ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ଟିମ ଇଣ୍ଡିଆର ଖେଳାଳି
କଟକ: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଶ୍ରୀକ୍ଷେତ୍ରରେ ଭାରତୀୟ କ୍ରିକେଟ ଦଳ ସଦସ୍ୟ। ଆଜି କଟକ ବାରବାଟୀ ଷ୍ଟା଼ଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ, ତା'!-->…
Read More...
Read More...