ସେମିରେ ମରକ୍କୋ ହାରିବାରୁ ଫ୍ୟାନ୍ସଙ୍କ ଜଳାପୋଡା
ନ୍ୟୂଜ୍ ବ୍ୟୁରୋ; ଫିଫା ବିଶ୍ୱକପ ସେମିଫାଇନାଲରେ ମରକ୍କୋକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଡିସେମ୍ବର ୧୮ରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା । ସେମିରେ ଫ୍ରାନ୍ସ ମରକ୍କୋକୁ ୨-୦ରେ ହରାଇଛି । ମରକ୍କୋ ହାରିଯିବା ପରେ!-->…
Read More...
Read More...