Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
TOP STORIES
ମହିଳାଙ୍କୁ ମାରିଲା କିଏ?
ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଭୀମଟାଙ୍ଗିର ଫେଜ୍-୧ ଅଞ୍ଚଳରେ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବନ୍ଦ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତା’ସହିତ ଜଣେ ପୁରୁଷଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି ।!-->…
Read More...
Read More...
ହଜାରେ କୋଟିର ଦୁର୍ନୀତି କରିଛନ୍ତି ସରକାର
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମ୍ବାଦିକ ସମ୍ମିଳନୀ କରି ଘେରିଲା ବିଜେପିତୁରନ୍ତ କାର୍ଯ୍ୟାନୁଷ୍ଠାନ ସହିତ ସିବିଆଇ ଦ୍ବାରା ତଦନ୍ତ ଦାବି କଲେ ରାଜ୍ୟ ବିଜେପି ନେତାକେନ୍ଦ୍ରୀୟ ଟିମ୍ ଆସିଥିଲେ ତଦନ୍ତ ପାଇଁ, ତାଙ୍କ ରିପୋର୍ଟ ଧରି ବିଜେପି ନେତା ଗର୍ଜିଲେ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ!-->!-->!-->…
Read More...
Read More...
ଆଉ ୬ଲକ୍ଷ ଘର ମାଗିଲେ ନବୀନ
ଭୁବନେଶ୍ବର: ସମସ୍ତଙ୍କୁ ଘର କାର୍ଯ୍ୟକ୍ରମକୁ ଶତ ପ୍ରତିଶତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଆଉ ୬ଲକ୍ଷ ଘର ମାଗିଛନ୍ତି। ନିକଟରେ କେନ୍ଦ୍ର ସରକାର ଦେଇଥିବା ୮ଲକ୍ଷ ୧୭ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା!-->!-->!-->…
Read More...
Read More...
ଦର କମାଅ…ଦର କମାଅ..
ଶେଷରେ ‘ହାତ’ ନିଷ୍ପତ୍ତି ନେଲା, ରାସ୍ତାକୁ ଓହ୍ଲାଇବ, ତୈଳଦର ବୃଦ୍ଧି ପ୍ରତିବାଦ କରିବ୧୩ ପେଟ୍ରୋଲ ପମ୍ପ ବନ୍ଦ କରିବାକୁ ନବ ନିର୍ମାଣ ଛାତ୍ର ଯୁବ ଛାତ୍ର ସଂଗଠନର ଘୋଷଣା
ଭୁବନେଶ୍ବର: ତୈଳ ଦର ବୃଦ୍ଧିକୁ ନେଇ ତେଜିଲା ବିରୋଧ । ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ତୈଳଦର ବୃଦ୍ଧି!-->!-->!-->!-->!-->…
Read More...
Read More...
ଏଲଇ୍ଡି ଟେଣ୍ଡରରୁ କେଳେଙ୍କାରୀ ଗନ୍ଧ ବାହାରୁଛି!
୧୫୦ କୋଟିର ଏଲ୍ଇଡି କିଣାଯିବ, ମାତ୍ର ୫ଟି କଂପାନିକୁ ଅନୁମତି କାହିଁକି?ଦଶନ୍ଧି ତଳର ପୁରୁଣା ବୈଷୟିକ ଜ୍ଞାନ କୌଶଳର ଏଲ୍ଇଡି କାହିଁକି ଆସିବ?
ଭୁବନେଶ୍ବର: କିଛି ଦିନ ବ୍ୟବଧାନରେ ରାଜ୍ୟରେ ଏଲ୍ଇଡି ଲାଇଟ୍ କିଣା ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ପୂର୍ବରୁ ଏଥିରେ ଦୁର୍ନୀତି!-->!-->!-->…
Read More...
Read More...
କାରଣ ଖୋଜିବାକୁ ଆସି ପହଞ୍ଚିଲା କେନ୍ଦ୍ରୀୟ ଟିମ୍
ଅଗଷ୍ଟ-ସେପ୍ଟେମ୍ବରରେ ଆସିପାରେ ତୃତୀୟ ଲହର
ଭୁବନେଶ୍ବର: ଓଡିଶାରେ କାହିଁକି କମୁନି କରୋନା ସଂକ୍ରମଣ ? ଏହାର ସମୀକ୍ଷା ପାଇଁ ଓଡିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ । କୋଲକତା ଜନସ୍ୱାସ୍ଥ୍ୟ ବିଭାଗର ଡାକ୍ତର ପ୍ରଫେସର ଶିବାନୀ ଦତ୍ତ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ସରକାରୀ!-->!-->!-->…
Read More...
Read More...
ଓଡ଼ିଶାର ଭାତହାଣ୍ଡି ବରଗଡରୁ ଉଠିଲା ଭିନ୍ନ ମତ
କାହିଁକି ଧାନ ଚାଷୀ ଲାଭ ପାଉନାହାନ୍ତି ବୟାନ କଲେ ସମ୍ବିତ୍ ଆଚାର୍ଯ୍ୟଅରୁଆ ଚାଉଳ ଓ ଉଷୁନା ଚାଉଳ ବିବାଦ ସଂପର୍କରେ ବି କହିଲେସରକାରଙ୍କ ଶୀତଳଭଣ୍ଡାର, ତ୍ରୁଟିଶୂନ୍ୟ ବଜାର ସଂପର୍କରେ ଠାରିଲେକେବଳ ଧାନ ନୁହେଁ, ବିକଳ୍ପ ଜୈବିକ ଚାଷର ଆବଶ୍ୟକତା ରହିଛି
ଭୁବନେଶ୍ବର: ଆସନ୍ତୁ, ସଭିଏଁ!-->!-->!-->…
Read More...
Read More...
ଗଂଜାମ ନେଲା ‘କୋଭାକ୍ସିନ୍’
ଭୁବନେଶ୍ୱର ପରେ ଗଂଜାମକୁ ଫୋକସ କଲେ ସରକାର
ଭୁବନେଶ୍ବର: ଭୁବନେଶ୍ୱରେ ପରେ ଏବେ ଗଂଜାମରେ କୋଭାକ୍ସିନ ଟିକା । ରାଜ୍ୟରେ କେବେଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯାଉଥିବା ଅନ୍ୟ ସବୁ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି । ଗଂଜାମରେ ମଧ୍ୟ ପୂର୍ବରୁ କୋଭିସିଲ୍ଡ ଦିଆଯାଉଥିଲା।!-->!-->!-->…
Read More...
Read More...
କମୁଛି ସଂକ୍ରମଣ,ବଢୁଛି ମୃତ୍ୟୁ
ଡାନ୍ଙ୍କ ନେତୃତ୍ବରେ ଆଜି ଅନୁଧ୍ୟାନ ପାଇଁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍ଗତ ୧୫ଦିନରେ ଦୁଇ ଥର ମୃତ୍ୟୁ ସଂଖ୍ୟା ୪୦ ତଳକୁ ଖସିଛି
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ୪ ପ୍ରତିଶତରୁ ତଳକୁ ଖସୁଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢିଚାଲିଛି। ଆଜି ସାମ୍ନାକୁ ଆସିଥିବା ଦୈନିକ!-->!-->!-->…
Read More...
Read More...
ମୁଁ ବି ସରକାରୀ ସ୍କୁଲରେ ପଢିଛି, କିନ୍ତୁ …
କାହା ସ୍ବାର୍ଥରେ କାମ କରୁଛନ୍ତି ଏସ୍ଏମ୍ସି?କେତେ ଥର ସରକାରଙ୍କୁ ଦେଉଛନ୍ତି ରିପୋର୍ଟ?ସାମାଜିକ ଗଣମାଧ୍ୟମରେ ଚାଲିଛି ପ୍ରତିଯୋଗିତାଉତ୍ତରଦାୟିତ୍ବ ନେବାକୁ କାହାର ଫୁରସତ୍ ନାହିଁ
ଭୁବନେଶ୍ବର: ବିନା ପରୀକ୍ଷାରେ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ୍) ପରୀକ୍ଷା ଫଳ ରେକର୍ଡ ଛୁଇଁଛି।!-->!-->!-->…
Read More...
Read More...