Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍ରେ ରୋକ, ଡିଜିଟାଲ ଡାଟାବେସ୍ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା
Browsing Category
Today’s Highlight
ଦୁର୍ନୀତି ଅଭିଯୋଗ ଆଣି ତଦନ୍ତ ଦାବି କଲା ବିଜେପି
ରାଜ୍ୟ ପ୍ରସଙ୍ଗ ଧରି କେନ୍ଦ୍ରରେ ଫେରାଦ ହେଲେ ସାଂସଦ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ବୈଷ୍ଣବ ବି ସାମିଲପିଏମଜିକେଏୱାଇ ଏବଂ ଏନଏଫଏସଏରେ ୧୫ଟି ଜିଲ୍ଲାରେ ୧୦%ରୁ କମ୍ ଖାଦ୍ୟଶସ୍ୟ ଉଠାଯାଇଛିପିଏମଜିକେଏୱାଇ ଯୋଜନା ଅଧୀନରେ ଏନଏଫଏସଏ କାର୍ଡଧାରୀଙ୍କୁ ମିଳୁନି ଖାଦ୍ୟଶସ୍ୟକରୋନା ମହାମାରୀରେ!-->…
Read More...
Read More...
ବିଦ୍ୟାଭାରତୀଙ୍କ ହାତ ଲେଖା କହୁଛି ଅନେକ କଥା
ଭୁବନେଶ୍ବର: ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଓ ଗଜପତି ପୁଲିସ ଛାନଭିନ ଜାରି ରଖିଥିବା ବେଳେ ସାମନାକୁ ଆସିଛି ବିଦ୍ୟାଭାରତୀଙ୍କ ଆଉ ହାତ ଲେଖା। ପୂର୍ବରୁ ଗୋଟିଏ ଲେଖା ମିଳିଥିଲା। ଆଜି ଦ୍ୱିତୀୟଟି ସାମନାକୁ ଆସିଛି। ଏଥିରେ କୋହଭରା ଶଦ୍ଦରେ ବିଦ୍ୟାଭାରତୀ ଲେଖିଛନ୍ତି,!-->…
Read More...
Read More...
ଜୁଲାଇ ୨୬ରେ କର୍ଣ୍ଣାଟକ ରାଜନୀତିରେ ପଟ୍ଟ ପରିବର୍ତ୍ତନ!
ବାଙ୍ଗାଲୁର: ଜୁଲାଇ ୨୬ ତାରିଖରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ବି ଏସ୍ ୟେଦୁରପ୍ପା। ସିଧାସଳଖ ନ କହିଲେ ବି ବୁଲେଇ ବଙ୍କେଇ ଆଜି ସେ ଏହି ସତ ଜଣାଇଛନ୍ତି। ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା ଏବଂ ଆମର ରାଷ୍ଟ୍ରୀୟ ରାଷ୍ଟ୍ରପତି ଜେପି!-->…
Read More...
Read More...
ସ୍ମାରକ ପତ୍ରଟିଏ ଦେଇ ଦାୟିତ୍ବ ସାରିଦେଲେ ନିରଞ୍ଜନ!
ପେଗାସସ୍ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସର ଆଚରଣ ଓ ଉଚ୍ଚାରଣକୁ ନେଇ ସବୁଠି ଚର୍ଚ୍ଚାକାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ଦାୟିତ୍ବ ଦେଇ ନିଜେ ଦୂରେଇ ରହିଲେ ନିରଞ୍ଜନରାଜନୈତିକ କାର୍ଯ୍ୟକ୍ରମ କଥା ଦୂୂରେଥାଉ, ଦଳ ସାମ୍ବାଦିକ ସମ୍ମିଳନୀଟିଏ ବି କଲାନାହିଁଏହି ପ୍ରସଙ୍ଗ ତୃଣମୂଳସ୍ତରକତୁ!-->…
Read More...
Read More...
ପାଞ୍ଚ ଜିଲ୍ଲାରେ କରୋନା ଶତକ ମାରୁଛି
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ସ୍ଥିର ରହିଛି। ଉପକୂଳବର୍ତୀ ଜିଲ୍ଲାରୁ ସଂକ୍ରମଣ ଏଯାଏ କମୁନି।ଦୈନିକ ସଂକ୍ରମଣ ୨ ହଜାର ପାଖାପାଖି ରହୁଥିବା ବେଳେ ଅଧିକାଂଶ ଆକ୍ରାନ୍ତ ଉପକୂଳବର୍ତ୍ତୀ ଜିଲ୍ଲାର। ମୃତ୍ୟୁ ସଂଖ୍ୟା ମଧ୍ୟ ୬୦ ଉପରେ ରହିଛି । ସେହିପରି ରାଜ୍ୟରେ ଦୈନିକ ଚିହ୍ନଟ!-->…
Read More...
Read More...
… ଶେଷରେ ତମ୍ବୁଟାଣି ଶବକୁ ରାତିସାରା ଜଗିଲେ
କୁଆଖାଇ ନଦୀ ପଠାରେ ଅଜଣା ମୃତଦେହବାଲି ଖୋଳି ବାହାର କରାଯିବାକୁ ପ୍ରସ୍ତୁତି ଆରମ୍ଭରାତିସାରା ଜଗିବସିଥିଲା କମିସନରେଟ୍ ପୁଲିସ
ଭୁବନେଶ୍ବର: କିଏ ମାରିଲା? କାହିଁକି ମାରିଲା? କାହାକୁ ମାରିଲା? କେବେଠୁ ମାରିଲାଣି? ଏଠି କାହିଁକି ମୃତଦେହ ପୋତିଲା? କେହି ଜାଣିପାରିଲେନି କେମିତି?
!-->!-->!-->!-->!-->…
Read More...
Read More...
ସାମ୍ନାକୁ ଆସିଲା ୧୧୨ନାମ, ସବୁଠି କମ୍ପନ
ଓଡ଼ିଶା ଠାରୁ ଦିଲ୍ଲୀ ସମସ୍ତେ ଡରିଲେଣିଘଣ୍ଟା ଘଣ୍ଟା ଗପୁଥିଲେ, ଏବେ ଥତମତ୨୮ରେ ସଂସଦୀୟ କମିଟିରେ ଆଲୋଚନା
ନୂଆଦିଲ୍ଲୀ/ ଭୁବନେଶ୍ବର: ପେଗାସସ୍ ପ୍ରକଳ୍ପ ନେଇ ଦ ଓ୍ବେୟାର ଆଜି ଆଉ ପାଦେ ଆଗକୁ ଯାଇ ୧୧୨ ଜଣଙ୍କ ନାମ ତାଲିକା ଜାରି କରିଛି। ଏଥିରେ ରାଜନେତାଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ,!-->!-->!-->…
Read More...
Read More...
ପ୍ରତିଦିନ ୧୦୮ ନୃସିଂହ ମନ୍ତ୍ର ପାଠ ଦେଇଥାଏ ପ୍ରଚଣ୍ଡ ଶକ୍ତି
ଉଗ୍ରବୀରଂ ମହାବିଷ୍ଣୁଂ ଦ୍ବନ୍ଦ୍ବାନ୍ତଂ ସର୍ବତୋମୁଖମ୍।ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୋ ର୍ମୃତ୍ୟୁଂ ନମାମ୍ୟହମ୍।।
Read More...
Read More...
ରଥ ଉପରେ ଫଟୋ ଉଠାଇଥିବା ଦୁଇଯୁବକ କିଏ?
ଭୁବନେଶ୍ବର: ମହାମାରୀ କରୋନା ପାଇଁ କଡା କଟକଣାରେ ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଓ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି। କର୍ଫ୍ୟୁ ମଧ୍ୟରେ ସଂପୂର୍ଣ୍ଣ ରଥଯାତ୍ରା ଓ ବାହୁଡାଯାତ୍ରା ହୋଇଥିବା ବେଳେ କେବେଳ ସେବାୟତମାନେ ରଥ ଟାଣିନେଇଛନ୍ତି। ବଡ଼ଦାଣ୍ଡର ଲୋକ ମଧ୍ୟ ରଥଯାତ୍ରା ଦେଖିବାରୁ!-->…
Read More...
Read More...
ସତ ଉଗାଳିଲା ସଇତାନ
ଜଗନ୍ନାଥ କହିଲା, ପ୍ରିୟଙ୍କାକୁ ସେ କେମିତି ମାରିଲା?ଦହିବରା ବଞ୍ଚାଇ ଦେଲା କୁନି ପୁଅକୁ, ନେଇଗଲେ ଘର ମାଲିକ
ଭୁବନେଶ୍ବର: ସ୍ଥାନୀୟ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ମାମଲାରେ ସତ ଉଗାଳିଲା ଅଭିଯୁକ୍ତ। ପ୍ରିୟଙ୍କା ସାହୁକୁ କଣ ପାଇଁ ମାରିଲା? କେମିତି ମାରିଲା ? କେତେ ଦିନ ଆଗରୁ!-->!-->!-->…
Read More...
Read More...