ଯୋଗଗୁରୁ ପଦ୍ମଶ୍ରୀ ଶିବାନନ୍ଦ ମହାରାଜଙ୍କ ପରଲୋକ
ଉତ୍ତରପ୍ରଦେଶ: ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଯୋଗଗୁରୁ ସ୍ଵାମୀ ଶିବାନନ୍ଦ ସରସ୍ଵତୀ ମହାରାଜଙ୍କ ପରଲୋକ ଘଟିଛି। ରବିବାର ୧୨୮ ବର୍ଷ ବୟସରେ ସେ ପରଲୋକ ଗମନ କରିଛନ୍ତି। ହୃଦଘାତ ଯୋଗୁ ସ୍ଵାମୀ ଶିବାନନ୍ଦଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେ ଉତ୍ତରପ୍ରଦେଶର ବାରାଣସୀରେ!-->…
Read More...
Read More...