Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
Today’s Highlight
ମାଲକାନଗିରିରୁ ଆରମ୍ଭ ହେଲା ସ୍ବାସ୍ଥ୍ୟ ସେବାର ଐତିହାସିକ ଯାତ୍ରା
ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ। ଆଜି ମାଲକାନଗିରି ରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ।ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ଵିଜୁ!-->…
Read More...
Read More...
ଆଇଆଇଟିକୁ କାହିଁକି ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ
ବକୁଳ ବନ ବିଦ୍ୟାଳୟ ସହିତ ଆଇଆଇଟିକୁ ଯୋଡିବାକୁ ପରାମର୍ଶ ଦେଲେ
ଭୁବନେଶ୍ବର: ଭୁବନେଶ୍ୱର ଆଇଆଇଟିରେ ଦୁଇଟି ବିଲ୍ଡିଂର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦ୍ୱିତୀୟ ପର୍ଯ୍ୟାୟ କ୍ୟାମ୍ପସରେ ନିର୍ମାଣ ହୋଇଥିବା ଋଷିକୁଲ୍ୟା ଆବାସିକ ହଲ ଓ ପୁଷ୍ପଗିରି!-->!-->!-->…
Read More...
Read More...
ଓଡ଼ିଶା ପୁଲିସ କେଉଁ କାମରେ ବ୍ୟସ୍ତ ଅଛି?
ଭୁବନେଶ୍ବର: ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର ଟିମ୍ ତନାଘନା ଜାରି ରଖିଛି। ଘଟଣା ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡିତ ଅଧିକାରୀ, ବ୍ୟକ୍ତିଙ୍କୁ ଘଣ୍ଟା ଘଣ୍ଟା ଜେରା କରୁଛନ୍ତି ତଦନ୍ତକାରୀ ଅଧିକାରୀ। ଗଜପତି ପୁଲିସ କ୍ଲିନ୍ଚିଟ୍ ଦେଇଥିବା!-->…
Read More...
Read More...
ଓପି ଜିନ୍ଦଲ ବିଶ୍ଵବିଦ୍ୟାଳୟର କୁଳାଧିପତି ଭାବରେ ଶାଲୁ ଜିନ୍ଦଲ ନିଯୁକ୍ତ
ଭୁବନେଶ୍ବର: ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ଦ୍ଦେଶକ ଶାଲୁ ଜିନ୍ଦଲଙ୍କୁ ଛତିଶଗଡର ଓପି ଜିନ୍ଦଲ ବିଶ୍ଵବିଦ୍ୟାଳୟର ନୂତନ କୁଳାଧିପତି ଭାବରେ ନିଯୁକ୍ତ କରାଯାଇଛି। ଛତିଶଗଡର ରାଜ୍ୟପାଳ ସୁଶ୍ରୀ ଅନୁସୁୟା ଉଇକେ ଅଗଷ୍ଟ ୧୮ ତାରିଖରେ ଶ୍ରୀମତୀ!-->…
Read More...
Read More...
ଟାଟା ପାଇଁ ଶକ୍ତି ମନ୍ତ୍ରୀ ହଟ୍ଟହଟ୍ଟା
ବିଧାନସଭା ଗୃହ କମିଟି ବୈଠକରେ ଅସନ୍ତୋଷ ଝାଡିଲେ ଦଳମତ ନିର୍ବିଶେଷରେ ବିଧାୟକକଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଟାଟା କାରବାର ନେଇ ବୈଠକରେ ଗର୍ଜିଲେରାଜ୍ୟ ସରକାରଙ୍କ ଦୁଇଜଣ ମନ୍ତ୍ରୀ ବି ଶକ୍ତି ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଅତିଷ୍ଠ କରାପକାଇଲେବିଦ୍ୟୁତ ବ୍ୟବସ୍ଥାକୁ ନେଇ ସବୁଠି!-->…
Read More...
Read More...
ବେଲବଟମ୍…ଆସୁ ଆସୁ ହିଟ୍
ରିଲିଜ ହୋଇଛି ଖିଲାଡି ବଏ ଅକ୍ଷୟ କୁମାରଙ୍କ ଫିଲ୍ମ ବେଲବଟମ। ତେବେ ପ୍ରଥମ ଦିନରେ ଭଲ ଓପନିଂ କରିଛି ଫିଲ୍ମ। ଦର୍ଶକ ଫିଲ୍ମଟିକୁ ଖୁବ ପସନ୍ଦ କରିଛନ୍ତି। ଅକ୍ଷୟ କୁମାରଙ୍କ ଅନ୍ୟ ଚଳଚିତ୍ର ପରି ଏହା ମଧ୍ୟ ସତ୍ୟ ଘଟଣା ଉପରେ ଆଧାରିତ।
ଫିଲ୍ମରେ ଅକ୍ଷୟ ଓ ବାଣୀ କପୁରଙ୍କ ଯୋଡି ଦେଖିବାକୁ!-->!-->!-->…
Read More...
Read More...
କୋଲକାତା ନିର୍ବାଚନୀ ହିଂସା ନେଇ ବଡ ରାୟ ଆସିଲା
କୋଲାକାତା: କଲିକତା ହାଇକୋର୍ଟର ପାଞ୍ଚ ଜଣିଆ ବିଚାରପତି ଗୁରୁବାର ଦିନ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ବାଚନ ପରବର୍ତ୍ତୀ ହିଂସା ଅଭିଯୋଗର ତଦନ୍ତ ଭାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟା, ବଳାତ୍କାର ଏବଂ ଅସ୍ୱାଭାବିକ ମୃତ୍ୟୁ!-->…
Read More...
Read More...
ପରଲୋକରେ ଯୁବ କଂଗ୍ରେସ ନେତା ସଂଗ୍ରାମ ଜେନା
ଭୁବନେଶ୍ବର: ଆଉ ନାହାନ୍ତି ପୂର୍ବତନ ଯୁବ ଛାତ୍ର କଂଗ୍ରେସ ସଭାପତି ସଂଗ୍ରାମ ଜେନା। ସଂଗ୍ରାମ ଜେନା ହେଉଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ। କୋଭିଡରେ ଆକ୍ରାନ୍ତ ହେବା ପରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ମାତ୍ର ୪୪ ବର୍ଷ ବୟସରେ ତାଙ୍କର ପରଲୋକ!-->…
Read More...
Read More...
ଖେଳ ଆରମ୍ଭ ହେବ ନା ଡେରି ଅଛି?
ଆଜିଠାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଧରି ବିଜେପି ବଜାଇବ ନିର୍ବାଚନୀ ବିଗୁଲ୍ନବୀନ ବି ବାହାରୁଛନ୍ତି ଜିଲ୍ଲା ଗସ୍ତରେ, ପଞ୍ଚାୟତ ନିର୍ବାଚନକୁ ଆଖିକଂଗ୍ରେସର କୌଣସି ଯୋଜନା ନାହିଁ କି ପ୍ରସ୍ତୁତି ପାଇଁ ତନାଘନା
ଭୁବନେଶ୍ବର: ଜଣେ କି ଦୁଇଜଣ ନୁହେଁ, ତିନି ତିନି ଜଣ କେନ୍ଦ୍ରମନ୍ତ୍ରୀ ଏକାଠି!-->!-->!-->…
Read More...
Read More...
ଅଳ୍ପକେ ବର୍ତ୍ତିଗଲେ ବିଧାୟକ ସଂଜୀବ ମଲ୍ଲିକ
ଭୁବନେଶ୍ବର; ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ବିଧାୟକ ଆଜି ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଭୁବନେଶ୍ବରରୁ ଭଦ୍ରକ ଯିବା ବାଟରେ ଛତିଆ ନିକଟରେ ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଗାଡିଟି ଭାଙ୍ଗିରୁଜି ଯାଇଥିଲେ ହେଁ, ବିଧାୟକ ଶ୍ରୀ ମଲ୍ଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।!-->…
Read More...
Read More...