ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ହୃଦୟ ଥରାଇଦେଲା ପାଣ୍ଡିଆନଙ୍କ ଭିଡ଼ିଓ

ଭୁବନେଶ୍ବର: କରୋନା ପାଇଁ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଜାରି ସହିତ ଲୋକଙ୍କ ଦୁର୍ଦଶା ମଧ୍ୟ ବଢିଯାଇଛି। ମେ' ୩ ତାରିଖ ଯାଏ ଏହା ଲାଗୁ ରହିବ। ରାଜ୍ୟ ସରକାର ଓଡ଼ିଶାରେ ଏଯାଏ ଅନ୍ୟ ସମସ୍ତଙ୍କ ଅପେକ୍ଷା ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି, ସଂକ୍ରମଣର ତଥ୍ୟ ଏଭଳି ସୂଚାଉଛି। ନିଜେ ୫ଟି ସଚିବ
Read More...

ମହାପ୍ରଭୁଙ୍କ ରଥଯାତ୍ରାରେ କିଏ ବାଧକ ସାଜିବ?

ମହାମାରୀ କରୋନା କାରଣରୁ ରଥଯାତ୍ରା ବନ୍ଦ ଆଶଙ୍କାକୁ ନେଇ ପ୍ରବଳ ପ୍ରତିକ୍ରିୟାଗତ ସାଢେ ଚାରିଶହ ବର୍ଷ ଭିତରେ ୩୨ ଥର ରଥଯାତ୍ରା ବନ୍ଦ ହୋଇଛିଶ୍ରୀମନ୍ଦିର ଉପରେ ଆକ୍ରମଣ କାରଣରୁ ରଥଯାତ୍ରା ବନ୍ଦ ହୋଇଥିଲା୧୭୩୬ ମସିହା ପରଠାରୁ ନିରବଚ୍ଛିନ୍ନ ଭାବେ ଚାଲିଛି ଘୋଷଯାତ୍ରା୨୦୧୯ ପ୍ରଳୟଙ୍କରୀ
Read More...

ମୌସୁମୀ: ଏଥର ସ୍ବାଭାବିକ, ସାମାନ୍ୟ ବିଳମ୍ବରେ ଓଡ଼ିଶା ଆସିବ

ନୂଆଦିଲ୍ଲୀ: କରୋନା ବିପତ୍ତିକୁ ନେଇ ଚାଷୀକୁଳ ଚିନ୍ତାରେ ପଡିଥିବା ବେଳେ ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଏବେ ସେମାନଙ୍କ ପାଇଁ ଏକ ଭଲ ଖବର ଆଣିଛି। ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ସ୍ବାଭାବିକ (୯୬%-୧୦୪%) ରହିବ। ତେବେ ଓଡ଼ିଶାକୁ ନିର୍ଧାରିତ ସମୟ ଠାରୁ
Read More...

ନିରାଡ଼ମ୍ବରରେ ହେବ ବିଜୁ ଶ୍ରାଦ୍ଧ ଦିବସ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଶିଷ୍ଟ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି, ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ
Read More...

ଚାଷୀଙ୍କୁ ସହାୟତା, ଅପରାଧୀଙ୍କୁ ଦଣ୍ଡ ନିର୍ଦେଶ

ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦେଶକୃଷି କାର୍ଯ୍ୟରେ କୌଣସି ଅସୁବିଧା ନ ହେବା ଲାଗି ପଦକ୍ଷେପ ନିଅଦୁଇ ଦିନ ଭିତରେ ବୁର୍ଲାରେ ନମୁନା ପରୀକ୍ଷା ପାଇଁ ପଦକ୍ଷେପ ନିଅସପ୍ତାହ ଭିତରେ ପ୍ରତି ଜିଲ୍ଲାରେ କୋଭିଡ୍ ହସ୍ପିଟାଲନବୀନ ନିବାସରୁ କରୋନା ପ୍ରଭାବକୁ
Read More...

ଏପଟେ ଲକଡାଉନ୍, ସେପଟେ ଡିଆଁଡେଇଁ ପାଇଁ ରଣନୀତି!

ଭୁବନେଶ୍ବର: ୨୦୧୪ ନିର୍ବାଚନରେ କିଛି ନେତା ବିଜେଡି ଟିକେଟକୁ ଆଖେଇଥିଲେ। ସେମାନଙ୍କୁ ଟିକେଟ୍ ମିଳିଲାନି। ସ୍ବାଧୀନ ଭାବେ ଛିଡା ହୋଇ ଆଖିଦୃଶିଆ ଭୋଟ ପାଇଥିଲେ। ଏମାନେ ଥିଲେ ବିଜେଡିର ଦ୍ବିତୀୟ ଧାଡିର ନେତା। ଏଭଳି କିଛି ନେତା ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପାଇଁ ଭିତିରିଆ
Read More...

ସର୍ଭେ ଜଣାଇଲା, ନବୀନ ଦେଶରେ ଆଗରେ

କରୋନା ମୁକାବିଲା କାର୍ଯ୍ୟରେ ୮୫% ସନ୍ତୁଷ୍ଟପଶ୍ଚିମବଙ୍ଗରେ ଦିଦିଙ୍କ ଉପରେ ୩୮% ଖୁସି ଭୁବନେଶ୍ବର: କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ପ୍ରଶଂସା କରିଥିଲେ। ଏବେ ‘ଜନ୍ କୀ ବାତ୍’ କରିଥିବା ସର୍ଭେ କରିଛି ଯେ ଦେଶର
Read More...

କରୋନା ବେଳେ କଣ କରୁଛନ୍ତି ମୋଦୀ ଜାଣନ୍ତୁ

ଦୈନିକ ୨୦୦ ଲୋକଙ୍କ ସହିତ କରୁଛନ୍ତି ଆଲୋଚନା ବିଭିନ୍ନ ଅଂଶୀଦାରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଜାରି ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ସହିତ ମିଳିମିଶି କାମ କରୁଛି କେନ୍ଦ୍ର ଲକ୍‌଼ଡାଉନ୍ ଅବଧି ବୃଦ୍ଧି ସଂପର୍କରେ ପ୍ରଧାନମନ୍ତ୍ରୀ ଆଜି ଶୁଣାଇବା ସମ୍ଭାବନା ନୂଆଦିଲ୍ଲୀ:
Read More...

ଗୋଟିଏ ଫଟୋ, ଅନେକ ବାର୍ତା

ଭୁବନେଶ୍ବର: ମାରାତ୍ମକ କରୋନା ଜନିତ ଲକ୍‌ଡାଉନ୍ କେଉଁଠି ନା କେଉଁଠି ମାନସିକ ଚାପ ବଢ଼ାଇ ଦେଇପାରେ। କାରଣ ସାଧାରଣ ଜୀବନ ଠାରୁ ଏହି ସମୟ ଟିକିଏ ଅଲଗା। ହାତ ଗଣତି କିଛି ବ୍ୟକ୍ତିଙ୍କୁ ଛାଡ଼ିଦେଲେ, ଆମ ଆଖପାଖରେ ଥିବା କୌଣସି ବି ମଣିଷ ଏଭଳି ସମୟ ପୂର୍ବରୁ କେବେ ଅନୁଭବ କରିନଥାଇ
Read More...

ମୋଦୀଙ୍କ ସାମ୍ନାକୁ ଆସିଲା ଏମିତି ଚିତ୍ର

ମଙ୍ଗଳବାରରୁ ସବୁ ମନ୍ତ୍ରୀ ଅଫିସ କରିବେସବୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଲିପିବଦ୍ଧ କଲା କେନ୍ଦ୍ରଜୀବନ ଜୀବିକା କଥା ଉଠାଇଲେ ରାଜ୍ୟଅଧିକାଂଶ ରାଜ୍ୟ ପାଇଁ ମନରେଗା ହିଁ ସଞ୍ଜୀବନୀକିଏ ପ୍ୟାକେଜ୍ ମାଗିଲେ, କିଏ ଋଣ ଛାଡ କହିଲେଋଣ ଉଠାଣ ସୀମା ବୃଦ୍ଧି ଲାଗି ବି ଉଠିଲା ଦାବି
Read More...