Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍ରେ ରୋକ, ଡିଜିଟାଲ ଡାଟାବେସ୍ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା
Browsing Category
Today’s Highlight
ଡିଏଫଓଙ୍କୁ କ୍ଲିନଚିଟ୍
ସକାଳେ ଜେରା, ସନ୍ଧ୍ୟାରେ କ୍ଲିନଚିଟ୍
ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓଙ୍କୁ କ୍ଲିନ ଚିଟ । ସାମ୍ବାଦିକ ସମ୍ମିଳନୀ କରି ଗଜପତି ଏସପି ଏନେଇ ସୂଚନା ଦେଇଛନ୍ତି । ଏସପି ତପନ କୁମାର ପଟ୍ଟନାୟକ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ!-->!-->!-->…
Read More...
Read More...
ଵଦଳିବ ରେଳ ଷ୍ଟେସନର ଚିତ୍ର
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ଷ୍ଟେସନ୍ ନିରୀକ୍ଷଣ
ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ଅପରାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରି ଷ୍ଟେସନ ପୁନଃନିର୍ମାଣ ଯୋଜନାର ଏକ ଅଂଶ ଭାବରେ ବିକାଶ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ!-->!-->!-->…
Read More...
Read More...
୧୭ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ଦିଆଗଲା ୨.୫୫ କୋଟି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ କୋଭିଡ୍-୧୯ ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମଂଜୁର କରିଛି। ଭୁବନେଶ୍ୱରର ୪ ଜଣ, ବଲାଙ୍ଗୀର ଜିଲ୍ଲାର ୩ ଜଣ,!-->…
Read More...
Read More...
‘ବିଦ୍ୟାଭାରତୀଙ୍କ ସହ ସଂପର୍କ ନାହିଁ’
ଭୁବନେଶ୍ବର: ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶର ବେହେରାଙ୍କୁ ମାରାଥାନ ଜେରା । କ୍ରାଇମବ୍ରାଂଚ ଓ ଗଜପତି ପୁଲିସ ପାଖାପାଖି ୩ ଘଣ୍ଟା ଧରି ଡିଏଫଓ ଅଫିସରେ ତାଙ୍କୁ ଜେରା କରିଛନ୍ତି । ପ୍ରଥମରୁ ସୌମ୍ୟ ପରିବାର ବିଦ୍ୟାଭାରତୀ ଓ ଡିଏଫଙ୍କ ମଧ୍ୟରେ ଥିବା ଅନୈତିକ ସଂପର୍କ!-->…
Read More...
Read More...
ବିପଦ ଟଳିନି, ସଜାଗ ରୁହ
ଭୁବନେଶ୍ବର: ଏବେ ବି କୋଭିଡ ବିପଦ ଦୂର ହୋଇନି। ରାଜ୍ୟର କୋଭିଡ ସ୍ଥିତି ,ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଓ କୋଭିଡ ସହାୟତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭ ହାର କମିଥିଲେ!-->…
Read More...
Read More...
ଖୋର୍ଦ୍ଧା ଓ କଟକକୁ କେମିତି ଫୋକସ୍ କରିଛନ୍ତି ଯେ…
ସଂକ୍ରମିତଙ୍କ ସଂଖ୍ୟା କମୁନି, ମୁଣ୍ଡ ବ୍ୟଥା ବଢିଲାଣିଆୟତ୍ତକୁ ଆଣିପାରୁନାହାନ୍ତି ବାବୁ, କଟକଣା ସବୁ ଫୁଲକଡାଉନ୍, ସଟଡାଉନ୍ ନିର୍ଦେଶ ସବୁ ଚୁଲିକୁ ଗଲାଣି
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ଥିବା ବେଳେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା!-->!-->!-->…
Read More...
Read More...
ସୌମ୍ୟ ମାମଲା: ପୁଲିସର ଭାବପ୍ରୀତି ସରକାରକୁ ବିପଦ!
ମାମଲାର ଦଶଦିନ ପରେ ବି ପୁଲିସ ତଦନ୍ତକୁ ଦିଶା ଦେଇପାରିଲା ନାହିଁଡିଏଫଓ କଣ ଏତେ କରିତକର୍ମା ଯେ ତାଙ୍କୁ ପଚାରିବାକୁ ଦଶଦିନ ଲାଗିବ?ଡିଆଇଜିଙ୍କ ତନାଘନା ପରେ ଗତି ବଢିଲା, ପୁଲିସ କିନ୍ତୁ ସନ୍ଦେହମୁକ୍ତ ନୁହେଁଆମ୍ବୁଲାନ୍ସ ଡ୍ରାଇଭରର ବୟାନ, ସୌମ୍ୟଙ୍କ ଡାଏରି ଅନେକ ସୂଚନା ଦେଲା
!-->!-->!-->…
Read More...
Read More...
ସାକ୍ଷୀଗୋପାଳଙ୍କୁ ସ୍ମରଣ କରି ମନ୍ତ୍ର ପାଠ କଲେ ଶାନ୍ତି ମିଳେ
କୃଷ୍ଣାୟ ବାସୁଦେବାୟ ଦେବକୀନନ୍ଦନାୟଚ।ନନ୍ଦଗୋପକୁମାରାୟ ଗୋବିନ୍ଦାୟ ନମଃ ନମଃ।।
Read More...
Read More...