ଓଡ଼ିଶା ଆସିବେ ରାଷ୍ଟ୍ରପତି
ଭୁବନେଶ୍ବର: ଡିସେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ରାଷ୍ଟ୍ରପତି। ଡିସେମ୍ବର ୪ରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତୀୟ ନୌସେନାର ସମରାଭ୍ୟାସରେ ସାମିଲ ହେବେ। ଡିସେମ୍ବର ୪ ନୌସେନା ଦିବସ ଉପଲକ୍ଷେ ଆୟୋଜିତ ହେବ ସମରାଭ୍ୟାସ। ପୁରୀର ବ୍ଲୁ ଫ୍ଲାଗ ବେଳାଭୂମିରେ ଅନୁଷ୍ଠିତ!-->…
Read More...
Read More...