ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ରଥରେ ଥିବା ଅଣସେବାୟତଙ୍କ ହାତ ଧରି ବାହାରେ ଛାଡିଲେ ମୁଖ୍ୟ ପ୍ରଶାସକ

ପୁରୀ: ଆଡପ ପହଣ୍ଡି ଅଘଟଣ ପରେ ଆକ୍ସନମୋଡରେ ଶ୍ରୀମନ୍ଦିର ପ୍ରଶାସନ। ନୀତିକାନ୍ତି ଓ ସେବା ପୂଜା ଆଳରେ ରଥ ଉପରେ ଚଢୁଥିବା ଅଣସେବାୟତଙ୍କ ଉପରେ କଡା ନଜର ରଖାଯାଇଛି। ଆଜି ପହଣ୍ଡି ବେଳେ ତିନିରଥରେ ଚଢିଥିବା ଅଣସେବାୟତଙ୍କୁ ଚିହ୍ନଟ କରି ବାହାରକୁ କାଢ଼ିଛନ୍ତି ନିଜେ ଶ୍ରୀମନ୍ଦିର ମୁଖ୍ୟ
Read More...

ନେପାଳର ନୂତନ ପ୍ରଧାନମନ୍ତ୍ରୀ ହେଲେ କେ.ପି.ଶର୍ମା ଓଲି

ନେପାଳ: ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ କେ.ପି.ଶର୍ମା ଓଲି ନିଯୁକ୍ତ।ନେପାଳ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଏହି ନିଯୁକ୍ତି ମିଳିଛି। ଓଲି ସୋମବାର ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଓଲି ୧୧ ଅକ୍ଟୋବର ୨୦୧୫ରୁ ୩ ଅଗଷ୍ଟ ୨୦୧୬
Read More...

ପୁଣି ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ

ବାରିପଦା: ପୁଣି ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ। ବାରିପଦାରେ ଟାଉନ୍ ଥାନା ଅନ୍ତର୍ଗତ ସାଇ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଛି । ଆଜି ଭୋର୍ ସମୟରେ ଦ୍ଵିତୀୟ ମହଲାର ଆଇସିୟୁ ଡ୍ୟୁଟି ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି। ଅନୁମାନ କରାଯାଉଛି କି ଏହି ନିଆଁ ଏସିରୁ
Read More...

ଆଜି ପବିତ୍ର ବାହୁଡ଼ା ରଥରେ ବିରାଜିଲେ ତିନି ଠାକୁର

ପୁରୀ: ସରିଲା ଜନ୍ମବେଦୀରେ ଲୀଳାଖେଳା। ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ। ଆଜି ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ। ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିଜେ କରିଥିଲେ।
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ବାଦ ପଡ଼ିଲା ତ୍ରିସା ହସ୍ପିଟାଲ

କଟକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତାଲିକାରୁ ବାଦ୍‌ ପଡ଼ିଲା ‘ତ୍ରିଶା’ ହସ୍ପିଟାଲ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ‘ତ୍ରିଶା’ ହସ୍ପିଟାଲ ବାଦ୍ କରିଦେଇଛନ୍ତି ରାଜ୍ୟ ସରକାର। ଗତକାଲି କଟକ ‘ତ୍ରିଶା’ ହସ୍ପିଟାଲରେ ନିଆଁ ଲାଗିଥିଲା। ଯାଞ୍ଚ ପ୍ରକ୍ରିୟା ଜାରି ଥିବାରୁ
Read More...

କମ୍ୱିଂ ଅପରେସନରେ ୫ ମାଓବାଦୀ ଗିରଫ

ଛତିଶଗଡ: କମ୍ବିଂ ଅପରେଶନ ବେଳେ ପୋଲିସକୁ ମିଳିଛି ବଡ ସଫଳତା । ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ରବିବାର ୫ଜଣ ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ମସାୟୀ ମଙ୍ଗୁ ଓରଫ ମଙ୍ଗୁ କୁଞ୍ଜାମ, ମହେଶ କୁରସମ୍‌ ଓରଫ ମନକୁ, ଲାଲୁ ପୋଟାମ, ଫୁଲ୍ଲୀ ପୁନେମ ଓରଫ
Read More...

ମଣିପୁରରେ ଉଗ୍ରବାଦୀଙ୍କ ଆକ୍ରମଣରେ ଯବାନ ସହିଦ

ମଣିପୁର: ମଣିପୁରରେ ଥମୁନି ହିଂସା। ମଣିପୁର ହିଂସାରେ ପୁଣି ଜଣେ ଯବାନ ସହିଦ ହୋଇଛନ୍ତି।ଏଠାରେ ପୋଲିସ ସହିତ ମିଳିତ ପାଟ୍ରୋଲିଂ ଦଳ ସନ୍ଦିଗ୍ଧ ଉଗ୍ରବାଦୀଙ୍କ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଜଣେ ଯବାନ ଶହୀଦ ହୋଇଥିବାବେଳେ ପୋଲିସ
Read More...

ବାହୁଡା ଯାତ୍ରା ଓ ସୁନା ବେଶ ସରିବା ପରେ ହେବ ଭଣ୍ଡାର ଅଳଙ୍କାର ଗଣନା : ଅରବିନ୍ଦ ପାଢ଼ୀ

ପୁରୀ: ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ପାଳନ କରି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୧ ଜଣିଆ ଉଚ୍ଚସ୍ତରୀୟ କମିଟି ତତ୍ତ୍ୱାବଧାନରେ ଆଜି ଦୀର୍ଘ ୪୬ ବର୍ଷ ପରେ ‘ରତ୍ନଭଣ୍ଡାର’ ଖୋଲାଯାଇଛି। ଉଭୟ ବାହାର ଓ ଭିତର ଭଣ୍ଡାର
Read More...

କଟକ ନର୍ସିଂହୋମ୍‌ ଅଗ୍ନିକାଣ୍ଡ ଘଟଣାରେ ଆଖି ବୁଜିଲା ୧୧ ଦିନର ଶିଶୁ

କଟକ: କଟକର ଘରୋଇ ନର୍ସିଂହୋମ୍‌ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଆଖି ବୁଜିଲା ୧୧ ଦିନର ଶିଶୁ। ଶିଶୁ ଭବନରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଶିଶୁଟିର ମୃତ୍ୟୁ ଘଟିଛି। ମୃତ ଶିଶୁଟି ଭଦ୍ରକ ଚାନ୍ଦବାଲି ଅଞ୍ଚଳର ବୋଲି ଜଣାପଡ଼ିଛି। ଶିଶୁ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ଶିଶୁ ଭବନ
Read More...

ବିଦ୍ୟୁତ୍‌ କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର

ଦିଗପହଣ୍ଡି: ଗଞ୍ଜାମ ଜିଲା ଦିଗପହଣ୍ଡିର ଫାଶିଗୁଡ଼ାରେ ଏକ ଅଘଟଣ ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର ହୋଇଛନ୍ତି। ଫାଶିଗୁଡ଼ା ଗାଁରେ ମନ୍ଦିର ପ୍ରତିଷ୍ଠା ପାଇଁ ରାମାୟଣ ନାଟକ ମଞ୍ଚସ୍ଥ ହେଉଥିବା ବେଳେଷ୍ଟେଜ ନିକଟରେ ବିଦ୍ୟୁତ ଆଘାତରେ ଶିଶୁମାନେ ଗୁରୁତର ହୋଇଛନ୍ତି। ଗୁରୁତର
Read More...