Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
Today’s Highlight
କାଲିଠୁ ପାରାଲିମ୍ପିକ୍, ଓଡ଼ିଆ ପୁଅ ପ୍ରମୋଦଙ୍କ ଉପରେ ନଜର
କରୋନା କଟକଣା ଭିତରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରାଲିମ୍ପିକ୍ । ଏଥିରେ ୪୦ ଜଣ ପୁରୁଷ, ୧୪ ଜଣ ମହିଳାଙ୍କ ସମେତ ୫୪ ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରିବେ। ଟେବୁଲ ଟେନିସ.ଶକ୍ତି ଉତ୍ତୋଳନ ଓ ତାଏକୋଣ୍ଡା ଖେଳାଳିମାନେ ଟୋକିଓରେ ପହଞ୍ଚିସାରିଛନ୍ତି। ଟୋକିଓରେପହଞ୍ଚି!-->…
Read More...
Read More...
ତାଲିବାନଙ୍କ ବିରୋଧରେ ତାତିଲେ ସେନା
ଗୃହ ଯୁଦ୍ଧ ଆଡକୁ ମୁହାଁଉଛି ଆଫଗାନିସ୍ତାନ। ତାଲିବାନଙ୍କ ବିରୋଧରେ ଉଠିଲା ଅସ୍ତ୍ର। ଆଫଗାନିସ୍ତାନର ସମ୍ପୂର୍ଣ୍ଣ ଅଞ୍ଚଳ ଏବେ ବି ତାଲିବାନଙ୍କ କବଜାକୁ ପୂରା ଆସିପାରିନାହିଁ। ଅଭେଦ୍ୟ ଗଡ଼ ପଞ୍ଜଶୀର ପ୍ରାନ୍ତକୁ ନିୟନ୍ତ୍ରଣକୁ ନେଇପାରିନାହାନ୍ତି ତାଲିବାନ। ଅନ୍ୟପଟେ ତାଲିବାନଙ୍କୁ କଡା ଟକ୍କର!-->…
Read More...
Read More...
କେଜିଏଫ-୨କୁ ନେଇ ଆସିଲା ବଡ଼ ଖବର…
ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର। ବହୁ ପ୍ରତୀକ୍ଷିତ ଫିଲ୍ମ କେଜିଏଫ ଟୁର ରିଲିଜ ନେଇ ତାରିଖ ଘୋଷଣା ହୋଇଛି। ମହାମାରୀ କରୋନା କାରଣରୁ ଫିଳ୍ମରରିଲିଜକୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ରିଲିଜ ତାରିଖ ଉପରୁ ପରଦା ହଟାଇଛନ୍ତି ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ‘ୟାସ’ । ଫିଲ୍ମର ନୂଆ!-->…
Read More...
Read More...
ନ ବଦଳିଲେ, ଆଗକୁ ଅପରାଜିତାଙ୍କୁ ବିପଦ!
ଭୁବନେଶ୍ବର: ଉଭୟ ଅଣଓଡ଼ିଆ। ଗୋଟିଏ ବର୍ଷରେ ଦୁଇଜଣ ଯାକ ଆଇଏଏସ୍ ପାଇଥିଲେ। ଉଭୟ ଓଡ଼ିଶାକୁ ନିଜ କର୍ମଭୂମି ବାଛିଥିଲେ। ଉଭୟ ଅଧାରୁ ଚାକିରି ଛାଡିଲେ। ସଂଯୋଗବଶତଃ ଉଭୟ ଗୋଟିଏ ଦଳରେ ଯୋଗଦେଲେ ଏବଂ ଜଣେ ନିର୍ବାଚିତ ହେଲେ ଲୋକସଭାକୁ ଆଉ ଜଣେ ଏବେ ରାଜ୍ୟସଭାରେ।
ଆପଣମାନେ!-->!-->!-->…
Read More...
Read More...
କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା କଲେ ଧର୍ମେନ୍ଦ୍ର
ଭୁବନେଶ୍ୱରରେ ଏନ୍ଏଚ୍ ଓ ଏନଏଚ୍ଏଆଇ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷାକୋଷ୍ଟାଲ ହାଇୱେ, ଭୁବନେଶ୍ୱର ରିଙ୍ଗ୍ ରୋଡ୍, ପାରାଦୀପ-ବଡ଼ବିଲ ପ୍ରକଳ୍ପ ଆଲୋଚନାନିର୍ଦ୍ଧାରିତ ସମୟରେ ସବୁ ପ୍ରକଳ୍ପ ସାରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱ
ଭୁବନେଶ୍ୱର:!-->!-->!-->…
Read More...
Read More...
ବିଜୟଙ୍କୁ ଖବର ଦିଆଗଲା…
ଭୁବନେଶ୍ବର: କିଛି ଦିନ ତଳେ ବିଜେପି ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମଧ୍ୟରେ ଗୁପ୍ତ ବୈଠକ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲା। ନିଜର ଚାରିଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ଫେରିବା ପୂର୍ବରୁ କେନ୍ଦ୍ର ଶିକ୍ଷା!-->…
Read More...
Read More...
ବଦଳିଲା ସ୍କୁଲ ଚେହେରା, ବଦଳିବ ଏବେ ପାଠପଢା
ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ, ୫୦ଟି ସ୍କୁଲ କାର୍ଯ୍ୟ ସଂପୂର୍ଣ୍ଣଆଜି ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ସାମିଲ ହେଲେ ମନ୍ତ୍ରୀ ଓ ବିଧାୟକଗଣସ୍କୁଲ ରୂପାନ୍ତରଣ ହେଉଛି '୫-ଟି'ର କ୍ଲାସିକ ଉଦାହରଣ ବୋଲି କହିଲେ ମୁଖ୍ୟମନ୍ତ୍ରୀରୂପାନ୍ତରଣ ପିଲାଙ୍କ ସ୍ବପ୍ନକୁ!-->…
Read More...
Read More...
ଓଡ଼ିଶା ଶିକ୍ଷା ବିକାଶରେ ଯୋଡି ହେଲେ ଧର୍ମେନ୍ଦ୍ର
ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକରାଜ୍ୟର ୫୦ ହଜାର ସରକାରୀ ସ୍କୁଲରେ ପାଣି, ବିଜୁଳି, ଶୌଚାଳୟ, ଇଣ୍ଟରନେଟ୍ ଯୋଗାଣ କରାଯିବବିଦ୍ୟାଳୟରେ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ପାଇଁ ୧୫୦ ସ୍କୁଲକୁ ନେଇ ପାଇଲଟ୍!-->…
Read More...
Read More...
ଡ୍ରାଇଭର ରଚିଥିଲା ଅପହରଣ ନାଟକ
ଭୁବନେଶ୍ବର: ଅପହରଣ ପଛର ମାଷ୍ଟରମାଇଣ୍ଡ ଥିଲା ଡ୍ରାଇଭର। ଆସିକା ରୋଡରେ ଥିବା ଏକ୍ସିକ୍ସ ବ୍ୟାଙ୍କ ସାମନାରୁ ଏଟିଏମ ଟଙ୍କା ଲୋଡିଂ ଭ୍ୟାନ ଅପହରଣ ଘଟଣା ଉପରୁ ପରଦା ହଟାଇଛି ପୁଲିସ। ଅପହରଣ ଓ ଲୁଟ ପଛରେ ଆଉ କେହି ନୁହେଁ ନିଜେ ଭ୍ୟାନ ଡ୍ରାଇଭର ହିଁ ମୁଖ୍ୟ କାର୍ପଟଦାର ବୋଲି ଜଣାପଡିଛି।
!-->!-->!-->…
Read More...
Read More...
ବିଗ ବସ୍ ପ୍ରୋମୋରେ ରେଖା
ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଲୋକପ୍ରିୟ ବିଗ ବସ ସିଜିନ- ୧୫। ନିକଟରେ ବିଗ ବସ ୧୫ ସେଟର ଭିତର ଫଟୋ ସାମାନାକୁ ଆସିଥିବା ବେଳେ ଏବେ ଏହାର ପ୍ରମୋ ନଜରକୁ ଆସିଛି। ତେବେ ପ୍ରୋମୋରେ ଅଭିନ୍ରେତୀ ରେଖାଙ୍କୁ ଦେଖିବାକୁ ମିଳିଛି, ଯାହାକୁ ନେଇ ଫ୍ୟାନଙ୍କ ମଧ୍ୟରେ ଉତ୍ସୁକତା ଆହୁରି ବଢିଯାଇଛି।
!-->!-->…
Read More...
Read More...