Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ଗୋସାଣୀ ଯାତ୍ରାକୁ ଲୋକଙ୍କୁ ମନା
ପୁରୀ: କେବଳ ମୂର୍ତ୍ତି ନିର୍ମାଣରେ କଟକଣା ହୋଇଛି, ତା ନୁହେଁ, ଭସାଣୀ କାର୍ଯ୍ଯକ୍ରମରେ ବି ସରକାର କଟକଣା ଲଗାଇଛନ୍ତି। କୋଭିଡ ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ପ୍ରଶାସନ ଆସନ୍ତା ୧୬ ତାରିଖରେ ସିଂହଦ୍ବାର ସମ୍ମୁଖରେ କଟକଣା ଜାରି କରିଛି। ସେଦିନ ଗୋସାଣୀ ଯାତ୍ରାକୁ ସର୍ବସାଧାରଣ ଦର୍ଶନ!-->…
Read More...
Read More...
ଖେଳରେ ବି ଆଗରେ ରହିବ ପୁରୀ
ପୁରୀ ପାଇଁ ସ୍ବପ୍ନ ଦେଖୁଛନ୍ତି ନବୀନ, ତନାଘନା କରୁଛନ୍ତି ପାଣ୍ଡିଆନ୍ଫେବ୍ରୁଆରି ସୁଦ୍ଧା ସବୁ ପ୍ରକଳ୍ପ ସାରିବା ଲାଗି କଡା ନିର୍ଦେଶ ଦେଲେଜାଗା ଆଖଡାକୁ ଗୁରୁତ୍ବ ଦିଆଯିବ, ପାରମ୍ପରିକ ଖେଳକୁ ବି ମିଳିବ ପ୍ରାଧାନ୍ଯ୪୦ କୋଟି ଟଙ୍କା ବ୍ଯୟରେ ନିର୍ମାଣ ଚାଲିଛି କ୍ରୀଡା କଂପ୍ଲେକ୍ସ, ସ୍ପୋର୍ଟସ!-->…
Read More...
Read More...
ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
ଡ଼ାକ ଟିକଟ ସଂଗ୍ରହ ଦିବସ” ଅବସରରେ ଦୁଇ କେନ୍ଦ୍ରମନ୍ତ୍ରୀ ୬ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କଲେଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ ପକ୍ଷରୁ ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା କରିବା ପାଇଁ ପ୍ରଚେଷ୍ଟା ହେବଶହୀଦ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ,!-->…
Read More...
Read More...
ୟୁଜିସି ତାଲିକାରେ ସାମିଲ ହେଲା ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ
ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୧୩ – କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁନିଭରସିଟି ଗ୍ରାଂଟ କମିସନ (ୟୁଜିସି) ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି ବୋଲି ଟ୍ୱିଟ୍ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା!-->…
Read More...
Read More...
ଶେଷରେ ତାରିଖ ଘୋଷଣା କଲେ ସଲମାନ..
ମୁମ୍ବାଇ: ବଲିଉନ ସୁପରଷ୍ଟାର ସଲମାନ ଖାନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର। ଫିଲ୍ମ ‘ରାଧେ’ର ରିଲିଜ ପରେ ଏବେ ସଲମାନଙ୍କ ଫିଲ୍ମ ‘ଅନ୍ତିମ’ର ରିଲିଜ ତାରିଖ ଘୋଷଣା ହୋଇଛି। ନିଜେ ସଲମାନ ଖାନ ସୋସିଆଲ ମିଡିଆରେ ଏନେଇ ଜଣାଇଛନ୍ତି।
ସଲମାନ ଖାନ ଇନଷ୍ଟାଗ୍ରାମରେ ଫିଲ୍ମର ମୋସନ ପୋଷ୍ଟର ସେୟାର!-->!-->!-->…
Read More...
Read More...
ଆର୍ୟନଙ୍କୁ ମିଳିବ କି ବେଲ? ଆଜି ଶୁଣାଣି
ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଜେଲରେ ଅଛନ୍ତି। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ହେବ। ମୁମ୍ବାଇ ସେସନ୍ସ କୋର୍ଟ ମାମଲାର ଶୁଣାଣି କରିବେ। ଦିନ ୨ଟା ୪୫ରେ ମାମଲା ଶୁଣାଣି କରାଯିବ। ଅପରାହ୍ନରେ ହିଁ ଜଣାପଡିବ ଯେ!-->…
Read More...
Read More...
ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ଅବସରରେ ସମ୍ ହସ୍ପିଟାଲ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର, ଅକ୍ଟୋବର ୧୨: ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ହେଉଛି ଗଣ୍ଠିରେ ପ୍ରଦାହ ବା ଇନ୍ଫ୍ଲାମେସନ୍ । ଏହା ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ବେଳେ ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆକ୍ରାନ୍ତ କରିଥାଏ ବୋଲି ମଙ୍ଗଳବାର ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ!-->…
Read More...
Read More...
ବାଘ ନେଇଗଲା ମଣିଷ ଛୁଆ
ବାଘ ନେଇଗଲା ମଣିଷ ଛୁଆ । ଏହା କୌଣସି ଫିଲ୍ମର କାହାଣୀ ନୁହେଁ । ଛତିଶଗଡ଼ ରାଇଘରରେ ଆଜି ଘଟିଛି ଏଭଳି ଅଘଟଣ । ପରିବାର ଲୋକଙ୍କ ଆଖି ଆଗରେ ବାଘ ଶିଶୁଟିକୁ ଝାମ୍ପିନେଇଥିଲେ ମଧ୍ୟ କେହି କିଛି କରିପାରିନଥିଲେ । ଶିଶୁପୁତ୍ରଟିକୁ ଝାମ୍ପି ନେଇ ଚିତାବାଘ କିଛି ବାଟ ଗଲା ପରେ ଛାଡିଦେଇଥିଲା । ବାଘ!-->…
Read More...
Read More...
ଏଣିକି ପିଲାଙ୍କୁ କରୋନା ଟିକା
କରୋନା ମହାମାରୀ ବିରୋଧରେ ଲଢେଇ ଜାରି ରହିଥିବା ବେଳେ ଆସିଛି ଖୁସି ଖବର । ଏଣିକି ପିଲାଙ୍କୁ ମିଳିବ କରୋନା ଟିକା । ୨ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା ଦେବା ନେଇ ଡିସିଜିଆଇ ଅନୁମତି ଦେଇଛି । ପିଲାଙ୍କୁ କୋଭାକ୍ସିନର ୨ଟି ଡୋଜ ଦେବାକୁ ଡିସିଜିଆଇ ମଞ୍ଜୁରୀ ଦେଇଛି । କେନ୍ଦ୍ର ସରକାରଙ୍କ!-->…
Read More...
Read More...
‘ଶାହାରୁଖଙ୍କ ପାଇଁ ମୋତେ କାମ ମିଳୁନି’
ମୁମ୍ବାଇ: ବଲିଉଡ଼ ବାଦଶାହା ଶାହାରୁଖ ଖାନ ଏବେ ବହୁତ ଖରାପ ସମୟ ଦେଇ ଗତି କରୁଛନ୍ତି।ପୁଅ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଫଶି ଏବେ ଆର୍ଥର ରୋଡ ଜେଲରେ ଥିବା ବେଳେ ଶାହାରୁଖ ଓ ତାଙ୍କ ପରିବାର ଲୋକଙ୍କ ପାଇଁ ଏହା ବହୁତ କଷ୍ଟକର ସମୟ।ହେଲେ ଶାହାରୁଖଙ୍କ ଯୋଗୁଁ ତାଙ୍କର ଅବିକଳ ଦେଖାଯାଉଥିବା ରାଜୁ!-->…
Read More...
Read More...