍ମଦିନ। ୮୦ ବର୍ଷରେ ପାଦଦେଇଛନ୍ତି ବିଗ ବି । ୧୯୪୨ ମସିହା ଆଜିର ଦିନରେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ ଅମିତାଭ ବଚ୍ଚନ। ଆଜି ତାଙ୍କ ଜନ୍ମଦିନ ଅବସରରେ ସବୁ ଆଡୁ ଛୁଟିଛି ଶୁଭେଚ୍ଛାର ସୁଅ। ଦୀର୍ଘ ୫ ଦଶନ୍ଧି ଧରି
Read More...

ଆଜି ବି ବଢିଲା ତୈଳ ଦର…

ଭୁବନେଶ୍ବର: ଆଜି ବି ବଢିଲା ତେଲ ଦର। ଦେଶରେ କ୍ରମାଗତ ଭାବରେ ତୈଳ ଦର ବଢିଚାଲିଛି। ଲଗାତର ସପ୍ତମ ଦିନରେ ତୈଳ ଦର ବୃଦ୍ଧି ପାଇଛି।ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି। ୧୦ ଦିନରେ ପେଟ୍ରୋଲ ମୂଲ୍ୟରେ ୨ ଟଙ୍କା ୮୦ ପଇସା ବୃଦ୍ଧି
Read More...

ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କୀ

ଜମ୍ମୁ କାଶ୍ମୀର: ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ। ଦୁଇଟି ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟର କରାଯାଇଛି। ଅନନ୍ତନାଗରେ ଓ ବାନ୍ଦିପୋରାରେସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଅନନ୍ତନାଗରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ଆହତ
Read More...