Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
Today’s Highlight
ସ୍କୁଲ ଓ ମନ୍ଦିର ଖୋଲିବା ନେଇ ଆସିଲା ବଡ଼ ନିଷ୍ପତ୍ତି
୧୬ରୁ ନବମରୁ ଦ୍ବାଦଶ ଯାଏ ବିଦ୍ୟାଳୟ ଖୋଲିପାରିବବିବାହରେ ୨୦୦, ଅନ୍ତ୍ୟେଷ୍ଟିରେ ୫୦ ଲୋକ ରହିବେକୋଭିଡ୍ ସ୍ଥିତି ଦେଖି ସ୍ଥାନୀୟ ପ୍ରଶାସନ ମନ୍ଦିର ଖୋଲିପାରିବେ
ଭୁବନେଶ୍ବର: ନଭେମ୍ବର ୧୬ ତାରିଖରୁ ନବମରୁ ଦ୍ବାଦଶ ଶ୍ରେଣୀ ଖୋଲିପାରିବ। ଆଜି ରାଜ୍ୟ ସରକାର ଏଭଳି ନିର୍ଦେଶନାମା ଜାରି!-->!-->!-->…
Read More...
Read More...
ଜଣେ ସିଭିଲ୍ ଇଞ୍ଜିନିୟର ଯେବେ କୃଷକ ହୁଅନ୍ତି…
ଉତ୍ତରାଖଣ୍ଡର ଗୋପାଳ ଏବେ ସମସ୍ତଙ୍କ ପାଇଁ ଉଦାହରଣଦୀର୍ଘତମ ଧନିଆ ଗଛ ପ୍ରସ୍ତୁତ କରି ଗ୍ରିନିଜ୍ ବୁକ୍ ରେକର୍ଡରେ
ନୂଆଦିଲ୍ଲୀ: ସିଭିଲ୍ ଇଞ୍ଜିନିୟରିଂ ଭାବେ କାର୍ଯ୍ୟ କରୁଥିଲେ ଗୋପାଳ ଦତ୍ତ। ହଠାତ୍ ନିଜର ଲାଭଜନକ କ୍ୟାରିଅର୍ ଛାଡିଦେଲେ। ଆଉ ୨୦୧୫ରେ ଜଣେ ଜୈବିକ କୃଷକ ଭାବେ ଆରମ୍ଭ!-->!-->!-->…
Read More...
Read More...
ବିହାର: ସାମାଜିକ ନ୍ୟାୟ ରାଜନୀତିର ପୂର୍ଣ୍ଣଛେଦ!
ନୂଆଦିଲ୍ଲୀ: ଜୟପ୍ରକାଶ ନାରାୟଣଙ୍କ ଦ୍ବାରା ପ୍ରଭାବିତ ହୋଇ ସାମାଜିକ ନ୍ୟାୟ ଭିତ୍ତିକ ରାଜନୀତିକୁ ଓହ୍ଲାଇଥିବା ନେତାମାନଙ୍କ ଯୁଗ ଧୀରେ ଧୀରେ ଶେଷ ହେବାକୁ ଯାଉଛି। ଦୀର୍ଘ ତିନି ଦଶନ୍ଧି ପରେ ବିହାର ରାଜନୀତିରେ ଯେଉଁ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି, ତାହା ହେଲା, ଲାଲୁ ପ୍ରସାଦ ଯାଦବ;!-->…
Read More...
Read More...
ବିଜେଡି ପାଇଁ କିଏ ବିପଦ? ବିଜେପି ନା ଧର୍ମେନ୍ଦ୍ର
ଭୁବନେଶ୍ବର: ଓଡ଼ିଶାରେ କଂଗ୍ରେସ ବଢ଼ିବ ନା ଛିଡ଼ିବ? ବିଜେପି ରାଜ୍ୟ ସରକାରଙ୍କ ପାଇଁ ବିପଦ ହେବ କି? ବିଜେଡି ରାସ୍ତା ରୋକିବା କ୍ଷମତା କାହାର ଅଛି? ବିଜେଡି ବା କଂଗ୍ରେସ ଦଳର ଅସନ୍ତୁଷ୍ଟଙ୍କ ପାଇଁ କିଛି ବିକଳ୍ପ ଅଛି କି?
ଏମିତି ଅନେକ ପ୍ରଶ୍ନ ଉପରେ ଏବେ ରାଜ୍ୟ ରାଜନୀତିରେ ବିତର୍କ!-->!-->!-->…
Read More...
Read More...
‘ଆରୋଗ୍ୟ ସେତୁ’ରେ କେଁ
ସୂଚନା ଆୟୋଗ ଅସନ୍ତୋଷ ଝାଡ଼ିଲେ, କାରଣ ଦର୍ଶାଅ ନୋଟିସ ଜାରି କଲେଏହା ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର କରିବାରେ ସକ୍ଷମ କି ନାହିଁ ଯାଞ୍ଚ ପାଇଁ କହିଲେପୂର୍ବରୁ ରାହୁଲ ଗାନ୍ଧୀ ଏହି ପ୍ରଶ୍ନ ଉଠାଇଥିଲେ, କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରିଥିଲେବିବାଦ ପରେ ଡିଜିଟାଲ୍ କର୍ପୋରେସନ୍ ସିଇଓ!-->…
Read More...
Read More...
ବଡ଼ ସୁଯୋଗଟେ ହାତଛଡ଼ା କରିଦେଲା କି ବିଜେପି!
ଭୁବନେଶ୍ବର: ଆସନ୍ତା ୩ ତାରିଖ ଦିନ ଉଭୟ ବାଲେଶ୍ବର ସଦର ଓ ଜଗତସିଂହପୁରର ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେବ। ବାଲେଶ୍ବର ଆସନଟି ବିଜେପି ହାତରେ ଥିଲା। ଏଣୁ ବିଜେପି ସେ ଆସନରେ ପ୍ରତିପକ୍ଷ ବିଜେଡିକୁ ଟକ୍କର ଦେଉଛି। ସେହିଭଳି ତିର୍ତ୍ତୋଲ ଆସନରେ ଗତ ନିର୍ବାଚନରେ ବିଜେଡି ଏକ!-->…
Read More...
Read More...
ପ୍ରଥମ ପର୍ଯ୍ୟାୟ ମତଦାନରୁ ଭିନ୍ନ ସଙ୍କେତ
ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି୭୧ଟି ବିଧାନସଭା ଆସନରେ ଚାଲିଛି ମତଦାନ
ପାଟନା: କରୋନା ମହାମାରୀ ମଧ୍ୟରେ ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟରେ ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟିଂ ମେସିନ୍ରେ ସିଲ୍ ହେବ। ୭୧ ବିଧାନସଭା ଆସନ ପାଇଁ!-->!-->!-->…
Read More...
Read More...
କବି ନିତ୍ୟାନନ୍ଦ ନାୟକଙ୍କୁ ୪୧ତମ ଶାରଳା ପୁରସ୍କାର
ଭୁବନେଶ୍ୱର: ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବରିଷ୍ଠ କବି ନିତ୍ୟାନନ୍ଦ ନାୟକଙ୍କୁ ପ୍ରଦାନ କରାଯାଇଛି । ୨୦୧୭ ମସିହାରେ ଫ୍ରେଣ୍ଡସ୍ ପବ୍ଲିସର୍ସ ଦ୍ୱାରା ପ୍ରକାଶିତ!-->…
Read More...
Read More...
ଭାରତୀୟ କ୍ରିକେଟ୍ ଦଳକୁ ରୋହିତ ଝଟ୍କା
ମୁମ୍ବାଇ: ଅଷ୍ଟ୍ରେଲିଆ ଗସ୍ତରେ ଯିବାକୁ ଥିବା ଭାରତର କ୍ରିକେଟ୍ ଦଳକୁ ବଡ଼ ଝଟ୍କା ଲାଗିଛି। ଆସନ୍ତାମାସରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଯେଉଁ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି,ସେଥିରୁ ରୋହିତ୍ ଶର୍ମା ବାଦ୍ ପଡ଼ିଛନ୍ତି। ଆହତ କାରଣରୁ ସେ ଏହି ଗସ୍ତରେ ସାମିଲ ହେବେ ନାହିଁ। ଫଳରେ!-->…
Read More...
Read More...
ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡ
ନୂଆଦିଲ୍ଲୀ: କୋଲ୍ ବ୍ଲକ ଆବଣ୍ଟନ ମାମଲାରେ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ସିବିଆଇର ଏକ ସ୍ବତନ୍ତ୍ର କୋର୍ଟ ଆଜି ୩ ବର୍ଷ ଜେଲ୍ ଦଣ୍ଡାାଦେଶ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ୨ଜଣଙ୍କ ଲାଗି ମଧ୍ୟ ସମାନ ଦଣ୍ଡାଦେଶ ଘୋଷଣା ହୋଇଥିଲା। ପୂର୍ବରୁ କୋର୍ଟ ତାଙ୍କୁ!-->…
Read More...
Read More...