ବିଶ୍ୱ ଆତଙ୍କବାଦୀ ଘୋଷିତ ହେଲା ଅବଦୁଲ ରେହମାନ
ନୂଆଦିଲ୍ଲୀ; ବିଶ୍ୱ ଆତଙ୍କବାଦୀ ଘୋଷିତ ହେଲା ଅବଦୁଲ ରେହମାନ ମକ୍କି । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ତାକୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଛି। ମକ୍କି ହେଉଛି ୨୬/୧୧ ମୁମ୍ବାଇ ଆକ୍ରମଣର ଘଟଣାର ମାଷ୍ଟର ମାଇଣ୍ଡ ।
ସୂଚନାଯୋଗ୍ୟ ଯେ, ଭାରତର ଜମ୍ମୁ କଶ୍ମୀରରେ!-->!-->!-->…
Read More...
Read More...