ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର, ଦିଲ୍ଲୀରେ ବି ଝଟ୍କା
ଜମ୍ମୁ-କାଶ୍ମୀର, ଦିଲ୍ଲୀ ଏନସିଆର ସମେତ ଅନେକ ଅଞ୍ଚଳରେ ଆଜି ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ଜମ୍ମୁ କାଶ୍ମୀରର କାଶ୍ମୀର ଘାଟି ଓ ଜମ୍ମୁ ସଂଭାଗା ଭୂକମ୍ପର ଝଟକା ଅଧିକ ଅନୁଭୂତ ହୋଇଛି । ଘରର ଆସବାବପତ୍ର ହଲିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇଆସିଥିଲେ । ରିକ୍ଟର ସ୍ଲେଲରେ!-->…
Read More...
Read More...