ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ସମ୍ବଲପୁରରେ ପୁଣି ଏକ ଦନ୍ତାହାତୀ ମୃତ

ଭୁବନେଶ୍ବର: ଓଡ଼ିଶାରେ ହାତୀ ପାଇଁ ବିପତ୍ତି ବଢି ବଢି ଚାଲିଛି। ଆଜି ପୁଣି ଏକ ହାତୀର ଅଭାବନୀୟ ଢଙ୍ଗରେ ମୃତ୍ୟୁ ଘଟିଛି। ସମ୍ବଲପୁର ଜିଲ୍ଲାରେ ଗୋଟିଏ ଦନ୍ତାହାତୀ ପ୍ରାଣ ହରାଇଥିବା ଜଣାପଡ଼ିବା ପରେ ପ୍ରକୃତି ପ୍ରେମୀ ବିଚଳିତ ହୋଇଛନ୍ତି। ଏଯାଏ ଦନ୍ତା ହାତୀ ମୃତ୍ୟୁର କାରଣ
Read More...

ସମର୍ପଣ ଭାବ ନେଇ ରଥଯାତ୍ରା କରିବା: ମୁଖ୍ୟମନ୍ତ୍ରୀ

ରଥଯାତ୍ରା ପୂର୍ବରୁ ଶେଷ ସମନ୍ବୟ କମିଟି ବୈଠକରେ ନବୀନ ସାମିଲ ହେଲେଆଭାସୀ ଜରିଆରେ ସାମିଲ ହୋଇ ସେବାୟତ ଓ ଅଧିକାରୀଙ୍କ କାନରେ ମନ୍ତ୍ର ଫୁଙ୍କିଲେ ପୁରୀ: ପବିତ୍ର ଘୋଷଯାତ୍ରା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମନ୍ବୟ କମିଟିର ଚୂଡ଼ାନ୍ତ ବୈଠକ
Read More...

ଉତ୍ତର ଭାରତରେ ମାଟି ଥରିଲା

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତର ପଶ୍ଚିମ ଭାଗରେ ଅତି ଭୀଷଣ ବେଗରେ ବାତ୍ୟା 'ବିପର୍ଯ୍ୟୟ' ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ବେଳେ ଅନ୍ୟପଟରେ ଉତ୍ତର ଭାରତରେ ପ୍ରକୃତି ତାର ପରାକ୍ରମ ଦେଖାଇଛି। ଦିଲ୍ଲୀ ସମେତ ଉତ୍ତର ଭାରତରେ ଆଜି ଅପରାହ୍ନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ମୋହାଲି,
Read More...

ରଜଭେଟି ଦେଲେ ନବୀନ; ମହଙ୍ଗା ଭତ୍ତା ୪% ବଢ଼ିଲା

ଭୁବନେଶ୍ବର: ଆସନ୍ତାକାଲି ପହଲି ରଜର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସରକାରୀ କର୍ମଚାରୀଙ୍କୁ ଭେଟି ଦେଇଛନ୍ତି। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରାଯାଇଛି। ପେନସନଧାରୀ ମଧ୍ୟ ଏହି ସୁବିଧା ପାଇପାରିବେ। ଏଥିସହିତ ରାଜ୍ୟ ସରକାରୀ
Read More...

ନାଚୁଥିବା ବେଳେ ଟଳିପଡ଼ିଲେ ନୃତ୍ୟୁଗୁରୁ ଶ୍ରୀ ଗଣେଶନ

ଭୁବନେଶ୍ବର: ଭୁବନେଶ୍ବର ଭଞ୍ଜକଳା ମଣ୍ଡପର ମଞ୍ଚରେ ଟଳିପଡିଲେ ଭାରତ ନାଟ୍ୟମ ନୃତ୍ୟଗୁରୁ ଶ୍ରୀ ଗଣେଶନ। ମାଲେସିଆରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଆସିଥିଲେ ନୃତ୍ୟଗୁରୁ ଶ୍ରୀ ଗଣେଶନ। ଭଞ୍ଜକଳା ମଣ୍ଡପରେ ଚାଲିଥିବା ତିନି ଦିନିଆ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ କାର୍ଯ୍ୟକ୍ରମର ଆଜିଥିଲା
Read More...

ବାଲେଶ୍ୱର ବାହାନଗା ହାଇସ୍କୁଲର ନବକଳେବର

ଭୁବନେଶ୍ବର: ବଦଳିବ ବାଲେଶ୍ୱର ବାହାନଗା ହାଇସ୍କୁଲ। ଭଙ୍ଗାଯିବ ସ୍କୁଲ ପରିସରରେ ଥିବା ପ୍ରାଥମିକ ବିଦ୍ୟାଳୟ। ୫ଟି ଉପକ୍ରମରେ ମଡେଲ ସ୍କଲ ଭାବେ ଗଢା ହେବ । ଏନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ ଆଦର୍ଶ ବିଦ୍ୟାଳୟ ବାହାନଗା ହାଇସ୍କୁଲକୁ
Read More...

ଅତନୁ ସବ୍ୟସାଚୀଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବାଦ ପଡ଼ିଲେ ରୋହିତ ପୂଜାରୀ । ଶ୍ରୀ ପୂଜାରୀଙ୍କ ସ୍ଥାନରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ମନ୍ତ୍ରିମଣ୍ଡଳରୁ ରୋହିତଙ୍କୁ ବାଦ ଦେବାକୁ
Read More...

ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ

ଭୁବନେଶ୍ୱର: ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ। ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି । ଉଚ୍ଚ
Read More...

ଆରବ ସାଗରରେ ଘୁର୍ଣ୍ଣିବାତ୍ୟା ଯୋଗୁଁ ମୌସୁମୀ ବିଳମ୍ବ

ଭୁବନେଶ୍ୱର, ଜୁନ୍ ୭: ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ଼ ‘ବିପର୍ଯ୍ୟୟ’ ଯୋଗୁଁ କେରଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଂଚିବାରେ ବିଳମ୍ବ ହୋଇଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି ଘୁର୍ଣ୍ଣିଝଡ଼
Read More...

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ୬.୫ ପ୍ରତିଶତରେ ରେପୋ ରେଟ୍ ରଖିବାକୁ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ମନିଟାରୀ ପଲିସି କମିଟି ବୈଠକ ପରେ ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ
Read More...