Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍ ନିକଟରେ ତାଳଚେର-ପୁରୀ ଟ୍ରେନ୍ର ଇଞ୍ଜିନ୍ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC
Browsing Category
TOP STORIES
ମହିଳାଙ୍କ ପେଟରୁ ତୃତୀୟ ଥର ବଡ ଟ୍ୟୁମର ବାହାର କଲେ ସମ୍ ହସ୍ପିଟାଲର ସର୍ଜନ
ଭୁବନେଶ୍ୱର : ଜଣେ ୩୪ ବର୍ଷୀୟ ମହିଳାଙ୍କର ତଳିପେଟରୁ ୧୦ କେଜିରୁ ଅଧିକ ଓଜନର ଟ୍ୟୁମର କାଢ଼ିବା ଭଳି ଜଟିଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସର୍ଜନ । ଗୁରୁବାର ଏହି!-->…
Read More...
Read More...
ପୁରୀ ପାଇଁ ବଡ଼ ସ୍ବପ୍ନ ରଖିଲେ ନବୀନ
ପୁରୀରେ ଅନ୍ତର୍ଜାତିକ ବିମାନବନ୍ଦର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିିଲେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନାମରେ ଏହାକୁ ନାମକରଣ ପାଇଁ ବି ପ୍ରସ୍ତାବଜମି ଚିହ୍ନଟ କରିସାରିଛନ୍ତି ସରକାର, ରେକର୍ଡ ସମୟରେ ସାରିବାକୁ ଲକ୍ଷ୍ୟ ରହିଛିପୁରୀକୁ ବିଶ୍ବ ଐତିହ୍ୟ ସହରର ମାନ୍ୟତା!-->…
Read More...
Read More...
ମୁହାଁମୁହିଁ ଆଡ଼କୁ ବିଜେଡି-ବିଜେପି
ଭୁବନେଶ୍ବର: ୨୦୧୬ ମସିହାରେ ଏମିତି ହୋଇଥିଲା। ପ୍ରଥମେ ବିଜେଡି-ବିଜେପି ମଧ୍ୟରେ କଥା କଟାକଟି। ତା' ପରେ ବିକ୍ଷୋଭ। ରାଜନୈତିକ ସମାବେଶ। ପରସ୍ପର ଭିତରେ ଛକାପଞ୍ଝା। ଆଉ ଶେଷରେ ନିର୍ବାଚନୀ ଯୁଦ୍ଧରେ ଉଭୟଙ୍କ ମଧ୍ୟରେ ବଳ କଷାକଷି ହୋଇଥିଲା।
ଠିକ୍ ଚାରିବର୍ଷ ପରେ ଏବେ ପୁଣି ଥରେ ସମାନ!-->!-->!-->…
Read More...
Read More...
ନୂଆ ଓଡ଼ିଶାର ଚିତ୍ର ଆଙ୍କିବେ ସୁରେଶ, ପ୍ରଦୀପ ଓ ଅସିତ
ଅସିତ ତ୍ରିପାଠୀ ପଶ୍ଟିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନିଯୁକ୍ତମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିବେନୂଆ ଅଧିକାରୀଙ୍କୁ ନେଇ ନୂଆବର୍ଷରୁ ନୂଆ ଓଡ଼ିଶା ଗଠନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର: ରାଜ୍ୟ ସରକାର ଆଜି ୧୯୮୬ ବ୍ୟାଚ୍ ବରିଷ୍ଠ ଆଇଏଏସ୍ ଅଫିସର ତଥା!-->!-->!-->…
Read More...
Read More...
ବିଜେଡି ଟିକେ ତରତର ହେଉଛି କି ?
ଭୁବନେଶ୍ବର: ନୂଆବର୍ଷ ଅବ୍ୟବହିତ ପୂର୍ବରୁ ହଠାତ୍ ଓଡ଼ିଶାର ତିନି ରାଜନୈତିକ ଦଳ ସକ୍ରିୟ ହୋଇଉଠିଛନ୍ତି। ବିଜେପି ଓ କଂଗ୍ରେସ ସରକାରଙ୍କ ବିରୋଧରେ ବିଷୋଦ୍ଗାର କରିବା ଓ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେବା ଘଟଣା ଅତ୍ୟନ୍ତ ସ୍ବାଭାବିକ ଅଟେ। ସେହିଭଳି ବିଜେଡି ବିରୋଧୀଙ୍କୁ ମୁକାବିଲା!-->…
Read More...
Read More...
ନୂଆବର୍ଷରୁ ବଦଳିବ ଓଡ଼ିଶା ରାଜନୀତି ପାଣିପାଗ
ବିଜେଡିର ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ରାଜ୍ୟ ରାଜନୀତିରେ କମ୍ପନଦଳୀୟ ଶିବିର ଚଳଚଞ୍ଚଳ; ରାଜ୍ୟ କାର୍ଯ୍ୟକାରିଣୀକୁ ରହିଛି ସମସ୍ତଙ୍କ ନଜରପ୍ରଭାବୀ ପ୍ରତିଜବାବ ଦେବା ଲାଗି ବିଜେପିର ପ୍ରସ୍ତୁତି ଆରମ୍ଭ, କେନ୍ଦ୍ର ଉପରେ ଚାପକଂଗ୍ରେସ ଶିବିର ବି ତତ୍ପର, ଜାନୁଆରିରେ ସାେନିଆ ଓଡ଼ିଶା ଗସ୍ତରେ!-->…
Read More...
Read More...
ବିରୋଧୀଙ୍କୁ ସୀମା ଦେଖାଇଲେ ନବୀନ
ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡିଶାର ଯୁବ ସମାଜର ଆଶା ଓ ଅଭିଳାଷ ପୂରଣ କରିପାରିବ କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡିଶାର ସ୍ବତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ ଜାତୀୟ ଦଳ ମାନେ ଆପଣଙ୍କୁ ମହାସାଗରର ଗୋଟିଏ ଛୋଟ ଜଳବିନ୍ଦୁ କରି ହଜାଇ ଦେବେ ମହାନଦୀ, ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ!-->…
Read More...
Read More...
ପଶ୍ଚିମବଙ୍ଗରୁ ମାଡ଼ି ଆସୁଛି ଓଡ଼ିଶାକୁ ବିପଦ!
ଦୁର୍ବଳ ହେଉଛନ୍ତି ମମତା, ନିର୍ବାଚନ ଉପରେ ସମସ୍ତଙ୍କ ଆଖିବିଜେପି ଜିତିଲେ, ଦଳର ପରବର୍ତୀ ଟାର୍ଗେଟ୍ ଓଡ଼ିଶା ହେବବିଜେଡି ପାଇଁ ଚିନ୍ତା ଓ ଚ୍ୟାଲେଞ୍ଜ ବଢିଲା, ରଣନୀତି ପାଇଁ କସରତ ଆରମ୍ଭ
ଭୁବନେଶ୍ବର:
ପଶ୍ଚିମବଙ୍ଗରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ଯେତିକି ପାଖେଇ ଆସୁଛି,!-->!-->!-->…
Read More...
Read More...