ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିବାକୁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍‌ ପିଜି ପରୀକ୍ଷା ବା ମେଡିକାଲ ପ୍ରବେଶିକା ପରୀକ୍ଷା ୨୦୨୨କୁ ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହି ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ବିଭିନ୍ନ ସଂଗଠନ ଆନ୍ଦୋଳନ କରିଥିଲେ। ତେବେ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା
Read More...

ନିଆଁ ଲାଗି ମା’ ସହ ଦୁଇ ଶିଶୁ ଜୀବନ୍ତ ଦଗ୍ଧ

ବାରିପଦା: ରାତିରେ ମା’ ପାଖରେ ଶୋଇଥିଲେ ୨ ନିରୀହ ଶିଶୁ। ହଠାତ୍‌ ରାତିରେ ଘରେ ନିଆଁ ଲାଗିଥିବା ବେଳେ ମା’ ସହ ଜୀବନ୍ତ ଦଗ୍ଧ ହୋଇଗଲେ ୨ କଅଁଳା ଶିଶୁ। ଏପରି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁ ଗ୍ରାମର ଢ଼ିପାସାହିଠାରେ ଗତରାତିରେ ଘଟିଛି। ମୃତକ ୩ ଜଣ ହେଲେ
Read More...

ଆଉ ଏକ ଲଘୁଚାପ ବଢ଼ାଇଲାଣି ସଂଶୟ

ଭୁବନେଶ୍ବର: ଭୀଷଣ ରୂପ ନେଇ ଅସାନି ଉପକୂଳକୁ ମାଡ଼ି ଆସୁଥିଲା। ଶେଷ ମୁହୂର୍ତରେ ଏହା କ୍ଷୀଣକାୟ ଶରୀର ନେଇ ଆନ୍ଧ୍ରପ୍ରଦେଶ ପଶିଲା। ଆଶ୍ବସ୍ତ ହେଲେ ରାଜ୍ୟବାସୀ। ଏବେ କିନ୍ତୁ ମେ' ମାସର ପାଣିପାଗ ପୁଣି ଥରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇବାକୁ ଯାଉଛି। ଆସନ୍ତା ୧୮ ତାରିଖ କିମ୍ବା ୧୯ ତାରିଖ
Read More...

ପୁଷ୍ପାରାଜଙ୍କର ଦାମ୍ କେତେ?

ମୁମ୍ବାଇ: 'ପୁଷ୍ପା-ଦ ରାଇଜ୍'। ଦକ୍ଷିଣ ଭାରତର ଏହି ଚଳଚ୍ଚିତ୍ରଟି ସାରା ଭାରତରେ ଏମିତି ଛାଇଗଲା ଯେ ଏହାର ପ୍ରମୁଖ କଳାହାର ଅଲ୍ଲୁ ଅର୍ଜୁନ (ପୁଷ୍ପାରାଜ)ଙ୍କ ଠାଣିକୁ ଛୋଟ ପିଲା ବି ନକଲ କରି ବସିଲେ। କଥା କଥାକେ ପୁଷ୍ପା ଷ୍ଟାଇଲ୍ ଆସିଲା ଚର୍ଚ୍ଚାକୁ। ଦକ୍ଷିଣ ଭାରତର ଏହି ଚଳଚ୍ଚିତ୍ର
Read More...

ଜୁନ୍ ୧୦ରେ ହେବ ରାଜ୍ୟସଭା ନିର୍ବାଚନ

ଭୁବନେଶ୍ବର: ଜୁନ୍ ୧୦ରେ ହେବ ରାଜ୍ୟସଭା ନିର୍ବାଚନ । ଖାଲି ହେବାକୁ ଥିବା ୫୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ୫୭ ରାଜ୍ୟସଭା ଆସନ ମଧ୍ୟରୁ ଓଡ଼ିଶାର ୩ଟି ଆସନ ରହିଛି । ଯେଉଁ ୩ ଆସନ ପାଇଁ ହେବ ନିର୍ବାଚନ । ଏନେଇ ଆସନ୍ତା ୨୪ ତାରିଖରେ
Read More...

ଆଇଏଏସ ପୂଜା ସିଙ୍ଘଲ ସସପେଣ୍ଡ୍

ଝାରଖଣ୍ଡ: ଝାରଖଣ୍ଡର ବିବାଦୀୟ ଆଇଏଏସ ପୂଜା ସିଙ୍ଘଲ ସସପେଣ୍ଡ ହୋଇଛନ୍ତି । ସରକାର ତାଙ୍କୁ ନିଲମ୍ବନ କରିଥିବା କାର୍ମିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନରେଗା ସହ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ବୁଧବାର ପୂଜାଙ୍କୁ ଇଡି ଗିରଫ କରିଥିଲା । ଖଣି ସହ ଉଦ୍ଦ୍ୟୋଗ ବିଭାଗର ସଚିବ ଥିବା
Read More...

ନିଜ ସ୍ତ୍ରୀକୁ ମାରି ସ୍ବାମୀ ବିଷ ପିଇ ହାରିଲା ଜୀବନ

ପାଟଣାଗଡ଼: ପାରିବାରିକ କଳହରୁ କରୁଣ ପରିଣତି। ସାମାନ୍ୟ କଳହରୁ ମଦ ନିଶାରେ ମାତାଲ ସ୍ୱାମୀ ନିଜ ପତ୍ନୀର ଜୀବନ ନେଇଗଲା।ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ମାରିଲା। ସ୍ତ୍ରୀକୁ ମାରିବା ଅନୁତାପରେ ଛଟପଟ ହେଉଥିବା ସ୍ୱାମୀ ଶେଷରେ ନିଜେ ବି ବିଷ ପିଇ ଜୀବନ ହାରିଲା। ଏପରି ଅଭାବନୀୟ
Read More...

ରାଜୀବ କୁମାର ନୂଆ ନିର୍ବାଚନ କମିଶନର ନିଯୁକ୍ତ

ଦିଲ୍ଲୀ: ରାଜୀବ କୁମାର ଦେଶର ନୂଆ ନିର୍ବାଚନ କମିଶନର ନିଯୁକ୍ତ । ମେ ୧୫ ତାରିଖରେ ସେ ଏହି କାର୍ଯ୍ୟଭାର ଗ୍ରହଣ କରିବେ । ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମେ ୧୪ ତାରିଖରେ ଅବସର
Read More...

ଉଦଘାଟିତ ହେଲା ରାଜ୍ୟ ବନଖଣ୍ଡ ଅଧିକାରୀମାନଙ୍କ ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟ ବନଖଣ୍ଡ ଅଧିକାରୀମାନଙ୍କ ସମ୍ମିଳନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକ ସେବା ଭବନରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆମ ଜଙ୍ଗଲର ଉନ୍ନତି କରିବା ଏବଂ ଜଙ୍ଗଲ ସୀମାନ୍ତରେ ରହୁଥିବା ଗ୍ରାମବାସୀଙ୍କ ଜୀବନଧାରଣର ମାନ ବଢ଼ାଇବା ଦିଗରେ
Read More...

ଜମିଜମାକୁ ନେଇ ସାବତ ଭାଇକୁ ମାରିଲେ ମାଆ-ପୁଅ

ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ସରାଟ ଗ୍ରାମରେ ଅଘଟଣା। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଭାଇକୁ ହାଣି ଦେଲେ ସାବତ ଭାଇ ଏବଂ ସାବତ ମା’। ଗୁରୁତର ଅବସ୍ଥାରେ ଭାଇକୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ସାବତ ଭାଇ
Read More...