ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର
Browsing Category

Uncategorized

ନିଜ ଯୋଜନାର ସ୍ଥିତି ପରଖିବ କୃଷି ବିଭାଗ

୩୦ ଜିଲ୍ଲା ଦାୟିତ୍ବରେ ୧୦ ଜଣ କୃଷି ବିଭାଗ ଅଧିକାରୀମାସ ଶେଷ ସୁଦ୍ଧା ବିଭାଗୀୟ ସଚିବଙ୍କୁ ରିପୋର୍ଟ ଭୁବନେଶ୍ବର: ଚାଷୀଙ୍କ ପାଇଁ ନବୀନ ସରକାର ବହୁ ଯୋଜନା ଦେଇଛନ୍ତି। ଏସବୁ ଯୋଜନା ଚାଷୀଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାହା ଅନୁଧ୍ୟାନ କରିବାକୁ ୩୦ଟି ଜିଲ୍ଲାରେ କ୍ଷତେ୍ର ପରିର୍ଦଶନ
Read More...

ଏଣେ ସହାୟତା, ସେଣେ ଉଜୁଡିଗଲାଣି

୨୨ ତାରିଖରୁ ରାଜ୍ୟର ସମସ୍ତ ଶୀତଳଭଣ୍ଡାର ବନ୍ଦଆଳୁ ମିସନ ଫେଲ୍‍, ଉପùାଦନ ବଢିବା ବଦଳରେ କମୁଛିଖାଲି ପଡୁଛି ଶୀତଳଭଣ୍ଡାର, ବିଦ୍ୟୁତ ରିହାତି ବି ମିଳୁନି ଭୁବନେଶ୍ୱର:ରାଜ୍ୟ ସରକାର ୨୦୧୫ରେ ଆଳୁ ମିସନ ଘୋଷଣା କରିଥିଲେ । ଆଳୁ ଉପùାଦନ ବୃଦ୍ଧି ସହିତ ସଂରକ୍ଷଣ ପାଇଁ ୧୧୨ଟି ଶୀତଳଭଣ୍ଡାର
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ନିଦ ଭାଙ୍ଗିଲା

୩ ଥରରୁ ଅଧିକ ବିଶୃଙ୍ଖଳା କଲେ ମର୍ଯ୍ୟଦା ହରାଇବେ ସେବକ ଭୁବନେଶ୍ୱର: ସୁପ୍ରିମକୋର୍ଟ ଶ୍ରୀମନ୍ଦିରରେ ସଂସ୍କାର କରିବା ପୂର୍ବରୁ ରାଜ୍ୟ ସରକାର ବିଳମ୍ୱରେ ହେଲେ ବି ଆଜି ସଂସ୍କାରର ଛାଟ ମାରିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା
Read More...

ଜର୍ଜ ଫର୍ଣ୍ଣାଣ୍ଡେଜ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ସମତା ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜ୍‌ଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଆଜି ସକାଳ ସାତଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କିଛି ଦିନ ହେଲା ସେ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ
Read More...