ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ୟୁକ୍ରେନ ଉପରେ ଆକ୍ରମଣ ନେଇ ନିନ୍ଦା ପ୍ରସ୍ତାବ ଖାରଜ,ଭୋଟରୁ ଦୂରେଇ ରହିଲା ଭାରତ- ଚୀନ

ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଋଷ ଆକ୍ରମଣକୁ ରୋକିବା ନେଇ ଓ ସେନାଙ୍କୁ ଫେରାଇ ଆଣିବାପ୍ରସ୍ତାବ ଉପରେ ମତଦାନ ହୋଇଥିଲା । ପ୍ରସ୍ତାବ ଉପରେ ଋଷ କରିଥିଲା । ସୁରକ୍ଷା ପରିଷଦର ପା ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଭାରତ, ଚୀନ,ୟୁଏଇ…
Read More...

କାହା ସପକ୍ଷରେ ପଞ୍ଚାୟତ ଭୋଟ? ଭୋଟ ଗଣତି ଆରମ୍ଭ

କାହା ସପକ୍ଷରେ ଗାଁ ଲୋକେ । ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି । ସମସ୍ତ ବିଜୟର ଆଶାରେ ବସିଥିବା ବେଳେ ଜନତା କାହାକୁ ଜିତାଉଛନ୍ତି, କାହାକୁ ହରାଉଛନ୍ତି ତାହା ଦେଖିବାକୁ ସାରା ଓଡିଶାବାସୀ ଚାହିଁ ବସିଛନ୍ତି । ୩ ଦିନ ଧରି ଭୋଟ ଗଣତି ଚାଲିବାକୁ ଥିବା ବେଳେ ଆଜିଠୁ…
Read More...

ବାଜିଲା ପୌର ନିର୍ବାଚନ ବିଗୁଲ୍‌

ଭୁବନେଶ୍ବର: ଗାଁ ସରିଲା। ଏବେ ସହର ପାଳି । ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟରେ ପୌର ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ରାଜ୍ୟରେ ୧୦୬ ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ମାର୍ଚ୍ଚ ୨୪ରେ ପଡିବ ପୌର ଭୋଟ ଏବଂ ମାର୍ଚ୍ଚ ୨୬ରେ ହେବ ଭୋଟ ଗଣତି।…
Read More...

ଆଜି କିବ୍‌କୁ କବ୍‌ଜା କରିପାରେ ଋଷ ସେନା!

ଋଷର ଆକ୍ରମଣ ପରେ ୟୁକ୍ରେନରେ ଜଳୁଛି ନିଆଁ । ୟୁକ୍ରେନର ରାଜଧାନୀ କିବ୍‌ରେ ପ୍ରବେଶ କରିଛି ଋଷ ସେନା । ଆଜି ବି କିବ୍‌ରେ ଭୟ୍‌ଙ୍କର ବିସ୍ଫୋରଣର ଶଦ୍ଦ ଶୁଣିବାକୁ ମିଳିଛି । ୟୁକ୍ରେନର ଦକ୍ଷିଣ ପୂର୍ବ ଅଞ୍ଚଳରେ ୬ଟି ମିସାଇଲ ମାଡ଼ କରିଛନ୍ତି ଋଷ ସେନା । ୟୁକ୍ରେନର ବିଭିନ୍ନ ବିମାନବନ୍ଦରରେ…
Read More...

ହାତ ଟେକିଦେଲା ଆମେରିକା, କହିଲା ୟୁକ୍ରେନକୁ ପଠାଇବ ନାହିଁ ସେନା

ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷକୁ ନିନ୍ଦା କରିଛନ୍ତି । ବାଇଡେନ କହିଛନ୍ତି ଯେ, ଆମକୁ ପ୍ରଥମରୁ ଜଣାଥିଲା ଯେ ଋଷ, ୟୁକ୍ରେନ ଉପରେ ଆକ୍ରମଣ କରିବ । ପୁଟିନ ହେଉଛନ୍ତି ଆକ୍ରମଣକାରୀ, ସେ ଯୁଦ୍ଧର ରାସ୍ତା ବାଛିଲେ । କିନ୍ତୁ ପୁଟିନ ଆଉ ତାଙ୍କ ଦେଶ…
Read More...

ଋଷର ଘନଘନ ଆକ୍ରମଣ, ଯୁଦ୍ଧର ପ୍ରଥମ ଦିନରେ ୧୩୭ ଜଣଙ୍କୁ ହରାଇଲା ୟୁକ୍ରେନ

ୟୁକ୍ରେନ ଉପରେ ଋଷର ଘନ ଘନ ଆକ୍ରମଣ ସାରା ବିଶ୍ୱକୁ ଦୋହଲାଇଦେଇଛି । ଗୁରୁବାର ସକାଳ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ଦୁଇ ଦେଶ ଏବେ ଭିନ୍ନ ଭିନ୍ନ ଦାବି କରୁଛନ୍ତି । ୟୁକ୍ରେନ ରାଜଧାନୀ କିଭ୍‌ରେ ଋଷ ସେନା ଧସେଇ ପଶିଥିବା ଦାବି କରାଯାଇଛି । କୁହାଯାଉଛି ଋଷ…
Read More...

ୟୁକ୍ରେନରେ ଧସେଇ ପଶିଲା ଋଷ ସେନା, ଘନଘନ ମିଜାଇଲ,ବୋମାମାଡ଼

ୟୁକ୍ରେନରେ ଧସେଇ ପଶିଲା ଋଷ । ୟକ୍ରେନର ୬ଟି ଏୟାରଫିଲ୍ଡକୁ ଟାର୍ଗେଟ କରିଛି ଋଷ ସେନା । ଫ୍ରାଙ୍କକ୍ୱିସ୍କ ବିମାନବନ୍ଦରରେ ମଧ୍ୟ ମିସାଇଲ ଆକ୍ରମଣ କରିଛି ଋଷ । ୟୁକ୍ରେନର ଏକାଧିକ ସ୍ଥାନରେ ଋଷ ପକ୍ଷରୁ ରକେଟ ମାଡ଼ କରାଯାଉଛି । ୟୁକ୍ରେନର ଅନେକ ଅଞ୍ଚଳକୁ ଦଖଲ କରିନେଇଛି ଋଷ ସେନା । ଆକାଶରୁ…
Read More...

ପଞ୍ଚମ ପର୍ଯ୍ୟାୟ ଭୋଟ: ୭୦% ମତଦାନ

ରାଜ୍ୟରେ ସୁରୁଖୁରୁରେ ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ। ଆଜି ଶେଷ ପର୍ଯ୍ୟାୟ ମତଦାନରେ ୭୦ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ନିର୍ବାଚନ କମିଶନର ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି। ସବୁଠି ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଥିବା ବେଳେ କିଛି ସ୍ଥାନରେ ଆଇନଶୃଙ୍ଖଳାପାଇଁ ମତଦାନ…
Read More...