ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଜୀବନ ବଞ୍ଚାଇବାକୁ ମେଟ୍ରୋ ଷ୍ଟେସନ ବନିଲା ସୁରକ୍ଷା କବଚ

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇ ଦେଶ ମଧ୍ୟ ଗତ କିଛି ମାସ ହେବ ବିବାଦ ଚାଲିଥିଲା । ଆଜି ସକାଳୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ଯୁଦ୍ଧ ଆରମ୍ଭ ହେବା ପରେ ଏବେ ଉଭୟ ଦେଶର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।…
Read More...

ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି

ଯାହା ଆଶଙ୍କା କରାଯାଉଥିଲା, ସତରେ ସେଇଆ ହିଁ ଘଟିଲା । ଋଷ ଓ ୟୁକ୍ରେନ ମଧ୍ୟ ଆରମ୍ଭ ହୋଇଯାଇଛି ଯୁଦ୍ଧ । କିନ୍ତୁ ୟୁକ୍ରେନରେ ଫସିରହିଯାଇଛନ୍ତି ଭାରତୀୟ । ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ କିଛି ଭାରତୀୟଙ୍କୁ ଅଣାଯାଇର୍ଥିଲେ ମଧ୍ୟ ଆଉ ହଜାର ହଜାର ଭାରତୀୟ ଫସି ରହିଛନ୍ତି । ୟୁକ୍ରେନରେ…
Read More...

ଯୁଦ୍ଧକୁ ନେଇ ଚିନ୍ତାରେ ବିଶ୍ୱ, ହେଲେ ଇମ୍ରାନ ଖୁସି

ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ। ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ଭିତରେ ଥରହର ହେଉଛି ବିଶ୍ୱ। ଏଭଳି ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି। ଯାହା ସମସ୍ତଙ୍କୁ ବ୍ୟଥିତ କରିଛି। ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ…
Read More...

ଭାରତୀୟ ବଜାରରେ ଯୁଦ୍ଧର ପ୍ରଭାବ

ଋଷ-ୟୁକ୍ରେନ ଯୁଦ୍ଧ ବଜାରରେ ନିଆଁ ଲଗାଇଛି। ସେୟାର ବଜାରର ସ୍ଥିତି ସାଂଘାତିକ ହୋଇଛି। ଖସିଲା ସେୟାର ବଜାର ଓ ସେନସେକ୍ସ। ୧୫୦୦ ପଏଣ୍ଟତଳକୁ ଖସିଲା ଭାରତୀୟ ସେୟାର ବଜାର। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ନିଫ୍ଟି)ରେ ୪୪୨ ପଏଣ୍ଟ ହ୍ରାସ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଆଜି କାରବାର ଆରମ୍ଭ…
Read More...

ପୁଟିନଙ୍କ ନାଲି ଆଖି, ୟୁକ୍ରେନ ମାମଲାରେ ହସ୍ତକ୍ଷେପ କଲେ ଛାଡିବୁନି

ଆରମ୍ଭ ହୋଇଛି ଋଷ-ୟୁକ୍ରେନ ମହାଯୁଦ୍ଧ। ୟୁକ୍ରେନ ବିରୋଧରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ଆରମ୍ଭ ହୋଇଛି ଆକ୍ରମଣ। ସେପଟେ ଜାତିସଂଘ ବୈଠକରେ ସବୁ ଦେଶର କଥାକୁ ପଛରେ ପକାଇ କଡ଼ା ଚେତାବନୀ ଦେଇଛନ୍ତି ପୁଟିନ। ଯେଉଁ ପାଶ୍ଚାତ ଦେଶ ୟୁକ୍ରେନକୁ ସହଯୋଗ କରିବେ…
Read More...

ଆସିଗଲା ଯୁଦ୍ଧ ସମୟ! ଋଷର ସେନା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଆସିଗଲା ଯୁଦ୍ଧ ସମୟ। ୟୁକ୍ରେନ ବିରୋଧରେ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶ। ପୁଟିନ କହିଛନ୍ତି,ୟୁକ୍ରେନକୁ କବଜା କରିବାର କୌଣସି ଉଦ୍ଦେଶ୍ୟ ନାହିଁ।କିନ୍ତୁ ୟୁକ୍ରେନ ନମାନିଲେ ଯୁଦ୍ଧ ହିଁ ହେବ। ଅନ୍ତର୍ଜାତୀୟ ଗଣମାଧ୍ୟ ପକ୍ଷରୁ ରିପୋର୍ଟରେ…
Read More...

ଆଜି ଶେଷ ପର୍ଯ୍ୟାୟ ମତଦାନ: ମାଓ ଇଲାକାରେ ପଡିଲା ଭୋଟ

ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ସକାଳ ୭ରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନ ଏବଂ ଏହା ଅଧିନରେ ଥିବା ୯୭୫ ପଞ୍ଚାୟତରେ ମତଦାନ ହେଉଛି। ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପଞ୍ଚମ ପର୍ଯ୍ୟାୟରେ…
Read More...

ମନ୍ତ୍ରୀଙ୍କ ହାତରେ ହାତକଡ଼ି

ଶେଷରେ ମନ୍ତ୍ରୀଙ୍କ ହାତରେ ପଡିଛି ହାତକଡ଼ି । ମୋଷ୍ଟ ୱାେଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମ ଓ ଅଣ୍ଡରୱାଲ୍ଡଙ୍କ ସହ ଲିଙ୍କ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଇଡିର ଏକ ଟିମ୍ ନବାବଙ୍କୁ…
Read More...