Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
TOP STORIES
୧୧ ସପ୍ତାହ ପରେ ୩୫% ବଢିଲା ଦେଶରେ ସାପ୍ତାହିକ ସଂକ୍ରମଣ
ନୂଆଦିଲ୍ଲୀ: ପୁଣି ଡରାଇଲା କରୋନା। ଦେଶରେ କରୋନା ସଂକ୍ରମଣ ଏବେ ବୃଦ୍ଧି ସଙ୍କେତ ମିଳିଲାଣି। ୧୧ ସପ୍ତାହ ପରେ ଦେଶରେ ସାପ୍ତାହିକ କରୋନା ସଂକ୍ରମଣ ୩୫ ପ୍ରତିଶତ ବୃଦ୍ଧି ପାଇଛି। ମୋଟ ଉପରେ ଦେଶରେ ସଂକ୍ରମଣ ହାର କମୁଥିବା ବେଳେ ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶରେ ସଂକ୍ରମଣ ବଢୁଥିବାରୁ!-->…
Read More...
Read More...
ପ୍ରଫୁଲ୍ଲ କର ଆଉନାହାନ୍ତି
ଭୁବନେଶ୍ବର: ନିଜର ଚମତ୍କାର ସ୍ୱର ପାଇଁ ଜଣାଶୁଣା; ଓଡିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ପୃଷ୍ଠପୋଷକ, ବିଶିଷ୍ଟ ସଙ୍ଗୀତଜ୍ଞ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପ୍ରଫୁଲ୍ଲ କରଙ୍କର ଆଜି ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ଓଡ଼ିଶାର ଏହି ବିଶିଷ୍ଟ ସଙ୍ଗୀତଜ୍ଞଙ୍କୁ ୮୩ ବର୍ଷ ବୟସ!-->…
Read More...
Read More...
କାହିଁକି ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଭାରତ ଗସ୍ତ ବେଶ ଗୁରୁତ୍ୱ ରଖୁଛି। ଆସନ୍ତା ୨୧ ତାରିଖରେ ଗୁଜୁରାଟ ଯିବେ ବୋରିସ ଜନସନ। ୨୨ ତାରିଖରେ ଦିଲ୍ଲୀରେ!-->…
Read More...
Read More...
ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ପୁରୀଠାରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହି ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ଏହି ଅବସରରେ!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ପଶ୍ନ, ଅନଲାଇନରେ ପାଠ ପଢୁଛ ନା ରିଲ୍ସ ଦେଖୁଛ
ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ । ଦିଲ୍ଲୀର ତାଲକଟୋରା ଷ୍ଟାଡିୟମ ଠାରେ ହେଉଥିବା କାର୍ଯ୍ୟକ୍ରମରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଟିପ୍ସ ଦେଇଛନ୍ତି । ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଇଛନ୍ତି!-->…
Read More...
Read More...
ବିଜୟ ମହାପାତ୍ର ନୂଆଦିଲ୍ଲୀ ଗଲେ, କାହାକୁ ଭେଟିଲେ?
ପୁଅ ଏବେ ରାଜନୀତିକୁ ଓହ୍ଲାଇବାର ନାହିଁ କି ନିର୍ବାସନ ନେବେ ନାହିଁ ବିଜୟତୁଚ୍ଛା ଗୁଜବ କହି ଏଡ଼ାଇଗଲେ, କହିଲେ ଦେଖ ଆଗକୁ କଣ ସବୁ ଚାଲିଛି
ଭୁବନେଶ୍ବର: ବିଜେପିରୁ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଧୀରେ ଧୀରେ ଦୂରେଇ ଗଲେଣି। ଗତ ପଞ୍ଚାୟତ ନିର୍ବାଚନରେ ସେ ଖୋଲାଖୋଲି ଘୋଷଣା!-->!-->!-->…
Read More...
Read More...
ଏପ୍ରିଲରୁ ଆରମ୍ଭ ହେବ ‘ସମୁଲେଇ’ ପ୍ରକଳ୍ପ
ସମ୍ବଲପୁର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି ) ଭି. କେ. ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ସମୁଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ଉଚ୍ଚ ସଚିବସ୍ତରୀୟ ଟିମରେ!-->…
Read More...
Read More...
ପୁରୀ: ସେବାୟତ କୃଷ୍ଣଚନ୍ଦ ପ୍ରତିହାରୀ ହତ୍ୟାର ପର୍ଦ୍ଦାଫାଶ୍ ହୋଇଛି। ପ୍ରେସମିଟ୍ରେ ପୁରୀ ଏସପି କନୱର ବିଶାଲ ସିଂ ହତ୍ୟା ମାମଲାର ଖୁଲାସା କରିଛନ୍ତି। ହତ୍ୟା ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୨ ଜଣ ଷଡଯନ୍ତ୍ରକାରୀ ଅଛନ୍ତି। ଦୋଳଗୋବିନ୍ଦ ଓ କାଳିଆ ସିଂହାରୀ ହେଉଛି!-->…
Read More...
Read More...
ଭୁବନେଶ୍ବର: ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ। ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ପ୍ରଚାର।। ଭୋଟ ଗ୍ରହଣ ପ୍ରସ୍ତୁତି ନେଇ ଆଜି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢୀ ସୂଚନା ଦେଇଛନ୍ତି। ୧୭୩୭ ୱାର୍ଡରେ ପୌର ପରିଷଦ ନିର୍ବାଚନ ହେବ। ଏଥିପାଇଁ ୪ ହଜାର ୩୭୩ ବୁଥ ରହିଛି। ୪୦!-->…
Read More...
Read More...
ନବୀନଙ୍କ ‘ବବି’ କାର୍ଡ ସଫଳ
ବିରୋଧୀ ତଟକା, ପ୍ରଣବ ପ୍ରକାଶଙ୍କ ସମସାମୟିକ ମଧ୍ୟ ଛାନିଆଅଧିକ ଯୁବ ନେତା ଏବେ ସାମ୍ନାକୁ ଆସିବେ, ପୁରୁଣା ଚେହେରା ବଦଳିବେବିଜେପିଠାରୁ ଯୁବ ଶକ୍ତିଙ୍କୁ ଦୂରେଇବାରେ ବବିଙ୍କର ବଡ ଭୂମିକା ରହିଛି
ଭୁବନେଶ୍ବର: ରାଜ୍ୟରେ ବହୁ ଚର୍ଚ୍ଚିତ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି।!-->!-->!-->…
Read More...
Read More...