ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ
Browsing Category

TOP STORIES

ଚିଲିକାରେ ବଡ଼ ପରିବର୍ତ୍ତନ ସଙ୍କେତ ମିଳିଲା

ମଧୁର ଜଳ ଅଂଶ କମୁଛି,ଲୁଣା ପାଣି ବଢ଼ୁଛିମୁହଁ ମୋଡ଼ିଲେଣି ବିଦେଶରୁ ଆସୁଥିବା ପକ୍ଷୀବେଆଇନ ଘେରି ନେଇ ତାଗିଦ୍ କରିଛନ୍ତି ହାଇକୋର୍ଟସରକାର ବେଫିକର, କେଉଁଥିକି ବି ଧ୍ୟାନ ନାହିଁ ଭୁବନେଶ୍ୱର: ନିକଟରେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ କରିବା ପ୍ରସଙ୍ଗକୁ ନେଇ ହାଇକୋର୍ଟ ଏକ ବଡ଼ ରାୟ
Read More...

ମୋଦୀ ଡାକିଲେ ଜରୁରୀ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲି ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବାହ୍ନ ୧୧ଟାରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଲାଗି ଆପାତତଃ ସମୟ ସ୍ଥିର ହୋଇଛି। ଏହାର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।
Read More...

ଚିନ୍ତା ବଢ଼ାଇଲାଣି ଟ୍ବିନ୍ ସିଟି

ଆଜି ବି ମୃତ୍ୟୁ ସଂଖ୍ୟା ୫୦ ଉପରେ, ବୁଲୁଛନ୍ତି କେନ୍ଦ୍ରୀୟ ଟିମ୍ ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ଗତ ଦୁଇ ଦିନ ହେବ ୪ ପ୍ରତିଶତ ତଳକୁ ଖସିଛି। ଆଜି (ଗତ ୨୪ ଘଣ୍ଟା ରିପୋର୍ଟ ଆଧାରରେ) ସଂକ୍ରମଣ ହାର ରହିଛି ୩.୯୩%। ଦିନକରେ ୨୫ ଶହ ତଳକୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ
Read More...

ମଙ୍ଗଳବାରରେ ମଙ୍ଗଳ କରିବ ମାଆ ମଙ୍ଗଳାଙ୍କ ଦର୍ଶନ

ଶୁଭାନନାଂ ରକ୍ତସୁଚାରୁ ହାସ୍ୟାଂ। ନେତ୍ରୈସ୍ତ୍ରିଭିଃ ଶୋଭିତ ମଙ୍ଗଳାସ୍ୟାମ୍।।ବରାଭୟାଂ ଶୂଳଗଦାଧରାଂଚ, ନ୍ୟଗ୍ରୋଧଲଗ୍ନାବସତିଂ ଭଜେହମ୍।।
Read More...

ଟାର୍ଗେଟକୁ ବି ଟପିଗଲେ

ରେକର୍ଡ ଟିକାଦାନ: ୪ ଲକ୍ଷ ୨ ହଜାର ୪୩୪ ଡୋଜ ଦିଆଯାଇଛି୨୧ ଜୁନରେ ସର୍ବାଧିକ ୩ ଲକ୍ଷ ୩୨ ହଜାର ୭୧୭ ଟିକାଦାନ ହୋଇଥିଲା ରାଜ୍ୟରେ ଦିନକରେ ରେକର୍ଡ ଟିକାଦାନ । ଦିନକରେ ୪ ଲକ୍ଷରୁ ଅଧିକ ଟିକାକରଣ ହୋଇଛି ଓଡିଶାରେ । ଆଜି ୪ ଲକ୍ଷ ୨ ହଜାର ୪୩୪ ଡୋଜ ଦିଆଯାଇଛି। ଯାହା ଗୋଟିଏ ଦିନରେ
Read More...

ହଁ, ମାରିଲା ହତ୍ୟାକାରୀ

ଭୀମଟାଙ୍ଗୀର ଭୟାନକ ହତ୍ୟା ଘଟଣା ଉପରୁ ହଟିଲା ପରଦା ଭୁବନେଶ୍ୱର: ଭୀମଟାଙ୍ଗୀ ଅଞ୍ଚଳରେ ଘର ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ହାତରେ ଲାଗିଛି ତଥ୍ୟ। ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ହତ୍ୟାକାରୀ । ହତ୍ୟାକାରୀ ହେଉଛି ଯାଜପୁର ମଙ୍ଗଳପୁରର
Read More...

ଗରିବଙ୍କ ମୁଣ୍ଡ ଉପରେ ଛାତକୁ ବିରୋଧ କରୁଛି ବିଜେପି

ବିଜେପି ଅଭିଯୋଗ ଉପରେ ଜବାବ ଦେଲା ବିଜେଡି ଭୁବନେଶ୍ୱର: ଓଡିଶାରେ ହତାଶ ହୋଇପଡିଥିବା ନିଜର ଦଳର କର୍ମୀମାନଙ୍କ ମନୋବଳ ବଢାଇବା ରାଜ୍ୟ ବିଜେପି ସଭାପତିଙ୍କ ପାଇଁ କେତେ କଷ୍ଟକର ତାହା ଆମେ ଜାଣିଛୁ। ଆଜି ତାଙ୍କର ସାମ୍ବାଦିକ ସମ୍ମିଳନୀ ହେଉଛି ଏଭଳି ହତୋତ୍ସାହିତ କର୍ମୀଙ୍କୁ ଉତ୍ସାହିତ
Read More...

ନୂଆଦିଲ୍ଲୀକୁ ଚାଷୀ ତାତି ଫେରିବ!

ନୂଆଦିଲ୍ଲୀ: ଦେଶରେ ଚାଷୀ ଆନ୍ଦୋଳନ ପୁଣି ଥର ଜୋରଦାର ହେବ। ସେ ନେଇ ଚାଷୀନେତାମାନେ ମାନସ ମନ୍ଥନ କରିବା ପରେ ଦୃଢ଼ ପଦକ୍ଷେପ ନେହା ଲାଗି ମନସ୍ଥିର କରିଛନ୍ତି। ମିଳୁଥିବା ସୂଚନା ଅନୁସାରେ, ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ କୃଷକମାନେ ସଂସଦ ଘେରିବା ଲାଗି ପୁଣି ପ୍ରସ୍ତୁତି
Read More...

ରାଜ୍ୟରେ ୨୦ ଜୀବନ ନେଲାଣି ବ୍ଲାକ ଫଙ୍ଗସ୍

ଭୁବନେଶ୍ବର: କୋଭିଡ୍ ଯେମିତି ଘାତକ, ବ୍ଲାକ୍ ଫଙ୍ଗସ୍ ସେମିତି ଡରାଇଲାଣି। ରାଜ୍ୟରେ ୨୦ ଜଣଙ୍କ ଜୀବନ ନେଲାଣି ମାରାତ୍ମକ ବ୍ଲାକ ଫଙ୍ଗସ୍ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ଏଯାଏ ୧୩୦ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬
Read More...

ଜୁଲାଇ ୭ରେ ଅଦଳବଦଳ: କିଏ ରହିବେ, କିଏ ଯିବେ?

ନୂଆଦିଲ୍ଲୀ: ଜୁଲାଇ ୭ ତାରିଖ ଅର୍ଥାତ୍ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରିମଣ୍ଡଳ ଅଦଳବଦଳ କରିବେ। ସକାଳ ୧୧ଟାରେ ଏଥିପାଇଁ ସମୟ ଧାର୍ଯ୍ୟ ହୋଇଥିବା ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ବର୍ତ୍ତମାନ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ୨୮ଟି ପଦବି ଖାଲି ରହିଛି। ହେଲେ ୧୭ରୁ
Read More...