Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
Browsing Category
Uncategorized
ପରୀକ୍ଷା ହେବ, କାହାର କେତେ ଦମ୍
ପୁରୀର ରେକର୍ଡ ସମୟରେ ହେଲା ଜମି ଅଧିଗ୍ରହଣ, ନାଁ କମାଇଲେ ନବୀନନା ମହେଶ୍ବର ଅଛନ୍ତି ନା ସଂଜୟ, ବରଂ ଦୁଇଆସନ ବିଜେପି ହାତରେଏବେ ପ୍ରତାପ ଓ ଅଶୋକଙ୍କ ସମେତ ଭୁବନେଶ୍ବର-କଟକ ବାବୁ ଅଡୁଆରେ
ଭୁବନେଶ୍ବର: ପୁରୀ ସଦର ଆସନ ହରାଇଛି ଶାସକ ବିଜେଡି ଦଳ । ପଡୋଶୀ ବ୍ରହ୍ମଗିରି ଆସନ ବି ବିଜେଡି!-->!-->!-->…
Read More...
Read More...
ପାଣ୍ଡିଆନଙ୍କ ସଙ୍କେତରୁ କିଏ କଣ ବୁଝିଲେ?
ଲୋକ ପ୍ରତିନିଧିଙ୍କ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ମନର ଭାଷା ପଢାଇଲେଅକଳରେ ସରକାରୀ ବାବୁ, ଗିଳିଲେ ଅଡୁଆ, କାଢିଲେ ବି ସମସ୍ୟା
ଭୁବନେଶ୍ବର: ବିଧାୟକ ଓ ମନ୍ତ୍ରୀଙ୍କ କଥା ଅଫିସର ଶୁଣୁନାହାନ୍ତି। ବିଧାୟକଙ୍କ କଥା ମନ୍ତ୍ରୀ ଶୁଣୁନାହାନ୍ତି। କେଉଁଠି ଜିଲ୍ଲାପାଳ ଓ ଏସପିଙ୍କ ମଧ୍ୟରେ!-->!-->!-->…
Read More...
Read More...
ରାଜ, ଦେଓରଂଜନ, ମାଥି ଗେହ୍ଲାପୁଅ!
ବର୍ଷବର୍ଷ ଧରି ବଦଳି ସାମ୍ନା କରୁନାହାନ୍ତି ଏସବୁ ବାବୁଅବସର ପରେ ବି ଦୀପକଙ୍କର ବାରମ୍ବାର ବଢୁଛି କାର୍ଯ୍ୟ ଅବଧି
ଭୁବନେଶ୍ବର: ବରିଷ୍ଠ ଆଇଏଏସ୍ ଅଫିସର ଯୁଗଳ କିଶୋର ମହାପାତ୍ର ୨୦୧୩ ମସିହା ଜୁନମାସରେ ମୁଖ୍ୟଶାସନ ସଚିବ ଭାବେ ଦାୟିତ୍ବ ନେଇଥିଲେ। ଶ୍ରୀ ମହାପାତ୍ରଙ୍କ ପରେ!-->!-->!-->!-->!-->…
Read More...
Read More...
ଓଡ଼ିଶା ଛାଡିବେ ରୁପା
ଭୁବନେଶ୍ବର: ୨୦୦୪ ବ୍ୟାଚ୍ ଆଇଏଏସ୍ ଅଫିସର ଓଡ଼ିଶା ଛାଡିବେ। ରୁପାଙ୍କ କେନ୍ଦ୍ରୀୟ ଡେପୁଟେସନ୍ ଆବେଦନକୁ କେନ୍ଦ୍ର ସରକାର ଅନୁମୋଦନ ଦେବା ପରେ କାର୍ମିକ ମନ୍ତ୍ରାଳୟ ଆଜି ତାଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛି। ସେ ପାଞ୍ଚବର୍ଷ ପାଇଁ କେନ୍ଦ୍ରରେ ଦାୟିତ୍ବ ତୁଲାଇବେ। ତାଙ୍କୁ!-->…
Read More...
Read More...
କେବଳ ନବୀନ, ଏକା ନବୀନ… କାହିଁକି
ବିଜେପି ଗତବର୍ଷ ଗର୍ଜୁଥିଲା, ଏବେ ନିକଟରେସାଙ୍ଗ ହୋଇ ବସିବେ ନବୀନ-ଅମିତ ଶାହବିଜେଡି ନେତା ବି ବୁଝିପାରୁନାହାନ୍ତି ଓଡ଼ିଶା ଗଣିତକଂଗ୍ରେସ ଠାରୁ ଢେର୍ ଦୟନୀୟ ସ୍ଥିତିରେ ବିଜେପି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ଏବେ ଜାତୀୟ ରାଜନୀତି ଚର୍ଚ୍ଚାର ଶୀର୍ଷ!-->!-->!-->…
Read More...
Read More...
ରେକର୍ଡ ଭାଙ୍ଗୁଛି ସୋନପୁର, ଥରୁଛି ଓଡ଼ିଶା
ଭୁବନେଶ୍ବର: ସୋନପୁରରେ ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଠାରୁ ବି କମ୍। ରାତିର ତାପମାତ୍ରା ୩.୪ ଡିଗ୍ରି ସେଲସିୟସକୁ ଛୁଇଁଛି। ଅନୁଗୁଳ ତାପମାତ୍ରା ରେକର୍ଡ ପଛରେ ଧାଇଁଛି। ଶନିବାର ରାତିରେ ସେଠାରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରିରେ ପହଞ୍ଚିଛି। କନ୍ଧମାଳରେ!-->…
Read More...
Read More...
ସେନା ହାତରେ ଆମେରିକା ବନ୍ଧୁକ
ଆତଙ୍କବାଦ ମୁକାବିଲା ପାଇଁ ଭାରତର ବଡ଼ ନିଷ୍ପତ୍ତିସେନାରେ ସାମିଲ ହେଲା ଏସଆଇଜି ୭୧୬ ନୂଆ ରାଇଫଲ୍ସକାଶ୍ମୀରରେ ମୁତୟନ ସୈନିକଙ୍କ ହାତରେ ଧରାଇଦେଲେ୭୨ହଜାର କିଣାଯିବ, ଏବେ ୧୦ହଜାର ଆସିଛିଋଷ-ଭାରତ ଯୌଥ ଉଦ୍ୟୋଗରେ ଏକ ୨୦୩ ରାଇଫଲ୍ସ ଉତ୍ପାଦନ ହେବ
ନୂଆଦିଲ୍ଲୀ: କାଶ୍ମୀରରେ ଆତଙ୍କବାଦ!-->!-->!-->…
Read More...
Read More...
ବିଜେଡିରେ ପୂରୁଣା ବଦଳିବେ, ନୂଆ ଆସିବେ!
ଭୁବନେଶ୍ବର: ଦୀର୍ଘ ୩୦ ବର୍ଷ ଧରି ରାଜ୍ୟ ରାଜନୀତିରେ ଦବଦବା ରଖିଥିବା ନେତାମାନଙ୍କ ରାଜନୀତି କ୍ୟାରିଅର ୟୁ ଟର୍ଣ୍ଣ ମାରିବ। ସେମାନଙ୍କୁ ମୁଖ୍ୟ ସ୍ରୋତରୁ ଦୂରେଇ ତାଙ୍କ ସ୍ଥାନରେ ପୁଅ, ପରିବାର କିମ୍ବା ଅନୁଗତଙ୍କୁ ସାମ୍ନାକୁ ଆଣିପାରେ ବିଜେଡି। ବିଜେଡି ସାଂଗଠନିକ ପ୍ରକ୍ରିୟାରେ ଏହାର ଝଲକ!-->…
Read More...
Read More...
ବିଜେପି ଚାହିଁଲା, ବିଜେଡି ଦେଲା
ନାଗରିକତା ବିଲ୍କୁ ସମର୍ଥନ ଦେବ ବିଜେଡି, ହ୍ବିପ୍ ଜାରି ହୋଇପାରେଦେଶରେ ମୋଦୀଙ୍କର ସବୁଠାରୁ ବିଶ୍ବାସଯୋଗ୍ୟ ଦଳ ହେଉଛି ବିଜେଡିବିଜେଡି ପାଇଁ କମ୍, ବିଜେପି ପାଇଁ ଏବେ ନବୀନଙ୍କ ସମର୍ଥନ ବେଶୀ ଲୋଡାସଂଖ୍ୟା ଲାଗି ଦରକାର, ତା ଠାରୁ ଅଧିକ ନବୀନଙ୍କ ଭାବମୂର୍ତି ବଡ ଶକ୍ତି
ଭୁବନେଶ୍ବର:!-->!-->!-->…
Read More...
Read More...
ମନ୍ତ୍ରୀ ପଦକୁ ଫେରିିବେ କ୍ଷମତାଶାଳୀ
ସାଂଗଠନିକ ନିର୍ବାଚନ ପରେ ରାଜ୍ଯ ମନ୍ତ୍ରିମଣ୍ଡଳ ଅଦଳବଦଳଦାଗି ମନ୍ତ୍ରୀଙ୍କ ସମେତ ନେତୃତ୍ବର ଯବକାଚରେ ୫ମନ୍ତ୍ରୀବାଚସ୍ପତି, ସରକାରୀ ଦଳ ମୁଖ୍ୟ ସଚେତକ ବଦଳିପାରନ୍ତିଏକାଧିିକ ମନ୍ତ୍ରୀଙ୍କ ବିଭାଗରେ ପରିବର୍ତନ ସମ୍ଭାବନା
ଭୁବନେଶ୍ବର: ଆସନ୍ତା ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟ!-->!-->!-->!-->!-->!-->!-->…
Read More...
Read More...