ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ
Browsing Category

Uncategorized

ଆଖି ବୁଜିଲା ବାଘୁଣୀ ‘ବିଜୟା’

ଭୁବନେଶ୍ବର; ଆଖି ବୁଜିଲା ନନ୍ଦନକାନନରେ ଥିବା ବାଘୁଣୀ ‘ବିଜୟା’ । ସେ ଗତ ୯ ତାରିଖରେ କୌଣସି କାରଣକୁ ନେଇ ଅସୁସ୍ଥ ହୋଇ ପଡ଼ିଥିଲା। ୧୪ତାରିଖରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ଵତନ୍ତ୍ର ଏନକ୍ଲୋଜର ଭିତରରେ ରଖି ତାର ପରୀକ୍ଷା ନିରୀକ୍ଷା ସହ ଚିକିତ୍ସା କରୁଥିଲେ ନନ୍ଦନକାନନ ଓ ଓୟୁଏଟିର
Read More...

ଅକ୍ଟୋବର ୨୫, ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର; ଅକ୍ଟୋବର ୨୫ ତାରିଖକୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଏହି ତାରିଖରେ ସୂର୍ଯ୍ୟପରାଗ ପଡୁଥିବାରୁ ଉକ୍ତ ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ତା ସହିତ ରାଜସ୍ୱ
Read More...

କେନ୍ଦ୍ରୀୟ ବିଦ୍ୟାଳୟରୁ ବାଲବାଟିକାର ଶୁଭାରମ୍ଭ

ରାଷ୍ଟ୍ରୀୟ ପାଠ୍ୟକ୍ରମ ରୂପରେଖ ୨୦୨୨ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ପ୍ରାରମ୍ଭିକ ସୋପାନରେ ଖେଳ ଆଧାରିତ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଆଗାମୀ ଶିକ୍ଷା ବର୍ଷରୁ ଦେଶର ସମସ୍ତ ସିବିଏସଇ ସ୍କୁଲରେ ବାଲବାଟିକା ନୂଆଦିଲ୍ଲୀ – କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Read More...

ବାଣ ଗୋଦାମରେ ବିସ୍ଫୋରଣ, ୩ ମୃତ, ୭ ଗୁରୁତର

ମଧ୍ୟପ୍ରଦେଶ; ମଧ୍ୟ ପ୍ରଦେଶର ମୁରୈନାରେ ବେଆଇନ୍ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। କୁହାଯାଉଛି କି ବିସ୍ଫୋରଣ ସ୍ଥାନରେ ଏବେ ବି ଅନେକ ଲୋକ ଫସି ରହିଛନ୍ତି । ତେବେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ
Read More...

ବଢ଼ିଲା ଓଟିଇଟି ପାଇଁ ଆବେଦନ ତାରିଖ

କଟକ,୨୦/୧୦: ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟିର ଆବେଦନ ସମୟ ସୀମାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଗତ ୧୦ ତାରିଖରୁ ଅନ୍‌ଲାଇନ୍‌ରେ ଆରମ୍ଭ ହୋଇଥିବା ଏହି ଆବେଦନ ପ୍ରକ୍ରିୟାର ଶେଷ ଦିନ ଅକ୍ଟୋବର ୧୯ ତାରିଖ ରାତି ୧୧ଟା ୪୫
Read More...

ଲଗାଣ ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ

ବେଙ୍ଗାଲୁରୁ; ଲଗାଣ ବର୍ଷାରେ ବେହାଲ ହେଲାଣି ଆଇଟି ସିଟି । ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ଅନେକ ରାସ୍ତାଘାଟ, କଲୋନୀ, ଅଫିସ୍‌ ବୁଡିଯାଇଛି। ତେବେ ପାଣିପାଗ ବିଭାଗ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଥିବା ବେଳେ ଆଗକୁ ସ୍ଥିତି ଅଧିକ ହେବାର ଆଶଙ୍କା କରାଯାଉଛି । ଆଗାମୀ ୩ ଦିନ ପାଇଁ
Read More...

ତାମିଲନାଡୁ ଯିବେ ୨୨୦ ଆଦିବାସୀ ଯୁବତୀ

ଭୁବନେଶ୍ବର: ଆଜି ତାମିଲନାଡୁ ଯିବେ କଳାହାଣ୍ଡିର ୨୨୦ ଜଣ ଯୁବତୀ । ସମସ୍ତେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣରେ ଅଧିନରେ ହୋସୁରରେ ଥିବା ଟାଟା ଇଲୋକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡରେ ନିଯୁକ୍ତି ପାଇଛନ୍ତି । ଆଜି ଭୁବନେଶ୍ବର ବିମାନବନ୍ଦରରୁ ସମସ୍ତେ ସ୍ବତନ୍ତ୍ର ବିମାନରେ ତାମିଲନାଡୁ
Read More...

ଜନ୍ମ ଦିନରେ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର; ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଆସନ୍ତା କାଲି ଅକ୍ଟୋବର ୧୬ ତାରିଖ ରେ ରବିବାର ଦିନ ପଡୁଛି । ତେବେ ମୁଖ୍ୟମନ୍ତ୍ରୀ ମେକ ଇନ୍ ଓଡିଶା କାର୍ଯ୍ୟକ୍ରମ ପାଇଁ ରବିବାର ହାଇଦ୍ରାବାଦ ଗସ୍ତରେ ଯାଉଥିବାରୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ
Read More...

କୋଇଲାଖଣି ବିସ୍ଫୋରଣରେ ୨୫ ମୃତ

ବାର୍ତ୍ତିନ ପ୍ରଦେଶ; ତୁର୍କୀ ଉତ୍ତରାଞ୍ଚଳ ଅନ୍ତର୍ଗତ ବାର୍ତିନ୍‌ ପ୍ରଦେଶ ସ୍ଥିତ ଏକ କୋଇଲାଖଣିରେ ବିସ୍ଫୋରଣ ଘଟିଛି । ଏଥିରେ ଅନ୍ୟୂନ ୨୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଏବେବି ପ୍ରାୟ ୫୦ଜଣ ଖଣି ଭିତରେ ଫସି ରହିଥିବା ସୂଚନା ମିଳିଛି। ଶୁକ୍ରବାର
Read More...

ଗଡିଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ଆରମ୍ଭ ହେଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀ । ଏହା ହେଉଛି ହିମାଚଳ ପ୍ରଦେଶରୁ ଚାଲୁଥିବା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ବନ୍ଦେ ଭାରତ ଏକ୍ସପ୍ରେସ ହିମାଚଳ ପ୍ରଦେଶର ଅମ୍ବ ଅଦୌରାରୁ ଦିଲ୍ଲୀ ଯାଏଁ ଚାଲିବ ।
Read More...