ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା
ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମନୂଆଦିଲ୍ଲୀ: ଶୀତ ଋତୁରେ ଦିଲ୍ଲୀର ବଢୁଥିବା ବାୟୁ ପ୍ରଦୂଷଣକୁ ରୋକିବାକୁ ଅକ୍ଟୋବର ୧ରୁ କଡ଼ାକଡ଼ି ସହ ‘ନୋ ପିୟୁସିସି, ନୋ ଫ୍ୟୁଏଲ୍’ ବ୍ୟବସ୍ଥା ଲାଗୁ ହୋଇଛି। ଏହି ନିୟମ ଅନୁସାରେ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନଥିବା ଗାଡ଼ିକୁ!-->…
Read More...
Read More...