Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
TOP STORIES
ଆଇସିୟୁରେ ହତ୍ୟାକାରୀ, ବାହାରେ କାରଣ ଖୋଜୁଛି ପୁଲିସ
ଭୁବନେଶ୍ବର: ରାଜଧାନୀରୁ ଯାଜପୁର । ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ପ୍ରିୟଙ୍କା ପ୍ରିୟଦର୍ଶନୀଙ୍କ ହତ୍ୟା ଖବର । ଶବ ବ୍ୟବଚ୍ଚେଦ ପରେ ପ୍ରିୟଙ୍କାଙ୍କ ମୃତଦେହ ଗାଁରେ ପହଚିଂବା ପରେ ଅନ୍ତିମ ସଂସ୍କାର କରାଯାଇଛି । ଜୁଇରେ ଜଳିଯାଇଛି ଗୋଟେ ହସଖୁସିର ସଂସାର । ପ୍ରିୟଙ୍କା ମୃତ୍ୟୁ ପୂରା ଗାଁ!-->…
Read More...
Read More...
ସର୍ବାଧିକ ସଂକ୍ରମିତ ତାଲିକାରେ ଓଡିଶାର ୧୧ ଜିଲ୍ଲା
ଦେଶରେ ୯୧ ଜିଲ୍ଲାରୁ ଓଡିଶାର ୧୧ ଜିଲ୍ଳାରେ ଅଧିକ ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ କିଛି ଦିନ ହେବ କରୋନା ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ଦେଖାଦେଉଛି । ୯ ଦିନ ହେବ ଦେଶରେ ସଂକ୍ରମଣ କମରହିଛି । ଦୈନିକ ସଂକ୍ରମଣ ୫୦ ହଜାରରୁ କମ ରହୁଛି । ହେଲେ ଚିନ୍ତାର ବିଷୟ ହେଉଛି ଦେଶରେ ୯୧ ଜିଲ୍ଲାରେ!-->!-->!-->…
Read More...
Read More...
ରଥଯାତ୍ରାରେ ଛେରା ପହଁରା କରିବେ ଗଜପତି
ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥଯାତ୍ରା ଦିନ ଛେରା ପହଁରା କରିବେ। ଆଜି ନିଜେ ଗଜପତି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମହାରାଜା କହିଛନ୍ତି ଯେ ସ୍ନାନ ଯାତ୍ରାକୁ ନ ଯାଇ ଆମେ ରଥଯାତ୍ରାକୁ ଯିବାକୁ ନିଷ୍ପତ୍ତି ନେଇଛୁ। ଆମ ଦୃଷ୍ଟିରୁ ରଥଯାତ୍ରା ହେଉଛି ମହାପ୍ରଭୁଙ୍କର ମୁଖ୍ୟ!-->…
Read More...
Read More...
ଘର କେଳେଙ୍କାରୀ: କାହା ଭୁଲରୁ ପଛେଇଗଲା ଓଡ଼ିଶା?
ଭୁବନେଶ୍ବର: ଯାଜପୁର ଜିଲ୍ଲା ବଡଚଣା ଆସନରେ ୨୦୦୪ ମସିହାରେ ବିଜୁ ଜନତା ଦଳ ହାରିବା ପଛର ବଡ଼ କାରଣ ଥିଲା ଇନ୍ଦିରା ଆବାସ ପ୍ରସଙ୍ଗ।
ଗୃହ ନିର୍ମାଣ କେଳେଙ୍କାରୀ କାରଣରୁ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର!-->!-->!-->…
Read More...
Read More...
ଆଉ ପାଦେ ଗଲେ ମୋଦୀ; ବଡ ପରିବର୍ତ୍ତନ ଅଭିମୁଖେ କେନ୍ଦ୍ର
ରାଜ୍ୟପାଳ ବଦଳି ମନ୍ତ୍ରିମଣ୍ଡଳ ଅଦଳବଦଳର ପୂର୍ବ ସଂକେତ, ଫୋନ କଲକୁ ଅପେକ୍ଷା କରୁଛନ୍ତି ବିଜେପି ନେତା
ନୂଆଦିଲ୍ଲୀ: ବଦଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ । ଏନେଇ ଚର୍ଚ୍ଚା ଭିତରେ ଏକ ବଡ ସଂକେତ ଦିଲ୍ଲୀରୁ ଆସିଛି। ଏକାଧିକ ରାଜ୍ୟ ପାଇଁ ରାଜ୍ୟପାଳ ବଦଳିଥିବା ନେଇ!-->!-->!-->…
Read More...
Read More...
ସୁସ୍ଥ ହେଲେ ମହାପ୍ରଭୁ
ପୁରୀ: ସ୍ନାନ କରି ଜ୍ବରରେ କମ୍ପୁଥିବା ମହାପ୍ରଭୁଙ୍କ ସ୍ବାସ୍ଥ୍ୟରେ ବଡ଼ ଉନ୍ନତି ଆସିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଠାକୁର, ଦେବୀ ସୁଭଦ୍ରା ଓ ସୁଦର୍ଶନ ସମସ୍ତେ ସୁସ୍ଥ ହୋଇଛନ୍ତି।ଶତାଧିକ ଦଇତାପତି ମହାପ୍ରଭୁଙ୍କ ସେବାରେ ଲାଗିଥିଲେ। ଫୁଲୁରି ତେଲ ଓ ଦଶମୂଳ ବି ଲାଗି କରାଯାଇଥିଲା।!-->…
Read More...
Read More...
ପ୍ରିୟଙ୍କା ହତ୍ୟାକାଣ୍ଡ ପଛର ଗୁମର ଖୋଲୁଛି
‘ପ୍ରିୟଙ୍କା ସହ ଥିଲା ପୁଅର ପୁରୁଣା ସଂପର୍କ’
ଭୁବନେଶ୍ୱର: ସ୍ଥାନୀୟ ଭୀମଟାଙ୍ଗିରେ ମହିଳାଙ୍କ ହତ୍ୟା ଘଟଣା ଉପରୁ ଧୀରେ ଧୀରେ ପରଦା ହଟିବାରେ ଲାଗିିଛି। ହତ୍ୟାକାରୀ ଜଗନ୍ନାଥ ପ୍ରଧାନ ଓ ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସଂପର୍କ କଣ ଥିଲା? କେଉଁଥି ପାଇଁ ସେ ତାଙ୍କୁ!-->!-->!-->…
Read More...
Read More...
ରଥଯାତ୍ରା ଶୁଣାଣି ବେଳେ ଏମିତି କହିଲେ ଜଷ୍ଟିସ୍ ରମନ୍ନା
କେବଳ ପୁରୀରେ ହେବ ରଥଯାତ୍ରା, ଅନ୍ୟ କେଉଁଠି ନୁହେଁ: ଏକାଧିକ ପିଟିସନ ସର୍ବୋଚ୍ଚ ନ୍ୟାୟାଳୟରେ ଖାରଜଜଷ୍ଟିସ୍ ରମଣା ବଡ ରାୟ ଦେଇ କହିଲେ ଏମିତି କରିବାକୁ ମତେ ଭଲ ଲାଗୁନି, କିନ୍ତୁ ଆମେ ମଧ୍ୟ ନାଚାରଆସନ୍ତାବର୍ଷ କୋଭିଡ୍ ସ୍ଥିତି ସୁଧୁରିଲେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇପାରିବ ,ଏ ଆଶା!-->…
Read More...
Read More...
କୋଭିଡ୍ ମୃତ୍ୟୁ ନେଇ ଆସିଲା ସରକାରଙ୍କ ସ୍ପଷ୍ଟୀକରଣ
ଘୋଷଣା କରାଯାଉଥିବା ମୃତ୍ୟୁ ରିୟଲ ଟାଇମ୍ ତଥ୍ୟ ଉପରେ ନୁହେଁ: ସିବିକେସରକାର କୌଣସି କୋଭିଡ୍ ମୃତ୍ୟୁ ଜନିତ ତଥ୍ୟ ଲୁଚାଇନାହାନ୍ତି କହିଲେ ଡିଏମ୍ଇଟିହେଲେ ଅଣ କୋଭିଡ୍ ମୃତ୍ୟୁ ରିପୋର୍ଟ ନ ଦେବା ଫଳରେ ଲୋକଙ୍କ ସନ୍ଦେହ ବଢ଼ିଲାବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ପ୍ରଦର୍ଶନ ନେଇ ସବୁଠି!-->…
Read More...
Read More...