ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଅବକାରୀ ନୀତି ମାମଲାରେ ଇଡିର ପୁଣି ଚଢାଉ

ଏକକାଳୀନ ଦିଲ୍ଲୀର ୨୫ଟି ସ୍ଥାନରେ ଚାଲିଛି ରେଡ୍‌ଏଯାବତ୍‌ ୧୨୦ରୁ ଅଧିକ ସ୍ଥାନରେ ରେଡ୍ କରିସାରିଲାଣି ଇଡି ନୂଆଦିଲ୍ଲୀ: ଆଜି ପୁଣିଥରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥରକ ଇଡିର ଏକାଧିକ ଟିମ୍‌ ଏକକାଳୀନ ଦିଲ୍ଲୀର ୨୫ଟି ସ୍ଥାନରେ
Read More...

ନଭେମ୍ବର ୧୨ରେ ହିମାଚଳ ପ୍ରଦେଶରେ ପଡିବ ଭୋଟ୍

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ୧୨ ନଭେମ୍ବରରେ ପଡିବ ଭୋଟ । ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ । ସମସ୍ତ ୬୮ ସିଟ୍ ପାଇଁ ନଭେମ୍ବର ୧୨ରେ ପଡିବ ଭୋଟ୍ । ଡିସେମ୍ବର ୮ରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ । ପ୍ରେସମିଟ କରି ଘୋଷଣା କଲେ ନିର୍ବାଚନ କମିଶନ । ତେବେ ନିର୍ବାଚନ କମିଶନଙ୍କ ତାରିଖ
Read More...

୧୮ରେ ଆଣ୍ଡମାନ ସାଗର ରେ ଘୂର୍ଣ୍ଣିବଳୟ

ଆସନ୍ତା ୪୮ ଘଣ୍ଟା ଯାଏଁ ବିଭିନ୍ନ ସ୍ଥାନ ରେ ବର୍ଷା ଓ ବଜ୍ରପାତ ର ପ୍ରଭାବଅଧିକ ଘନୀଭୂତ ହେବା ପାଇଁ ପାଗ ଅନୁକୂଳ ଭୁବନେଶ୍ବର; ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସକ୍ରିୟ ରହିଛି। ଆସନ୍ତା ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଭାରତ ର
Read More...

ନାବାଳକ ଗୁଳିମାଡରେ ପୁଲିସ ସମେତ ୫ଜଣଙ୍କର ମୃତ୍ୟୁ

ଉତ୍ତର ଆମେରିକା: ଗତକାଲି ଉତ୍ତର ଆମେରିକାରେ ଗୁଳିକାଣ୍ଡ ଘଟି ଜଣେ ପୁଲିସ ଅଧିକାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଥିବା କଥା ମେୟର୍‌ ମାରି-ଆନ୍‌ ବାଲ୍‌ଡ୍‌ୱିନ୍‌ କହିଛନ୍ତି। ଏହି ଅଘଟଣରେ ୪ଜଣ ଲୋକ ଆହତ ହୋଇଥିବା କଥା ମଧ୍ୟ ରାଲି ପୁଲିସ କହିଛି।ଆହତ ମାନଙ୍କୁ ହସପିଟାଲରେ ଭର୍ତ୍ତି
Read More...

ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ରାଜୁ

ଶେଷରେ ରାଜୁ ଦାସ ପ୍ରାର୍ଥୀ ହେଲେସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲରୋଚକ ମୋଡ଼ରେ ଧାମନଗର ଉପନିର୍ବାଚନବିଜେଡି ନେତାଙ୍କ ବୁଝାସୁଝା କିଛି କାମଦେଲାନି ଭଦ୍ରକ: ଧାମନଗର ଉପନିର୍ବାଚନରେ ଘଡ଼ିକେ ଘୋଡ଼ା ଛୁଟୁଛି। ଶେଷରେ ବିଜେଡିର ଅସନ୍ତୁଷ୍ଟ ନେତା ରାଜେନ୍ଦ୍ର ଦାସ
Read More...

ଆଜି ବାଜିପାରେ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ବିଗୁଲ୍

ଅପରାହ୍ନରେ ନିର୍ବାଚନ କମିସନଙ୍କ ସାମ୍ବାଦିକ ସମ୍ମିଳନୀଓଡ଼ିଶାର ପଦ୍ମପୁର ଉପନିର୍ବାଚନ ଘୋଷଣା ହେବ କି?ଗୁଜରାଟରେ ଆପର ଅଭ୍ୟୁଦୟ, ସରଗରମ ରାଜନୀତି ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଶୁକ୍ରବାର ଅର୍ଥାତ୍ ଆଜି ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା
Read More...

ଚିନ୍ତା ବଢାଉଛି ଡେଙ୍ଗୁ, ରେଡ୍ ଜୋନରେ ଖୋର୍ଦ୍ଧା

ଭୁବନେଶ୍ୱର: ଡେଙ୍ଗୁ ଆକ୍ରାନ୍ତଙ୍କ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସବୁଠୁ ଅଧିକା ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସହିତ ଦୈନିକ ଟେଷ୍ଟିଂ ପଜିଟିଭ ହାର ମଧ୍ୟ କମ୍ ଅଛି । ତଥାପି
Read More...

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ବାଲେଶ୍ବର: ଭିଜିଲାନ୍ସ ଜାଲରେ ଫସିଲେ ବାଲେଶ୍ଵର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତେବେ ମହେଶଙ୍କ ବାଲେଶ୍ଵର ସ୍ଥିତ ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି ।
Read More...

ଓଡିଶା ଗସ୍ତରେ ସାଂସଦ ମଲ୍ଲିକାର୍ଜୁନ

ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ଏଆଇସିସି ସଭାପତି ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସାଂସଦ ମଲ୍ଲିକାର୍ଜୁନ ଖଡଗେ । ସେ ଓଡ଼ିଶାରେ ପହଞ୍ଚି ଅପରାହ୍ଣ ୨ଟାରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ । ଏହି ସମୟରେ ସେ ପିସିସି ସଭ୍ୟମାନଙ୍କୁ ଭେଟିବା ସହିତ ତାଙ୍କୁ ଭୋଟ
Read More...

ଗଡିଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ଆରମ୍ଭ ହେଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀ । ଏହା ହେଉଛି ହିମାଚଳ ପ୍ରଦେଶରୁ ଚାଲୁଥିବା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ବନ୍ଦେ ଭାରତ ଏକ୍ସପ୍ରେସ ହିମାଚଳ ପ୍ରଦେଶର ଅମ୍ବ ଅଦୌରାରୁ ଦିଲ୍ଲୀ ଯାଏଁ ଚାଲିବ ।
Read More...